Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭାରସାମ୍ୟ ହରାଇ ବିଲ ମଧ୍ୟକୁ ପଶିଲା ବସ୍ : ୧୪ ଆହତ…
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କୁଶାମାଲ ଗାଁରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ସରକାରୀ ବସ୍ ବିଲ ଭିତରକୁ ପଶିଯାଇଛି । ଫଳରେ ଏହି ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ…
ଶିଖର ଚଣ୍ଡୀ ବସ୍ତିରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର…
ଭୁବନେଶ୍ବର: ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ଶିଖର ଚଣ୍ଡୀ ବସ୍ତିରୁ ଉଦ୍ଧାର ହୋଇଛି ମୃତଦେହ । ଫ୍ୟାନରେ ଝୁଲି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ସନ୍ଦେହ । ମୃତକ ହେଲେ କଳା ରାହାଙ୍ଗର ପିଣ୍ଟୁ ଜେନା ଓ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ଶୁଭସ୍ମିତା ନାୟକ।…
ତାଳଚେର କଙ୍କିଳୀ ଗାଁ ପଞ୍ଚାୟତ ଗସ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…
ତାଳଚେର : ତାଳଚେର ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଳଚେର କଙ୍କିଳୀ ଗାଁରେ ୭୩ ତମ ଶାରଦୀୟ ଦୁର୍ଗାପୂଜା ମହୋତ୍ସବ ତିନି ଦିନ ଧରି ଆୟୋଜିତ ହୋଇଯାଇଛି । ଏଠାରେ ଦେବୀ ମାଆ ୩ ଦିନ ପୂଜା ପାଇଥାନ୍ତି । ପାଇକ ଭାଇ ମାନେ…
ଚୋରା ବାଲି ସମ୍ରାଟ ପଛରେ ଥିବା ଅଦୃଶ୍ୟ ଶକ୍ତିର ଅଧିକାରୀ କିଏ..? ଧିରେ ଧିରେ ଗୁମର ଖୋଲୁଛି ପୋଲିସ…
ପୋଲିସ କବ୍ଜା ରେ ମାଫିଆର ଦୁଇ ସହଯୋଗୀ...
ଦୁଇଟି ପାସେଞ୍ଜର ଟ୍ରେନ୍ ଧକ୍କା, ଉଦ୍ଧାର କାର୍ଯ୍ୟ ଜାରି, ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି…
ବିଜୟନଗର : ପୁଣି ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ଦୁଇଟି ପାସେଞ୍ଜର ଟ୍ରେନ୍ ଧକ୍କା । ପୂର୍ବତଟ ରେଳବାଇ ଅଧୀନ ୱାଲଟିଅର ଡିଭିଜନରେ ଏହି ଦୁର୍ଘଟଣା ହୋଇଛି। ବିଜୟନଗର ନିକଟ ଆଲମଣ୍ଡା- କଣ୍ଟକାପଲ୍ଲି ମଧ୍ୟରେ ଟ୍ରେନ୍ ଧକ୍କା ହୋଇଛି। ବିଶାଖପାଟଣା-ପଲାସ ପାସେଞ୍ଜରକୁ ପଛପଟୁ ପିଟିଥିଲା…
ପବିତ୍ର କୋରାନର ଅନୁବାଦକ ଅବଦୁଲ କାଦର ଖାଁ ଆଉ ନାହାନ୍ତି…
ଭୁବନେଶ୍ବର : ପବିତ୍ର ଧର୍ମଗ୍ରନ୍ଥ କୋରାନର ଅନ୍ୟତମ ଅନୁବାଦକ ଜନାବ ଅବଦୁଲ କାଦର ଖାଁ ଆଉ ନାହାନ୍ତି । ଗତ ଅକ୍ଟୋବର ୨୫ ତାରିଖ ରେ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲ ରେ ତାଙ୍କର ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । ପବିତ୍ର କୋରାନର ସମ୍ପୂର୍ଣ ଓଡ଼ିଆ ଭାଷାରେ ଅନୁବାଦ ଅବଦୁଲ!-->…
ବୃଦ୍ଧି ପାଉଛି ପିଆଜ ଦର, କଳାବଜାରୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ…
ଭୁବନେଶ୍ୱର: ସମଗ୍ର ଓଡିଶାରେ ପିଆଜ ମୂଲ୍ୟରେ ହଠାତ୍ ବୃଦ୍ଧି ଘଟିଥିବା ବେଳେ ହୋର୍ଡିଂ ଏବଂ କଳାବଜାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ରବିବାର ଚେତାବନୀ ଦେଇଛନ୍ତି। ପିଆଜ କଳାବାଜାରି ବ୍ୟବସାୟୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ…
ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଗିରଫ…
ଭୁବନେଶ୍ବର : ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଗିରଫ । ପ୍ରଦୀପ ପ୍ରଧାନଙ୍କୁ ଗିରଫ କଲା ଭୁବନେଶ୍ବର ମହିଳା ଥାନା ପୋଲିସ । ଏକ ମାମଲାରେ ପୁଲିସ ଥାନାକୁ ଡାକିଥିଲା। ତାପରେ ତାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିଲା। ପରେ ଗିରଫ କରିଛି। ତେବେ କେଉଁ ମାମଲାରେ…
ବିବାଦର ସମାଧାନ ପାଇଁ ମନୋଜ ମିଶ୍ରଙ୍କୁ ଅନୁରୋଧ କଲେ ଅରିନ୍ଦମ…
ଭୁବନେଶ୍ବର: ଓଲିଉଡ୍ ବିବାଦ ଭିତରେ ଅଭିନେତା ଅରିନ୍ଦମ ରାୟ ରବିବାର ଅପରାହ୍ଣରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଅଭିନେତା ମନୋଜ ମିଶ୍ରଙ୍କୁ ଅରିନ୍ଦମ ଆହ୍ୱାନ ଦେବା ସହିତ ସବୁ କଥା ଭୁଲିଯିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଆମେ ଦୁଇ ଭାଇ ଏକାଠି ହେଲେ…
ମୁଖା ପିନ୍ଧି ଆସି ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ
ବଲାଙ୍ଗୀର : ୭ରୁ ୮ ଜଣ ଯୁବକ ମୁଖା ପିନ୍ଧି ବାଇକ୍ରେ ଆସିଲେ। ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ହାଣି ପଳାଇ ଗଲେ। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ବଲାଙ୍ଗିର ଟାଉନ୍ ଥାନା ଅଞ୍ଚଳରେ ଘଟିଛି। ହେଲେ ଆକ୍ରମଣର କାରଣ ଜଣାପଡ଼ି ନାହିଁ। ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।
ଆଜି…