Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସ୍ବରୂପ ନାୟକ ଥିଲେ ଓଡ଼ିଆ ଚଳଚିତ୍ର ଜଗତର ଅସାଧାରଣ ପ୍ରତିଭା…
କଟକ: ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ଏଭଳି କୌଣସି କ୍ଷେତ୍ର ନାହିଁ, ଯେଉଁଥିରେ ସ୍ବରୂପ ନାୟକ ତାଙ୍କର ପ୍ରତିଭାର ସ୍ବାକ୍ଷର ଛାଡ଼ି ଯାଇ ନାହାନ୍ତି। ଗୀତ ରଚନାରୁ ସଂଗୀତ ନିର୍ଦ୍ଦେଶନା, ସଂଳାପ, ଅଭିନୟ ପ୍ରତ୍ୟେକ କ୍ଷେତ୍ରରେ ଧୂରନ୍ଧର ଥିଲେ ସ୍ବରୂପ। ଅନେକ ପାଇଁ ସେ ତାଙ୍କ…
ମହାପ୍ରଭୁଙ୍କୁ ଦର୍ଶନ କଲେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ
ପୁରୀ: ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ନୂଆ ଦାୟିତ୍ଵ ଗ୍ରହଣ ପରେ ଭି.କେ ପାଣ୍ଡିଆନ ଆଜି ଭୋର ସମୟରେ ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହି ସମୟରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର ଓ ପାର୍ଶ୍ବ…
ମନୋଜ ମିଶ୍ରଙ୍କ ବିବାଦକୁ ନେଇ ମୁହଁ ଖୋଲିଲେ ଶ୍ରୀତମ: ଆମେ ଆପୋଷ ସମାଧାନ କରିବୁ…
ଭୁବନେଶ୍ବର: ଅଭିନେତା ମନୋଜ ମିଶ୍ରଙ୍କ ବାସନ୍ଦକୁ ନେଇ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପ୍ରତିକ୍ରିୟା ଦେବା ପରେ ଏହାକୁ ନେଇ ନିଜର ମନୋଭାବକୁ ସ୍ପଷ୍ଟ କରିଛନ୍ତି ଅଭିନେତା ତଥା ସିନେ କଳାକାର ସଂଘର ସଂପାଦକ ଶ୍ରୀତମ ଦାସ।
ଶ୍ରୀତମ କହିଛନ୍ତି, ମନୋଜ ପଶ୍ଚିମ ଓଡ଼ିଶାରୁ…
ଅମୃତ କଳସ ଯାତ୍ରାରେ ଦଳମତ ନିର୍ବିଶେଷରେ ସବୁ ବର୍ଗର ଲୋକେ ସାମିଲ ହେବା ସୌଭାଗ୍ୟର କଥା: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ବର: ‘ମୋର ମାଟି ମୋର ଦେଶ’ କାର୍ଯ୍ୟକ୍ରମରେ ଅମୃତ କଳସ ଯାତ୍ରା ଏବଂ ସ୍ୱତନ୍ତ୍ର ଟ୍ରେନ ଯୋଗେ ଦିଲ୍ଲୀକୁ କଳସ ଯାତ୍ରା ଯାଇଛି। ଏହା ସୌଭାଗ୍ୟର କଥା ଯେ, ଓଡ଼ିଶା ବି ଦଳମତ ନିର୍ବିଶେଷରେ ସମାଜର ସବୁ ବର୍ଗର ଲୋକମାନେ ଏଥିରେ ସାମିଲ ହୋଇଛନ୍ତି ବୋଲି କେନ୍ଦ୍ର…
ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ୩୪ତମ ରାଷ୍ଟ୍ରୀୟ ଖେଳକୁଦ (ଯୋଗାସନ) ସମାରୋହ ଉଦଘାଟିତ
କଟକ: କଟକର ଗତିରାଉତପାଟଣା ସ୍ଥିତ ସରସ୍ବତୀ ବିଦ୍ୟା ମନ୍ଦିର (ଆବାସିକ) ପରିସରରେ ଶନିବାର ଦିନ ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ଆନୁକୂଲ୍ୟରେ ଆୟୋଜିତ ୩୪ତମ ରାଷ୍ଟ୍ରୀୟ ଖେଳକୁଦ (ଯୋଗାସନ) ସମାରୋହ-୨୦୨୩ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ସତ୍ରରେ…
ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ଜଳେଶ୍ଵର: ପାରିବାରିକ କଳହର କରୁଣ ପରିଣତି। ଘରୋଇ ଝଗଡାକୁ କେନ୍ଦ୍ର କରି ସୁବର୍ଣ୍ଣରେଖା ନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳାଙ୍କୁ ସ୍ଥାନୀୟ ଯୁବକ ଉଦ୍ଧାର କରିଥିବା ବେଳେ ତାଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି। ସେ ଏବେ ବାଲେଶ୍ଵର ଜିଲ୍ଲା…
ପଞ୍ଚଭୂତରେ ଲୀନ ହେଲେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ
କଟକ : ପଞ୍ଚଭୂତରେ ଲୀନ ହେଲେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ। କଟକ ସତୀଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାଯାଇଛି। ସ୍ୱରୂପଙ୍କୁ ତାଙ୍କ ବଡ଼ ଝିଅ ନିବୃତ୍ତି ନାୟକ ମୁଖାଗ୍ନି ଦେଇଛନ୍ତି। ତାଙ୍କର ଶେଷକୃତ୍ୟ ସଂପନ୍ନ ସମୟରେ ବହୁ ବିଶିଷ୍ଟ…
ଓଡ଼ିଶାର ସୌନ୍ଦର୍ଯ୍ୟ ପ୍ରଧାନ ଜିତିଲେ ସ୍ୱର୍ଣ୍ଣ ଓ ରୌପ୍ୟ
ନୂଆଦିଲ୍ଲୀ : ଚୀନର ହାଙ୍ଗଝୌରେ ଚାଲିଥିବା ଏସିଆନ ପାରା ଗେମ୍ସରେ ଓଡ଼ିଶାର ସୌନ୍ଦର୍ଯ୍ୟ ପ୍ରଧାନ ଚେସ୍ରେ ଦୁଇଟି ପଦକ ଜିତିଛନ୍ତି। ସେଥିରୁ ଗୋଟିଏ ସ୍ୱର୍ଣ୍ଣ ଓ ଅନ୍ୟଟି ରୌପ୍ୟ।
ବରଗଡ଼ର ଅତାବିରାର ଦୃଷ୍ଟି ବାଧିକ ସୌନ୍ଦର୍ଯ୍ୟ ପ୍ରଧାନ ବ୍ୟକ୍ତିଗତ ଭାବେ ରୌପ୍ୟ ପଦକ…
ସରକାରୀ କ୍ୱାର୍ଟର୍ସରୁ ରାଜସ୍ୱ ସହାୟିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କୋରାପୁଟ : ରାଜସ୍ୱ ସହାୟିକା ମୃତଦେହ ସରକାରୀ କ୍ୱାର୍ଟର୍ସରୁ ଉଦ୍ଧାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସ୍ଥିତ ସରକାରୀ କ୍ୱାର୍ଟର୍ସରେ। ମୃତ ରାଜସ୍ୱ ସହାୟିକା ଜଣଙ୍କ ହେଲେ ସନ୍ଧ୍ୟାରାଣୀ ନାୟକ। ସନ୍ଧ୍ୟାରାଣୀ ଦୁଇ ବର୍ଷ…
୧ରୁ ୩ ତାରିଖ ଯାଏ ପୁଣି ବର୍ଷା !
ଭୁବନେଶ୍ବର : ଆଗାମୀ ୪ ଦିନ ପାଗ ସାଧାରଣତଃ ଶୁଖିଲା ରହିବ। ତେବେ ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ୧ ରୁ ୩ ତାରିଖ ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାରେ…