Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିହନ ସଂଗ୍ରହକାରୀ ଛାତ୍ରୀ ହର୍ଷିତାଙ୍କୁ ଡାକିଲା ଓଡ଼ିଶା ମିଲଟ ମିସନ…
ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ପ୍ରକାଶ ଇଂରାଜି ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ହର୍ଷିତା ପ୍ରିୟଦର୍ଶନୀ ମହାନ୍ତି ଗତ ସେପ୍ଟମ୍ବରରେ ନୂଆଦିଲ୍ଲୀରେ କୃଷକ ଅଧିକାର ଉପରେ ବିଶ୍ୱ ଆଲୋଚନାଚକ୍ରରେ ଭାଗ ନେଇ ବକ୍ତା ଭାବେ ଯୋଗ ଦେଇ ଜୈବବିବିଧତାର ସୁରକ୍ଷା କରିବାକୁ…
ମହାପ୍ରଭୁଙ୍କ ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ, ଅନୁମତି ଦେଲା ଏଏସ୍ଆଇ
ପୁରୀ: ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଲେଜର ସ୍କାନିଂ ହେବ। ଏନେଇ ଏଏସଆଇକୁ ଅନୁମତି ଦିଆଯାଇଛି। ପରିଚାଳନା ବୈଠକ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି।
ପରିଚାଳନା ବୈଠକ ପରେ…
ଗ୍ରାମ ବିକାଶ କ୍ଷେତ୍ରରେ ନବୀନ ଓଡ଼ିଶା ହେବ ସାରା ଭାରତବର୍ଷ ପାଇଁ ପଥ ପ୍ରଦର୍ଶକ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ।…
ଭୟଙ୍କର ହେଉଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ: ଶ୍ରୀଲଙ୍କା ଟିମ୍ର ଅଭ୍ୟାସ ବାତିଲ…
ନୂଆଦିଲ୍ଲୀ: ବାଂଲାଦେଶ ପରେ ଶ୍ରୀଲଙ୍କା ମଧ୍ୟ ବାୟୁ ପ୍ରଦୂଷଣ କାରଣରୁ ଶନିବାର ଜାତୀୟ ରାଜଧାନୀରେ ହେବାକୁ ଥିବା ପ୍ରଥମ ଅଭ୍ୟାସ ଅଧିବେଶନକୁ ବାତିଲ କରିବାକୁ ବାଧ୍ୟ ହୋଇଛି। ଏହା ପୂର୍ବରୁ ବୁଧବାର ନୂଆଦିଲ୍ଲୀରେ ପହଞ୍ଚିଥିବା ବାଂଲାଦେଶ ସହରରେ ପ୍ରଦୂଷଣ ସ୍ତର…
ତିନୋଟି ଥାନା ପୋଲିସ ର ମିଳିତ ଭାବେ ବାଲି ମାଫିଆ ମୁଦୁଲି ଘରେ ଚଢ଼ାଉ …
ବହୁ କାରନାମା ପୋଲିସ ହାତରେ ! ମାଫିଆ ମାନଙ୍କ କକୁଆ ଭୟ...
ମହେଶ୍ବର ମହାନ୍ତି ଅସୁସ୍ଥ, ଆଶୁ ଆରୋଗ୍ୟ କାମନା କରି ବିଜେଡି ପକ୍ଷରୁ ସିଂହଦ୍ଵାର ସମ୍ମୁଖରେ ଦୀପ ପ୍ରଜ୍ୱଳନ…
ପୁରୀ: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଗୁରୁତର ଭାବେ ଅସୁସ୍ଥ। ମହେଶ୍ବର ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ପୁରୀ ବିଜେଡି ତରଫରୁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଛି। ଗତ ୩୧ ତାରିଖରେ ସେ ଅସୁସ୍ଥ…
ଏସିଆନ ପାରା ଗେମ୍ସରେ ସଫଳତା ପାଇଁ ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର : ଚୀନ୍ର ହାଙ୍ଗଝୋଉରେ ସଦ୍ୟ ଶେଷ ହୋଇଥିବା ପାରା ଏସିଆନ୍ ଗେମ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପାରା ଆଥଲେଟ ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ଅର୍ଥ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ପାରା ସଟଲର ପ୍ରମୋଦ…
ହାଇୱା-ବାଇକ ମୁହାଁମୁହିଁ ଧକ୍କା, ୩ ମୃତ…
ଆନନ୍ଦପୁର : ଅସମ୍ପୂର୍ଣ ଜାତୀୟ ରାଜପଥ ସାଜିଛି କାଳ, ଚାଲିଯାଉଛି ନିରୀହ ଜୀବନ। ପଡିଶା ଘର ଝିଅକୁ ସ୍କୁଲ ହଷ୍ଟେଲରେ ଛାଡିବାକୁ ଯାଉଥିବା ସମୟରେ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଆନନ୍ଦପୁର, ୨୦ନଂ ଜାତୀୟ ରାଜପଥର ବାରିଗାଁ ପେଟ୍ରୋଲ ପମ୍ପ ଛକ ନିକଟରେ ବାଇକ୍…
କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ‘ଆମ ଓଡିଶା ନବୀନ ଓଡିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ଵକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି…
ଆସନ୍ତା ୨୦ରେ ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…
ଭୁବନେଶ୍ଵର: ଆସନ୍ତା ନଭେମ୍ବର ୨୦ ତାରିଖରେ ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦ୍ଵିତୀୟ ଥର ପାଇଁ ଜନ୍ମମାଟି ରାଇରଙ୍ଗପୁର ଗସ୍ତରେ ଆସିବେ ମହାମହିମ । ଏନେଇ ସୂଚନା ଦେଇଛନ୍ତି ବିଧାୟକ ନବଚରଣ ମାଝୀ ଓ ରାଜ୍ୟ ବିଜେପି ସମ୍ପାଦକ ନବୀନ କୁମାର ରାମ । ତେବେ…