Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଛତ୍ରପୁର ଆରଟିଓ ଅଫିସ କ୍ୟାମ୍ପସରୁ ୪ ଦଲାଲ ଗିରଫ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଆଞ୍ଚଳିକ ପରିବହନ କାର୍ଯ୍ୟଳୟରୁ ୪ ଜଣ ଦଲାଲଙ୍କୁ ବାନ୍ଧିଲା ପୁଲିସ୍। ସେମାନଙ୍କଠାରୁ ଡିଏଲ୍, ଆର୍ସି ବୁକ୍ ପ୍ରମୁଖ ଜବତ କରିଛି। ଏପରି ଅଭିଯୋଗ ଗଞ୍ଜାମ ଜିଲ୍ଲା ଛତ୍ରପୁର ଆଦର୍ଶ ଥାନା ଅଞ୍ଚଳରୁ ଆସିଛି।
ଛତ୍ରପୁର…
ଝାରସୁଗୁଡାରୁ ସିଧାସଳଖ ବେଙ୍ଗାଲୁର ଉଡିଲା ଇଣ୍ଡିଗୋ
ଝାରସୁଗୁଡା:ଝାରସୁଗୁଡାର ସିଧା ବେଙ୍ଗାଲୁର ଉଡିଲା ବିମାନ । ଆଜିଠୁ ଇଣ୍ଡିଗୋ ବିମାନ ଝାରସୁଗୁହା ବିମାନବନ୍ଦରରୁ ବେଙ୍ଗାଲୁର ଅଭିମୁଖେ ସିଧାସଳଖ ଯାତ୍ରା କରିଛି । ଏୟାର ଲାଇନ ୱେବସାଇଟ ତଥ୍ୟ ଅନୁସାରେ, ୨ଘଣ୍ଟା ୫ ମିନିଟ ସମୟରେ ଝାରସୁଗୁଡାରୁ…
ଭୁବନେଶ୍ୱରରେ ଖୋଲିବ ଫିଫା ଏକାଡେମୀ
ଭୁବନେଶ୍ୱର : ଆସନ୍ତା ୨୧ ତାରିଖରେ ଭୁବନେଶ୍ବରରେ ଉଦଘାଟିତ ହେବ ଦେଶର ପ୍ରଥମ ବିଶ୍ବସ୍ତରୀୟ ଫୁଟବଲ୍ ଟ୍ୟାଲେଣ୍ଟ ଏକାଡେମୀ । ସର୍ବଭାରତୀୟ ଫୁଟବଲ ମହାସଂଘ ଓ ଫିଫା ଟ୍ୟାଲେଣ୍ଟ ଡେଭଲପମେଣ୍ଟ ସ୍କିମରେ ଏହାର ଲୋକାର୍ପଣ ହେବ । ଦେଶର ଫୁଟବଲ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଭାରତର…
ଓଡିଶାରେ ପିଏମ୍ ଶ୍ରୀ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
ଭୁବନେଶ୍ଵର: ପୁଣିଥରେ ଓଡିଶାରେ ପିଏମ୍ ଶ୍ରୀ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବରୁ ଦୁଇ ଦୁଇ ଥର ପତ୍ର ଲେଖିବା ପରେ ମଧ୍ୟ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ…
ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଯୁବତୀ ଗିରଫ…
ବଲାଙ୍ଗିର: ଟ୍ରେନରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଧରାପଡିଲେ ଦୁଇ ଯୁବତୀ। ଅବକାରୀ ବିଭାଗ ଦୁଇ ଯୁବତୀଙ୍କୁ ଗିରଫ କରିବା ସହିତ ଗଞ୍ଜେଇ ଜବତ କରିଛି। ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲାରୁ ଆସିଛି। ସୂଚନା ଅନୁସାରେ ବୁଧବାର ଅପରାହ୍ନରେ ଏହି ଦୁଇ ଯୁବତୀ…
ପୁଣି କୋଶଲ ରାଜ୍ୟ କଥା ଦୋହରାଇଲେ ନରସିଂହ ମିଶ୍ର: ଜବାବ ଦେଲେ ଭୂପିନ୍ଦର ସିଂ
ଭୁବନେଶ୍ବର: ପୁଣି କୋଶଲ ରାଜ୍ୟ କଥା ଦୋହରାଇଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ଅଲଗା ରାଜ୍ୟ ପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି ନରସିଂହ। ବଲାଙ୍ଗିର ଲୋଇସିଂହା ଷ୍ଟାଡିୟମରେ ଏକ ଫୁଟବଲ ମ୍ୟାଚର ଉଦଘାଟନ ଅବସରରେ ଏଭଳି କହିଛନ୍ତି କଂଗ୍ରେସ ବିଧାୟକ। ରାଜ୍ୟ…
କାର୍ ଧକ୍କାରେ ଦୁଇ ସାଇକେଲ ଆରୋହୀ ମୃତ…
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଝାରମୁଣ୍ଡା ନିକଟରେ କାର୍ ଧକ୍କାରେ ଦୁଇ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। କ୍ଷତିପୂରଣ ଦାବିରେ ରାଜ୍ୟ ରାଜପଥ ୧୦ରେ ଲୋକେ ରାସ୍ତାରୋକ କରିଛନ୍ତି। ଏହାଫଳରେ ସେଠାରେ ବହୁ…
ଲୋୟର ପିଏମଜିରେ ୫ ଦଫା ଦାବି ନେଇ ସଂକୀର୍ତ୍ତନ କଳାକାରଙ୍କ ଆନ୍ଦୋଳନ…
ଭୁବନେଶ୍ବର: ଭୁବନେଶ୍ବର ଲୋୟର ପିଏମଜିରେ ଆଧ୍ୟାତ୍ମିକ ପରିବେଶ । ନାମ ସଂକୀର୍ତ୍ତନରେ ଫାଟି ପଡୁଛି ପୂରା ପରିବେଶ । ରାଜ୍ୟର ବିଭିନ୍ନ ସ୍ଥାନରୁ ୧୫ ହଜାରରୁ ଅଧିକ ସଂକୀର୍ତ୍ତନ କଳାକାର ଏକଜୁଟ ହୋଇ ଧାରଣା ଦେଇଛନ୍ତି ।
୫ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି…
ଅବପାତରେ ପରିଣତ ହେଲା ଲଘୁଚାପ, ଆଜିଠୁ ବର୍ଷିବ…
ଭୁବନେଶ୍ୱର:ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର କ୍ରମେ ଘନୀଭୂତ ହେଉଛି । ଆଜି ଏହା ଅବପାତରେ ପରିଣତ ହେବ ।ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ଆଜି ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏ ନେଇ ଆଞ୍ଚଳିକ…
ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ…
ଭୁବନେଶ୍ୱର: ହଜାର ହଜାର ଅଙ୍ଗନବାଡି କର୍ମୀ ବୁଧବାର ଭୁବନେଶ୍ୱର ଠାରେ ନିଜର ଚାକିରି ନିୟମିତ କରିବା ଓ ସମାନ କାମ ପାଇଁ ସମାନ ଦରମା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଭାରତୀୟ ମଜଦୁର ସଙ୍ଘ, ଓଡିଶା ଅଧିନରେ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ, ସରକାର…