Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପଟିଆକୁ ସ୍ଥାନାନ୍ତର ହେବ କ୍ୟାପିଟାଲ ହସ୍ପିଟାଲ୍…
ଭୁବନେଶ୍ଵର: ବଦଳିବ କ୍ୟାପିଟାଲ ହସ୍ପିଟାଲ ଠିକଣା । ବଢ଼ୁଥିବା ଲୋକସଂଖ୍ୟା ଓ ସଂପ୍ରସାରିତ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ସରକାର କ୍ୟାପିଟାଲ ହସ୍ପିଟାଲକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଯୋଜନା ହୋଇଛି । ଚନ୍ଦ୍ରଶେଖରପୁର-ପଟିଆ ଅଞ୍ଚଳରେ ଏହି କ୍ୟାପିଟାଲ…
ଦୁବାଇ ଗସ୍ତରେ ମିଶନଶକ୍ତି ମହିଳା…
ଭୁବନେଶ୍ଵର: ଓଡ଼ିଶାର ପରିବର୍ତ୍ତନ ସ୍ବରର ଏକ ପ୍ରମୁଖ ଦିଗ ହେଲା ମହିଳା ସଶକ୍ତିକରଣ । ଓଡ଼ିଶାର ସାମାଜିକ ଓ ଆଞ୍ଚଳିକ ରୂପାନ୍ତରଣରେ ମହିଳାମାନଙ୍କ ଭୂମିକାକୁ ହୃଦୟଙ୍ଗମ କରି ଓଡ଼ିଶା ସରକାର ମହିଳା କେନ୍ଦ୍ରୀୟ ନୀତି ଓ କାର୍ଯ୍ୟକ୍ରମକୁ ଗୁରୁତ୍ବ…
ସି ଫୁଡ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ…
ଭୁବନେଶ୍ଵର: ସି ଫୁଡ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ । ପଟିଆ ସ୍ଥିତ ସାଇ ଆନନ୍ଦମ୍ କମ୍ପ୍ଲେକ୍ସରେ ଥିବା ଶ୍ରିରାଗମ୍ ଏକ୍ସପୋର୍ଟସ୍ ପ୍ରାଇଭେଟ ଲିମିଟେଡ୍ ନାଁରେ ଥିବା ସି ଫୁଡ୍ ଅଫିସରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ବାହିନୀ ପକ୍ଷରୁ ନିଆଁ ଆୟତ୍ତ ପାଇଁ…
ତେଲକୋଇ ରେଞ୍ଜରୁ ଆଜି ପୁଣି ଏକ ହାତୀର ମୃତଦେହ ଉଦ୍ଧାର…
କେନ୍ଦୁଝର: ରାଜ୍ୟରେ ଥମିବାର ନାଁ ନେଉନାହିଁ ହାତୀ ମୃତ୍ୟୁ ସଂଖ୍ୟା । ଦିନ କି ଦିନ ଯେଉଁଭଳି ଭାବରେ ହାତୀ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ଯଦି ଏହା ଉପରେ ସଠିକ ରୋକ ଲଗାନଯାଏ ତେବେ ବହୁତ ଶୀଘ୍ର ରାଜ୍ୟରେ ହାତୀ ଲୋପ ପାଇଯିବେ । ତେବେ ଏହାରୀ ଭିତରେ ଆଜି ପୁଣି ଏକ…
ଚାଷ ଜମିକୁ ହାତୀ ଘଉଡାଇବାକୁ ଯାଇ ଗୁରୁତର ହେଲେ ଯୁବକ…
ଗଞ୍ଜାମ : ଥମୁନି ହାତୀ ଆତଙ୍କ । ହାତୀ ମଣିଷ ଲଢେଇ ଭିତରେ କେତେବେଳେ ମଣିଷ ତାର ଜୀବନ ହାରୁଛି ତ ଆଉ କେତେବେଳ ହାତୀର ଜୀବନ ଯାଉଛି । ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଘଟଣା । ଜଗନ୍ନାଥପ୍ରସାଦ ରେଞ୍ଜ ପାଲପଡ଼ା ଵୋଡା ନଦୀ ନିକଟରେ…
ଦାରିଦ୍ରତାର ତାଡନା:ସ୍ୱାମୀ ବଂଚି ଥାଉଥାଉ ହରିଶ୍ଚନ୍ଦ୍ର ଯୋଜନା ବିଷୟରେ ବୁଝିବାକୁ ଯାଇଥିଲେ ଅସହାୟ ସ୍ତ୍ରୀ…
ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲେ ମହିଳା କାଉାନଶିଲର...
ନଭେମ୍ବର ୨୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି
ଭୁବନେଶ୍ୱର,୧୮।୧୧: ନଭେମ୍ବର ୨୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଷ୍ଟ୍ରପତି ରାଇରଙ୍ଗପୁରର ବାଦାମପାହାଡ଼ ଠାରେ ଟାଟା- ବାଦାମପାହାଡ ଟ୍ରେନର…
ରାୟଗଡ଼ାର ଦୁର୍ଗମ ଅଞ୍ଚଳରେ ଔଷଧ ପହଞ୍ଚାଇଲା ଡ୍ରୋନ, ଦୂର ହେବ ଲୋକଙ୍କ ଦୁଃଖ
ରାୟଗଡ଼ା : ଦୁର୍ଗମ ଅଞ୍ଚଳରେ ଡ୍ରୋନରେ ପହଞ୍ଚିବ ଔଷଧ। କନ୍ଧମାଳ ପରେ ଦ୍ୱିତୀୟ ଜିଲ୍ଲା ଭାବେ ରାୟଗଡାରେ ପରୀକ୍ଷାମୂଳକ ଭାବେ ଏହି ଯୋଜନାର ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ USAID ଏବଂ ରେଡୱିଙ୍ଗ ସଂସ୍ଥାର ସହଯୋଗରେ ଏହି ସେବା ଆରମ୍ଭ…
ସମ୍ବଲପୁର ବ୍ୟତୀତ ଅନ୍ୟ ୧୦ ଜିଲ୍ଲାରେ ପ୍ରଭାବ ପରିଲକ୍ଷିତ
ବଲାଙ୍ଗୀର: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ବ୍ୟତୀତ ପଶ୍ଚିମ ଓଡ଼ିଶାର ଅନ୍ୟ ସବୁ ଜିଲ୍ଲାରେ ଏହାର ପ୍ରଭାବ ପରିଲକ୍ଷିତ…
‘ପୂର୍ବୋଦୟ କଳ୍ପନା’ରେ କେନ୍ଦ୍ର ସରକାର ଓଡ଼ିଶାରେ ନୂଆ ଡାକ କାର୍ଯ୍ୟାଳୟ ଖୋଲିବାର ଦାୟିତ୍ୱ ନେଇଛନ୍ତି: ଧର୍ମେନ୍ଦ୍ର
ପିପିଲି: ଡାକ ଘର ଆପଣଙ୍କ ସେବା ଘର। ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ଦୁର୍ଗାଦାସପୁର ଗ୍ରାମକୁ ଦେଶ ଦୁନିଆ ସହ ଯୋଡାଯିବାର ଏକ ନୂଆ ଝରକାଟିଏ ତିଆରି ହେଲା ବୋଲି ଶନିବାର ପିପିଲିର ଦୁର୍ଗାଦାସପୁରରେ ‘ନୂଆ ଡାକ ଶାଖା କାର୍ଯ୍ୟାଳୟ’ର ଉଦଘାଟନ କରିବା ଅବସରରେ କହିଛନ୍ତି…