Browsing Category

ଓଡିଶା

ନଡ଼ିଆ ଗଛ ପାଇଁ ସ୍ବାମୀ-ସ୍ତ୍ରୀଙ୍କୁ ଆକ୍ରମଣ

ବାଲେଶ୍ବର: ବାଲେଶ୍ଵରରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା । ଛୋଟ କଥାରୁ ବଡ଼ ଘଟଣା । ଏକ ଛୋଟ କଥାକୁ ନେଇ ଚାଲିଥିଲା ବଡ଼ ଝଗଡ଼ା । ଯାହାକି ହଣାକଟା ଉପରକୁ କଥା ଯାଇଥିଲା । ସାମାନ୍ୟ ନଡ଼ିଆ ଗଛ ପାଇଁ ହଣାକଟା । ସ୍ବାମୀ-ସ୍ତ୍ରୀ ଗୁରୁତର । ବାଲେଶ୍ଵର ସଦର ଥାନା ଶଙ୍କରପୁର ଗାଁରେ…

ଶ୍ରୀମନ୍ଦିରରୁ ନକଲି ଆର୍ମୀ ଅଫିସରକୁ ଧରିଲା ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ

ପୁରୀ: ଶ୍ରୀମନ୍ଦିର ଭିତରେ ଫେକ୍ ଆର୍ମୀ ଅଫିସର । ନକଲି ଆର୍ମୀ ଅଫିସରଙ୍କୁ ଧରିଲେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ଆର୍ମୀ ଅଫିସର ପରିଚୟ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ବେଳେ ଧରାପଡିଛନ୍ତି । ନିଜକୁ ରାଜସ୍ଥାନର ବୋଲି ପରିଚୟ ଦେଇଥିବା ଜଣାପଡିଛି । ବ୍ୟକ୍ତି ଜଣକ…

ମାନସିକ ଶାନ୍ତି ପାଇଁ ଯୋଗ କରନ୍ତୁ, ଯୋଗ ଦିବସରେ ବାର୍ତ୍ତା ଦେଲେ ମୁ୍ଖ୍ୟମନ୍ତ୍ରୀ

ଭୁବନେଶ୍ବର: ମାନସିକ ଶାନ୍ତି ପାଇଁ ଯୋଗ । ଯୋଗ କେବଳ ଶରୀରକୁ ସୁସ୍ଥ ରଖେନି ଆତ୍ମାକୁ ସନ୍ତୁଳନ ରଖେ । ଅନ୍ତର୍ଜାତୀୟ ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । କଳିଙ୍ଗ ଷ୍ଟାଡିୟମଠାରେ ରାଜ୍ୟସ୍ତରୀୟ ଯୋଗ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ…

୨୪ ତାରିଖ ଯାଏ ସାରା ରାଜ୍ୟକୁ କାଳବୈଶାଖୀ ଆଲର୍ଟ

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ବର୍ଷିବ । ୨୪ ତାରିଖ ଯାଏ ପୂରା ଓଡ଼ିଶାକୁ କାଳବୈଶାଖୀ ଆଲର୍ଟ ଜାରି । ଆଜି ପାଇଁ ପୁରା ରାଜ୍ୟକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ ଏବଂ ବାଲେଶ୍ବରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରାଯାଇଛି । କିଛି କିଛି ସ୍ଥାନରେ…

ଚଳନ୍ତା ଟ୍ରେନରେ ପ୍ରସବ, ସହାୟତା ପ୍ରଦାନ କଲେ ଫାର୍ମାସିଷ୍ଟ ଓ ମହିଳା ଆରପିଏଫ କର୍ମଚାରୀ

କଟକ: ଟ୍ରେନରେ ଟୁଇନ୍ସ । ଟ୍ରେନ ଯାତ୍ରା ବେଳେ ଜନ୍ମ ନେଲେ ଯାଆଁଳା ଶିଶୁ । ରାଉରକେଲା – ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସରେ ଯାତ୍ରା କରୁଥିଲେ ଗର୍ଭବତୀ ମହିଳା । କଟକ ରେଳ ଷ୍ଟେସନ ଠାରେ ଟ୍ରେନ ଭିତରେ ପ୍ରଥମ ଶିଶୁ ଜନ୍ମ ନେଇଥିଲା । ପରେ ଆମ୍ବୁଲାନ୍ସରେ ହସ୍ପିଟାଲ ଯିବା ବେଳେ ଆଉ…

୩ ମାସ ହେଲା ମିଳିନି ଭତ୍ତା, ବ୍ଲକ ଅଫିସ ଆଗରେ ଧାରଣା

ବଲାଙ୍ଗୀର: ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ଗରିବ ଏବଂ ଅସହାୟ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଏହାର ଏକ ବଡ଼ ପ୍ରଭାବ ଦେଖିବାକୁ ମିଳିଛି। ଦୀର୍ଘ ୩ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ…

ରାଜଧାନୀରେ ବାପ-ପୁଅଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ନିକଟରେ ରବିବାର ଦିନ କିଛି ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ଜଣେ ବ୍ୟକ୍ତି ଏବଂ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ପ୍ରାୟ ପାଞ୍ଚ ଜଣ ଦୁର୍ବୃତ୍ତ ଦିଲୀପଙ୍କ ଦୋକାନରେ ପଶି ତାଙ୍କ ଜ୍ୱାଇଁଙ୍କ ବିଷୟରେ…

ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ଏସଆଇଆରରେ ରାଜ୍ୟରେ ପ୍ରଥମ

ଭୁବନେଶ୍ୱର: ରାଜ୍ୟରେ ଚାଲୁ ରହିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ସୁଦ୍ଧା ରାଜ୍ୟର ପ୍ରାୟ ୯୯.୬୨ ପ୍ରତିଶତ ଅର୍ଥାତ ୩ କୋଟି ୩୨ ଲକ୍ଷ ୭୨ ହଜାର ୩୦୮…

ଭିନ୍ନକ୍ଷମଙ୍କୁ ବିବାହ କଲେ ରାଜ୍ୟ ସରକାର ଦେବେ ଅଢ଼େଇ ଲକ୍ଷ ଟଙ୍କା

ଭୁବନେଶ୍ୱର: ସମାଜରେ ଭିନ୍ନକ୍ଷମ ବା ଦିବ୍ୟାଙ୍ଗମାନଙ୍କୁ ଏକ ସ୍ୱାଭାବିକ ଏବଂ ସମ୍ମାନଜନକ ଜୀବନ ଜିଇବାର ସୁଯୋଗ ଦେବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସାଧାରଣ ବ୍ୟକ୍ତି ଓ ଦିବ୍ୟାଙ୍ଗଙ୍କ ମଧ୍ୟରେ ବିବାହକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସାମାଜିକ ସୁରକ୍ଷା ଓ…

ଗଞ୍ଜାମ ଜିଲ୍ଲା ରେ ଯୋଗାଣ ବିଭାଗର ଚଢ଼ାଉ ଧର୍ମକୁ ଆଖିଠାର…..!

ଲେଖା ଛିଡି଼ବା ପରେ କୋଟି କୋଟି ଟଙ୍କାର ଦୁର୍ନୀତି କୁ ଯୋଗାଣ ବିଭାଗ ଘୋଡାଉଛି ଘଣ୍ଟ …..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅନେକ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ଧାନକଳ ଉପରେ ରାଜ୍ୟ ଯୋଗାଣ ବିଭାଗର ଲଗାତାର ଚଢ଼ାଉ ଜାରିରହିଛି। ଗଣମାଧ୍ୟମକୁ ଅନ୍ଧାର ରେ ରଖି ମିଲେର ମାନଙ୍କ ମିଲ ଉପରେ…