Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କଲା ଦୁର୍ବୃତ୍ତ…
ଯୁବକଙ୍କୁ ଛୁରୀ ଭୁସି ହତ୍ୟା । ରାୟଗଡା ସହରର ଗୌତମ ନଗରର ହତ୍ୟାକାଣ୍ଡ । ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଛୁର ଭୁସି ହତ୍ୟା କରାଯାଇଛି । ମୃତକ ଖିଲିମିଶିଗୁଦ ଗାଁର ପ୍ରମୋଦ କୋଲାକା । ସମ୍ପର୍କୀୟ ପୁତୁରାଙ୍କୁ ସ୍କୁଲରେ ଛାଡି ଘରକୁ ଫେରୁଥିବା ବେଳେ ୩ ଜଣ ଦୁର୍ବୃତ୍ତ…
୪୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ…
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସାଲେପୁର ବ୍ଲକର ସହକାରୀ ଯନ୍ତ୍ରୀ ବିଭୂତିଭୂଷଣ ନାୟକ। ସେ ଜଣେ ଠିକାଦାରଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ବିଲ୍ ପାସ୍ କରି ଦେବା ପାଇଁ ସେ ଏହି ଟଙ୍କା…
ଧୀରେ ଧୀରେ ସୁସ୍ଥ ହେଉଛି ବୋରେଓ୍ଵଲ ଶିଶୁକନ୍ୟା
ସମ୍ବଲପୁର : ରେଙ୍ଗାଲି ଲାରିପାଲି ଜଙ୍ଗଲର ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ନବଜାତ ଶିଶୁକନ୍ୟାର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିଛି l ହେଲେ ୩ ଦିନ ହେଲା ଅଭିଯୁକ୍ତ ପାଖରେ ପହଂଚି ପାରୁନି ପୋଲିସ l ଉଦ୍ଧାର ପରେ ପ୍ରଥମ ଥର ପାଇଁ ଶିଶୁ କନ୍ଯାକୁ ଦିଆଯାଇଛି କ୍ଷୀର l…
ଘର ଭିତରେ ଜେନେରେଟର ଲଗାଇବା ହେଲା କାଳ, ଶ୍ବାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ
ଘର ଭିତରେ ଜେନେରେଟର ଲଗାଇ ଶୋଇବା ହେଲା କାଳ। ଶ୍ବାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ । ଢେଙ୍କାନାଳ କଣ୍ଟାବଣିଆ ଥାନା ମାନପୁର ଗାଁର ବ୍ରାହ୍ମଣୀ ନଦୀ କୂଳରେ ଥିବା ଇଟାଭାଟିରେ ଅଘଟଣ । ଦୁଇ ଜଣ ଶ୍ରମିକ ରାତିରେ ଜେନେରେଟର ଲଗାଇ ଶୋଇଥିବା ବେଳେ ଶ୍ବାସରୁଦ୍ଧ ହୋଇଥିବା…
ରତ୍ନଭଣ୍ଡାର ଚାବି ହଜିବା ମାମଲା, ବଡ଼ଦିନ ପରେ ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି…
ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ବଡ଼ଦିନ ପରେ ପରବର୍ତ୍ତୀ ଶୁଣାଣି। ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇପାରିନି ଜବାବ ଦାଖଲ। ଜବାବ ଦାଖଲ ପାଇଁ ଶେଷ ମହଲତ ଦେଇଛନ୍ତି ହାଇକୋର୍ଟ। ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ…
ସ୍କୁଲ ଭିତରେ ଝୁଲିପଡିଲେ ପ୍ରଧାନଶିକ୍ଷକ…
ଅନୁଗୁଳ: ସ୍କୁଲ ଭିତରେ ଝୁଲିପଡିଲେ ପ୍ରଧାନଶିକ୍ଷକ। କ୍ଲାସ ଚାଲୁଥିବାବେଳେ ଏପଟେ ପ୍ରଧାନ ଶିକ୍ଷକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନୁଗୁଳ କିଶୋରନଗର ବ୍ଲକ ତୁରୁଡା ଉପ୍ରା ସ୍କୁଲରେ ଏହି ଅଘଟଣ ଘଟିଛି।
ଝରକାବାଟେ ଶିକ୍ଷକଙ୍କୁ ଆତ୍ମହତ୍ୟା କରୁଥିବା ଦେଖି…
ପୋଲିସ-ମାଓବାଦୀ ମୁହାଁମୁହିଁ…
ବୌଦ୍ଧ : ବୌଦ୍ଧରେ ପୋଲିସ-ମାଓବାଦୀ ଗୁଳି ବିନିମୟ ପରେ ମନମୁଣ୍ଡା ନଳୀକୁମ୍ପା ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି ରହିଛି । କାଲି ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । କନ୍ଧମାଳରୁ ୭ ଓ ବୌଦ୍ଧରୁ ୫ ଏସଓଜି କମ୍ପାନୀ ଅପରେସନ୍ ରେ ସାମିଲ ହୋଇଛନ୍ତି । ବୌଦ୍ଧ,…
ନିର୍ବାଚନ ଲଢିବେନି ଭିକେ ପାଣ୍ଡିଆନ : ସ୍ପଷ୍ଟ କଲା ବିଜେଡି
ଭୁବନେଶ୍ୱର:ନିର୍ବାଚନ ଲଢିବେନି ଭିକେ ପାଣ୍ଡିଆନ । ସେ ଜନସେବା କରିବେ । ସେ ଜନସେବା କରିବା ପାଇଁ ପ୍ରଶାସନିକ ସେବା ଚାକିରି ଛାଡିଛନ୍ତି । ଆଗକୁ ମଧ୍ୟ ଜନସେବା ଜାରି ରଖିବେ । ହେଲେ ସେ ଆଗାମୀ ନିର୍ବାଚନ ଲଢିବେ ନାହିଁ । ଏକଥା ସ୍ପଷ୍ଟ କରିଛନ୍ତି ବିଜେଡି ନେତା ତଥା…
ଫେବୃଆରୀ ୧୬ରୁ ଯୁକ୍ତ ଦୁଇ ପରୀକ୍ଷା…
ଭୁବନେଶ୍ବର : ଆସନ୍ତା ଫେବୃୟାରୀ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତଦୁଇ ପରୀକ୍ଷା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଫେବୃୟାରୀ ୧୬ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। କଳା, ବିଜ୍ଞାନ, ବାଣିଜ୍ୟ…
ଆଉ ୫ବର୍ଷ ବଢିଲା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧି…
ଭୁବନେଶ୍ବର : ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ । ୨୦୨୪ ଜାନୁଆରୀ ପହିଲାରୁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ହିତାଧିକାରୀ ମାନେ ଏହି ସୁବିଧା ପାଇବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୫୦ କୋଟି ଟଙ୍କା ହିସାବରେ ୫…