Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଡିସେମ୍ବର ୨୬ରେ ପ୍ରତାପ ଜେନାଙ୍କ ପରବର୍ତ୍ତୀ ଶୁଣାଣି
ସାଲେପୁର : ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ହାଇକୋର୍ଟ ହସ୍ତକ୍ଷେପ କରିବା ପରେ ସାଲେପୁର ଜେଏମ୍ଏଫ୍ସି(ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ) ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଶୁଣାଣି ଘୁଞ୍ଚାଇ ଦେଇଛନ୍ତି। ଡିସେମ୍ବର ୨୬ରେ ଏହି ମାମଲାର…
ବିଧାନସଭା ଶୀତ ଅଧିବେଶନ ଲାଗି କଡ଼ା ସୁରକ୍ଷା…
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଥିବା ବିଧାନସଭା ଶୀତ ଅଧିବେଶନ ଡିସେମ୍ବର ୩୦ ତାରିଖ ଯାଏ ଚାଲିବ। ଅଧିବେଶନ ସମୟରେ ବିଭିନ୍ନ ସଂଗଠନ, ରାଜନୈତିକ ଦଳ, ସଂସ୍ଥା ପକ୍ଷରୁ ପ୍ରତିବାଦ ସଭା, ଧାରଣା, ବିକ୍ଷୋଭ ପ୍ରଦର୍ଶନ ହେବାର ଆଶଙ୍କା ରହିଛି। ଅଧିବେଶନ ସମୟରେ ସୁରକ୍ଷା…
ଉପବାଚସ୍ପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ସାଲୁଗା ପ୍ରଧାନ…
ଭୁବନେଶ୍ବର: ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେଲେ ନୂଆ ଉପବାଚସ୍ପତି। ଉପବାଚସ୍ପତି ଭାବେ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପବାଚସ୍ପତି ଭାବେ ସାଲୁଗା ପ୍ରଧାନଙ୍କ ନାମ ପ୍ରସ୍ତାବ ରଖିଥିଲେ। ଏହାକୁ ବିଜେପିର ମୁଖ୍ୟ…
ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ…
ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି, ପୂର୍ବତନ ଉପ ମନ୍ତ୍ରୀ ସରସ୍ବତୀ ପ୍ରଧାନ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଅଜୟ କୁମାର ଜେନା,…
ଆସନ୍ତା ବର୍ଷ ଭାରତ ଆସିବ ଟେସଲା ! ଜାନୁଆରିରେ ହୋଇପାରେ ଘୋଷଣା
ନୂଆଦିଲ୍ଲୀ : ଆସନ୍ତା ବର୍ଷ ଭାରତରେ ପ୍ରବେଶ କରିପାରେ ଏଲନ୍ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନି ଟେସଲା । ଭାରତ ସହ ଟେସ୍ଲାର ଉତ୍ପାଦନ କାରଖାନା ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ଏହି ଚୁକ୍ତି ପରେ ଟେସ୍ଲା ଆସନ୍ତା ବର୍ଷଠାରୁ ଭାରତରେ ଇଲେକ୍ଟ୍ରିକ୍ କାର୍…
ପଞ୍ଚୁକ ପାଞ୍ଚ ଦିନ ବଡ଼ଦାଣ୍ଡରେ ଉଠା ଦୋକାନ ବନ୍ଦ…
ପୁରୀ : ପଞ୍ଚୁକ ପାଞ୍ଚ ଦିନ ପୁରୀ ବଡ଼ଦାଣ୍ଡରେ ମରଚିକୋଟ ଛକ ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନ ବନ୍ଦ ରହିବ। ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି।
ଜିଲ୍ଲାପାଳ କହିଛନ୍ତି, ଭକ୍ତଙ୍କ ପାଇଁ ଯେଉଁ ସବୁ ସୁବିଧା ଯୋଗାଇ ଦିଆଯିବା କଥା, ତାକୁ ପଞ୍ଚୁକ…
ବାଧକ ସାଜିଲା କଳଙ୍କିତ ଜାତି ପ୍ରଥା: ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!
ନୟାଗଡ଼ : ଦୁଇ ବର୍ଷ ଧରି ଉଭୟ ପରସ୍ପରକୁ ଭଲ ପାଉଥିଲେ। ବିବାହ କରି ନୂଆ ଜୀବନ ଗଢ଼ିବା ପାଇଁ ଦେଖିଥିଲେ କେତେ ସ୍ୱପ୍ନ। ହେଲେ ସେଥିରେ ବାଧକ ଥିଲା କଳଙ୍କିତ ଜାତି ପ୍ରଥା! ଶେଷରେ ଚରମ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ। ଆଜି ସକାଳେ ଉଭୟ ନିଜ ନିଜ ଘରେ ଝୁଲି ପଡ଼ିଲେ। ଏପରି…
ବ୍ଲକ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ…
ଚିକିଟୀ - ଚିକିଟୀ ବ୍ଲକ ଗିରିସୋଲା ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ବ୍ଲକ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ୟାଇ.ଉମା ଜୟନ୍ତୀ ସଭାପତିତ୍ୱ କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ!-->…
ଟାଟା ପାୱାର ର ସେବା କମ ଶୋଷଣ ବେଶି, ସରକାର ଙ୍କୁ ମହାଙ୍ଗା ପଡ଼ିବ ଆଗାମୀ ନିର୍ବାଚନ…!
ମିଟର ରିଡିଙ୍ଗ ରେ ହେଉଛି ବିପୁଳ ଦୁର୍ନୀତି... ଅଭିଯୋଗ ଏଠାରେ ଧର୍ମକୁ ଆଖି ଠାର..!
ସ୍ଥିର ଜଳବାୟୁ- ପରିମଳ ଅଭ୍ୟାସର ବିକାଶ ପାଇଁ ଉତ୍କୃଷ୍ଟ ସମୟ
ଜଳ ଉତ୍ସ ପରିଚାଳନା, ପରିମଳ ଉପରେ ଭାରତ ସହିତ ରଣନୀତିକ ଭାଗିଦାରୀ ପାଇଁ ଅଷ୍ଟ୍ରେଲିଆ ସରକାର ପ୍ରତିଶ୍ରୁତିବଦ୍ଧ |
ଭୁବନେଶ୍ୱର: ବିଶ୍ୱ ଶୌଚାଳୟ ଦିବସ ପାଳନ କରିବା ପାଇଁ ରବିବାର ଏଠାରେ ଆୟୋଜିତ ଏକ ବୈଠକ ସମସ୍ତ ଅଂଶଗ୍ରହଣକାରୀ ଏକତ୍ରିତ ହୋଇ ଜଳବାୟୁ ସ୍ଥିର ପରିମଳ ସେବା ତଥା ଅଭ୍ୟାସ…