Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବାଣ ବିସ୍ପୋରଣରେ ଜଣେ ମୃତ
କଟକ : ବାଣ ଭିଡୁ ଭିଡୁ ଅଘଟଣ। କଟକ ଖଲର୍ଧା ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ । ଧମାକାରେ ଉଡ଼ିଗଲା ଘର । ପୋଡ଼ିହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ କଟକ ସଦର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଁଚି ମୃତକଙ୍କୁ କଟକ!-->…
ବାରଙ୍ଗରେ ଗୁଳିକାଣ୍ଡ, ୮ ଜଣଙ୍କୁ କାବୁ କଲା ପୋଲିସ
ବାରଙ୍ଗ : ବାରଙ୍ଗରେ ଫୁଟିଲା ଗୁଳି ! ବାରଙ୍ଗ ଥାନା ତ୍ରିଶୂଳିଆ ଛକ ନିକଟ କୁସିନ୍ଦା ଗ୍ରାମରେ ଫୁଟିଛି ଗୁଳି । ଜମିଜମା ବିବାଦକୁ କେନ୍ଦ୍ରକରି ଫାଙ୍କା ଗୁଳି ଚାଳନା ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ । ସୂଚନା ଅନୁଯାୟୀ, ଆଜି!-->…
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ
ଜଳେଶ୍ବର: ଥମୁନି ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆମ୍ବପୂଞ୍ଜା ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ମୃତକ ହେଲେ କମର୍ଦ୍ଦା ଥାନା ବାଗ ଗାଁର ଚନ୍ଦ୍ରଶେଖର ମହାପାତ୍ର ଓ ଗୌତମ ସାହୁ!-->…
ଚାଲିଛି ପକ୍ଷୀ ଗଣନା, ସାରା ରାଜ୍ୟରେ ୫ଟି ରେଞ୍ଜ ପାଇଁ ୨୨ଟି ଟିମ୍ ଗଠନ
ଭୁବନେଶ୍ବର: ସାରା ରାଜ୍ୟରେ ପକ୍ଷୀ ଗଣନା । ଚିଲିକା ଓ ହୀରାକୁଦରେ ପକ୍ଷୀ ଗଣନା ହେଉଛି । ଚିଲିକାରେ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯିବ । ୫ଟି ରେଞ୍ଜ ପାଇଁ ମୋଟ ୨୨ଟି ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ୩ ରୁ ୫ ଜଣ ଲେଖାଏଁ!-->…
ଲାଗୁ ହେଲା ନୂଆ ପାର୍କିଂ ଫି, ୫୦୦ ନୁହେଁ ୨୪୦ ଟଙ୍କା ଭକ୍ତ ନିବାସର ପାର୍କିଂ ଫି’
ପୁରୀ: ଆଜିଠୁ ଭକ୍ତ ନିବାସର ନୂଆ ପାର୍କିଂ ଫି ଲାଗୁ । ୫୦୦ ଟଙ୍କା ବଦଳରେ ୨୪୦ ଟଙ୍କା କରାଯାଇଛି । ପୁରୀରେ ବସିଥିବା ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । କିଛିଦିନ ତଳେ ଭକ୍ତ ନିବାସରେ ଚାରି ଚକିଆ ଯାନ ପାଇଁ ପାର୍କିଂ ଫି ୫୦୦ ଟଙ୍କା!-->…
ରାଜ୍ୟକୁ ଆସିବ ଏକ ଲକ୍ଷ କୋଟିର ପୁଞ୍ଜି, ୨୭ କମ୍ପାନୀ ସହ ବୁଝାମଣା ପତ୍ର ସ୍ବାକ୍ଷରିତ
ଭୁବନେଶ୍ବର: ରାଜ୍ୟକୁ ଆସିବ ଏକ ଲକ୍ଷ କୋଟିର ପୁଞ୍ଜି । କୋଲକାତାରେ ଓଡ଼ିଶା ଇନଭେଷ୍ଟର୍ସ ମିଟରୁ ବଡ଼ ସଫଳତା । ୨୭ ଟି ବଡ଼ କଂପାନୀ ସହ ସ୍ବାକ୍ଷରିତ ହୋଇଛି ବୁଝାମଣା ପତ୍ର । ପଶ୍ଚିମବଙ୍ଗର କୋଲକାତାରେ ଆୟୋଜିତ ନିବେଶକ ସମ୍ମିଳନୀ ଏବଂ ରୋଡ୍ ସୋ କରିଛନ୍ତି!-->…
ମୁହାଁମୁହିଁ ଧକ୍କା ହୋଇ ଜଳିଗଲା କାର୍ ଓ ଅଟୋ, ଜଣେ ଜୀବନ୍ତ ଦଗ୍ଧ
କନ୍ଧମାଳ : ମୁହାଁମୁହିଁ ଧକ୍କା ପରେ ଜଳିଗଲା କାର୍ ଓ ଅଟୋ । ଜଣେ ଜୀବନ୍ତ ଦଗ୍ଧ । ଫୁଲବାଣୀ ସଦର ଥାନା ଆଇଟିଆଇ ନିକଟରେ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେବା ପରେ ରାସ୍ତାରେ ହୁହୁ ହୋଇ ଜଳିଲା କାର ଓ ଅଟୋ । ଜଣେ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ!-->…
ଅଙ୍ଗନବାଡ଼ିରେ ଖୋଲିଲା ‘କ୍ରେଚ୍’, ବାଳାଶ୍ରମରେ ଆଧୁନିକ ରୋଷେଇ ଘର ଉଦଘାଟିତ
ଭୁବନେଶ୍ବର: ‘ବେଟୀ ବଚାଓ ବେଟୀ ପଢ଼ାଓ’ ଅଭିଯାନ ଅନ୍ତର୍ଗତ ସପ୍ତାହବ୍ୟାପୀ ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୬କୁ ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଆଜିଠାରୁ ଆସନ୍ତା ୨୪ ପର୍ଯ୍ୟନ୍ତ ଏହା ପାଳନ ହେବ । ଅନ୍ୟପଟେ, କର୍ମଜୀବୀ ମହିଳାଙ୍କ ସୁବିଧା ପାଇଁ ‘ପାଳନା’!-->…
ଉପରମୁହାଁ ପାରଦ, ଆସନ୍ତା କାଲିଠାରୁ ରାଜ୍ୟରେ କମିବ ଶୀତ
ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିର ଖବର । ଆସନ୍ତା କାଲିଠାରୁ ରାଜ୍ୟରେ କମିବ ଶୀତ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବଢ଼ିଯିବ । ଏଥିପାଇଁ ପାରଦ ଉପରମୁହାଁ ହେବ ଆକଳନ କରିଛି ବୋଲି ପାଣିପାଗ ବିଭାଗ । ହେଲେ କୁହୁଡି!-->…
ଜାନୁଆରୀ ୩୧ରେ ଛତିଶଗଡ଼ ଯିବ ରାଜ୍ୟ ସରକାରଙ୍କ ମହାନଦୀ କମିଟି
ଭୁବନେଶ୍ବର: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି । ଆଗାମୀ ଜାନୁଆରୀ ୩୧ ଏବଂ ଫେବ୍ରୁଆରୀ ୧ ତାରିଖରେ ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି । ତାପୂର୍ବରୁ ୨୩ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହି ବୈଠକର ନିଷ୍କର୍ସ ଆଧାରରେ ଛତିଶଗଡ଼ ଯାଇ ପକ୍ଷ ରଖିବେ ସରକାର ।
!-->!-->!-->…