Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ହାତୀ ଆକ୍ରମଣରେ ଯୁବକ ମୃତ…
ଢେଙ୍କାନାଳ : ଦଳିଦେଲା ଦନ୍ତା । ହାତୀ ଆକ୍ରମଣରେ ଯୁବକ ମୃତ । ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଚାଉଳିଆ ନିକଟରେ ଏହି ଅଘଟଣ ଘଟିଛି । ମୃତ ଯୁବକ ଚାଉଳିଆ ଗାଁର ବ୍ରହ୍ମାନନ୍ଦ ନାଏକ । ଆଜି ସକାଳେ ବ୍ରହ୍ମାନନ୍ଦ ଧାନବିଲକୁ ଯାଉଥିବାବେଳେ ଦନ୍ତା ହାବୁଡ଼ରେ…
ଓଡିଶା ରାଜସ୍ଵ ଅମଲା ସଂଘର ଦାବି ପୂରଣ କଲେ ରାଜ୍ୟ ସରକାର…
ଭୁବନେଶ୍ଵର: ଓଡ଼ିଶା ରାଜସ୍ବ ଅମଲା ସଂଘର ୨୦୧୭ ମସିହା ଠାରୁ ବହୁ ପ୍ରତୀକ୍ଷିତ ପୃଥକ ପାହ୍ୟା (Separate Cadre)ଦାବି ଆଜି ରାଜ୍ଯ ସରକାର ପୂରଣ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା ୬୯୮ ତା ୦୬.୦ ୧.୨୦୨୪…
ଉତ୍ତର ଭାରତରେ ପ୍ରବଳ ଶୀତ ଜାରି…
ଉତ୍ତର ଭାରତର ଅନେକ ସ୍ଥାନରେ ପ୍ରବଳ ଶୀତ ଜାରି ରହିଛି। ସେହିପରି କେନ୍ଦ୍ରୀୟ ଭାରତର କିଛି ସ୍ଥାନରେ ପ୍ରବଳ ଶୀତ ଜାରି ରହିଛି। ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ପ୍ରବଳ ଶୀତ ହେଉଥିବା ବେଳେ ଆହୁରି ଦୁଇ ତିନି ଦିନ ପର୍ଯ୍ୟନ୍ତ ଏଭଳି…
ଗଞ୍ଜାମ :ଦୁର୍ନୀତିର ସିଂହାସନ ରେ ଡ୍ରଗ୍ସ ବିଭାଗ..!, ଔଷଧ ବିକ୍ରି ନାମରେ ଲୋକଙ୍କୁ କରୁଛନ୍ତି ଲୁଟ…
ବ୍ରହ୍ମପୁର: ୭-୧ ଗଞ୍ଜାମ ଜିଲ୍ଲାର ଅଧିକାଂଶ ସହରାଞ୍ଚଳ ରେ ବିଭିନ୍ନ ରୋଗରେ ପୀଡିତ ରୋଗିଙ୍କୁ ଔଷଧ ବିକ୍ରି ବେଳେ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି। ଚଣା ମୁଢି ଭଳି ଔଷଧ ଦୋକାନ ପାଇଁ ଭିତ୍ତି ଭୂମି ନ ଦେଖି କିଛି ଅର୍ଥ ଲୋଭ ରେ ଡ୍ରଗ୍ସ ଲାଇସେନ୍ସ ଦିଆଯାଉଥିବ ଯୋଗୁଁ ଏବେ କେତେକ ଔଷଧ!-->…
ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ସମାରୋହ ପାଇଁ ପ୍ରସ୍ତୁତି ବୈଠକ
ଭୁବନେଶ୍ବର: ୨୦୨୪ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ସମାରୋହ ନିମନ୍ତେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାତ୍ମାଗାନ୍ଧୀ ମାର୍ଗରେ ଆୟୋଜିତ ହେବାକୁ ଥିବା ଏହି…
ଆନ୍ଦୋଳନରୁ ଓହରିଲା ରାଜ୍ୟ ଡ୍ରାଇଭର ସଂଘ…
ଭୁବନେଶ୍ବର: ରାଜ୍ୟରେ ଡାକରା ଦିଆଯାଇଥିବା ଆନ୍ଦୋଳନକୁ ଓଡ଼ିଶା ଚାଳକ ମହାସଂଘ ସ୍ଥଗିତ ରଖିଛି। ସରକାରଙ୍କ ଆହ୍ବାନ ପରେ ଆନ୍ଦୋଳନରୁ ଓହରିବାକୁ ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ଆହ୍ବାନ ଦେଇଛନ୍ତି। ଭିଡିଓ ଜାରି କରି ଚାଳକମାନଙ୍କୁ…
ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ରାଜ୍ୟର ସବୁ ଗାଁକୁ ପରିକ୍ରମା ଆରମ୍ଭ କଲା ଶ୍ରୀଜଗନ୍ନାଥ ଅର୍ପଣ…
ପୁରୀ,୬।୧: ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜିଠାରୁ ଶ୍ରୀଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି । ଏହି ରଥ ଓଡ଼ିଶାର ପ୍ରତ୍ୟେକ ଗ୍ରାମ ପରିକ୍ରମା କରିବା ସହ ଶ୍ରଦ୍ଧାଳୁଙ୍କ ଠାରୁ…
ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ
ବାଲେଶ୍ବର : ବାଲେଶ୍ୱର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାରେ ହାତୀଖୁଲିଆ ସେକ୍ସନର ଫରେଷ୍ଟର ପଦ୍ମାବତୀ ବେହେରା ଓ ଫରେଷ୍ଟ ଗାର୍ଡ ପ୍ରମିଳା ସେଣଙ୍କୁ ନିଲମ୍ବନ କରାଯାଇଛି। ବାଲେଶ୍ୱର ବନ ବିଭାଗ ପକ୍ଷରୁ କାର୍ଯ୍ୟରେ ଅବହେଳା ପାଇଁ ସେମାନଙ୍କୁ ନିଲମ୍ବନ…
ଗାଡ଼ିରୁ ଓହ୍ଲାଇ ପାଣ୍ଡିଆନ୍ଙ୍କ ପାଇଁ ରାସ୍ତା କ୍ଲିୟର କଲେ ପ୍ରଣବ ଓ ପ୍ରତାପ…
ବାଲେଶ୍ବର : 5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଗସ୍ତ ପାଇଁ ପୂରା ବାଲେଶ୍ୱର ଟାଉନରେ ପୁଲିସ୍ ଛାଉଣୀ କରାଯାଇଥିଲା। ଛକ ଛକରେ ଛିଡ଼ା ହୋଇଥିଲେ ପୁଲିସ୍। ଜନ୍ଦା ପିମ୍ପୁଡ଼ି ଗଳି ପାରୁ ନଥିଲେ! ଏହା ସତ୍ତ୍ୱେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ମନ୍ତ୍ରୀ…
ଷ୍ଟେସନ୍ରେ ହଜିଗଲେ ସ୍ୱାମୀ; ଫେରିବା ବାଟକୁ ଅନାଇଛନ୍ତି ସୁଭଦ୍ରା…
ବାଲେଶ୍ବର : ଗାଁରେ କାମ ମିଳିଲାନି। ତେଣୁ ପରିବାର ପାଇଁ ଦାନା ଯୋଗାଡ଼ କରିବାକୁ ଦାଦନ ଖଟିବାକୁ ଯାଉଥିଲେ ସ୍ୱାମୀ-ସ୍ତ୍ରୀ। ହେଲେ ଭୁବନେଶ୍ୱର ରେଳ ଷ୍ଟେସନ୍ରେ ହଜିଗଲେ ସ୍ୱାମୀ। ଦୁଇ ଦିନ ରାଜଧାନୀରେ ଖୋଜିବା ପରେ ଖାଲି ହାତରେ ଘରକୁ ଫେରିଲେ ସୁଭଦ୍ରା। ଏବେ ଘର…