Browsing Category

ଓଡିଶା

ଓଡ଼ିଶା ଜଳବିଜ୍ଞାନ ତଥ୍ୟ କେନ୍ଦ୍ର ଉଦ୍‌ଘାଟିତ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ଜଳସମ୍ପଦ ବିଭାଗରେ ଓଡ଼ିଶା ଜଳବିଜ୍ଞାନ ତଥ୍ୟ କେନ୍ଦ୍ର(ହାଇଡ୍ରୋଲୋଜିକାଲ୍‌ ଡାଟା ସେଣ୍ଟର୍‌)ର ଉଦ୍‌ଘାଟନ କରିଛନ୍ତି। ଏହି କେନ୍ଦ୍ରରେ ଜଳସଂପଦର ସୁପରିଚାଳନା ପାଇଁ ପାଣିପାଗଜନିତ ତଥ୍ୟର ବୈଜ୍ଞାନିକ ବିଶ୍ଳେଷଣ…

ବୁଣାକାରଙ୍କୁ ମିଳିବ ୧.୩୦ ଲକ୍ଷ ଟଙ୍କାର ଅନୁଦାନ, ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଲା…

ଭୁବନେଶ୍ୱର : ରାଜ୍ୟର ବୁଣାକାର ଏବଂ ଆନୁଷଙ୍ଗିକ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କର ବଡ଼ ସମସ୍ୟା ଦୂର କରିଛନ୍ତି ରାଜ୍ୟ ସରକାର। ଇନ୍ଦିରା ଆବାସ ଯୋଜନା/ବିଜୁ ପକ୍କା ଘର/ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ବୁଣାକାରଙ୍କୁ ନିଜ ବାସଗୃହ ପାଖରେ କର୍ମସ୍ଥଳ ଅବା…

ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ…

ହିଞ୍ଜିଳି : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ହିଂଜିଳି ଥାନା ନରେନ୍ଦ୍ରପୁର ପଞ୍ଚାୟତର କୀର୍ତ୍ତିପୁର ଗାଁରେ ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଗାଁର ନରସୁ ପଲାଇଙ୍କ ଦୁଇ ନାତୁଣୀ ରୋଶନୀ ରାଉତ (୭) ଓ ସନ୍ଧ୍ୟା ରାଉତ (୧୦)। ରୋଶନୀ ଓ ସନ୍ଧ୍ୟା…

ଆସନ୍ତା ୨ ଦିନ ଭିତରେ ପୁଣି ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା…

ଭୁବନେଶ୍ୱର: ଆସନ୍ତାକାଲିଠୁ ବଦଳିବ ରାଜ୍ୟର ପାଣିପାଗ। ୨ ଦିନ ଭିତରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ-ଝଡ ଏବଂ ପୂର୍ବାଳୀ ତରଙ୍ଗାୟିତ ବାୟୁ ପ୍ରବାହ ପ୍ରଭାବରେ ଆସନ୍ତା ଦୁଇ ଦିନ…

ଶିମିଳିପାଳରୁ ହାତୀ ଦାନ୍ତ ଜବତ, ୪ ଗିରଫ…

ଶିମିଳିପାଳ ପାଦଦେଶରୁ ହାତୀ ଦାନ୍ତ ସହ ୪ ଗିରଫ। ହାତୀଦାନ୍ତ ଡିଲ ବେଳେ ଚଢଉ କରି ଗିରଫ କଲା ବନ ବିଭାଗ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବନାଞ୍ଚଳର ଦିଲଗଞ୍ଜ ଅଞ୍ଚଳରେ ଜବତ ହୋଇଛି ହାତୀ ଦାନ୍ତ। ହାତୀ ଦାନ୍ତ ଡିଲ ନେଇ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ଖବର ପାଇବା ପରେ…

୨ ବର୍ଷରେ ପଡ଼ିଆ ଖାଇଲାଣି ୫ କୋଟିର ମୋରମ..!

କଟକ: କଟକର ଐତିହାସିକ ବାଲିଯାତ୍ରାର କଳେବର ଓ ଆକର୍ଷଣ ଯେତିକି ବଢୁଛି, ଭିତ୍ତିଭୂମି ପ୍ରସ୍ତୁତି ଆଳରେ ହେଉଥିବା ଆଖିଖୋସା ଖର୍ଚ୍ଚ ବଡ଼ ଦୁର୍ନୀତିକୁ ହାୱା ଦେଉଛି। ୨୦୨୨ରେ ହୋଇଥିବା ଖର୍ଚ୍ଚକୁ ନେଇ ସନ୍ଦେହ ଆଉ ତଥ୍ୟ ପ୍ରମାଣ ମିଳିବା ପରେ ଏହାର ସ୍ବତନ୍ତ୍ର ଅଡିଟ୍‌…

ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟି ପିଟି ହତ୍ୟା

ଯୁଗ ଆସି କେଉଁଠି ପହଞ୍ଚିଲାଣି । କିନ୍ତୁ ଏବେ ବି କିଛି ଲୋକଙ୍କ ମନରେ ଭରି ରହିଛି ଅନ୍ଧବିଶ୍ୱାସର ମାୟାଜାଲ । ଆଉ ଏହି ଅନ୍ଧବିଶ୍ୱାଶର କୁପ୍ରଭାବରେ ହନ୍ତସନ୍ତ ହେଉଛନ୍ତି କିଛି ନୀରିହ ଜନ ସାଧାରଣ । ଲୋକମାନେ ଯେତେ ଆଧୁନିକତା ଦିଗକୁ ଗଲେ ମଧ୍ୟ କିଛି କିଛି ସ୍ଥାନରେ…

ପ୍ରେମିକାକୁ ଦେଖିବା ପରେ ସ୍ୱାମୀ ଆଉ ଭଲ ଲାଗିଲାନି, ବୟଫ୍ରେଣ୍ଡ ସହ ମିଶି କଲା ନିର୍ମମ ହତ୍ୟା

ରାୟଗଡା : ସ୍ୱାମୀଠୁ ଭଲ ଲାଗିଲା ପ୍ରେମିକ । ରହିପାରିଲାନି ପ୍ରେମିକକୁ ଛାଡି । ଶୟନେ ସପନେ ଜାଗରଣେ ଖାଲି ଦେଖା ଯାଉଥିଲା ପ୍ରେମିକର ମୁହଁ । ପ୍ରେମିକାକୁ ଦେଖିବା ପରେ ସ୍ୱାମୀ ଆଉ ଭଲ ଲାଗିଲାନି । ବୟଫ୍ରେଣ୍ଡ ସହ ଫେରାର ହେବାକୁ ରଚିଥିଲା ଷଡଯନ୍ତ୍ର ।…

ପୋଲରୁ ୨୦ ଫୁଟ୍ ତଳକୁ ଖସିପଡ଼ିଲା କାର୍, ୩ ଆହତ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବଣାଇର ମହୁଲପଦା ଥାନାର ଫୁଲଝର ନଗରିଆ ପୋଲ ତଳକୁ ପ୍ରାୟ ୨୦ ଫୁଟ ତଳକୁ ଖସିଲା କାର । ଫଳରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନେ ହେଉଛନ୍ତି- କେନ୍ଦୁଝର ଜିଲ୍ଲା କାଦଡ଼ିଆ ଗାଁର ଅଜିତ ମାହାନ୍ତ, ଓମକାର…

୩୨ ଜଣ ଆସୋସିଏଟ ପ୍ରଫେସରଙ୍କୁ ପଦନ୍ନୋତି ଦେଲା ଉଚ୍ଚଶିକ୍ଷା ବିଭାଗ…

ଭୁବନେଶ୍ୱର: ଓଡ଼ିଶା ସରକାର ବିଭିନ୍ନ କଲେଜରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଆସୋସିଏଟ ପ୍ରଫେସରଙ୍କ ତାଲିକା ପ୍ରକାଶ କରିଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ୩୨ ଜଣ ଆସୋସିଏଟ ପ୍ରଫେସରଙ୍କୁ ପଦନ୍ନୋତି କରିଛି। ଏନେଇ ଗତକାଲି ଉଚ୍ଚଶିକ୍ଷା ବିଭାଗରୁ…