Browsing Category

ଓଡିଶା

‘ରାମ’ ରିଲିଜକୁ ନେଇ ବଢୁଛି ବିବାଦ, ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ବ୍ୟାନ…

ଓଡ଼ିଆ ଚଳଚ୍ଚିତ୍ର ‘ରାମ’କୁ ସମ୍ବଲପୁରରେ ବିରୋଧ ଘଟଣା । ଅଭିନେତା ମନୋଜ ମିଶ୍ର ଦୁଇ ବର୍ଷ ପାଇଁ ବ୍ୟାନ । ମନୋଜକୁ କୌଣସି ପ୍ରଯୋଜକ ଅଭିନୟ ପାଇଁ ସୁଯୋଗ ନଦେବାକୁ ପ୍ରଡ୍ୟୁସର ଆସୋସିଏସନର ନିର୍ଦ୍ଦେଶ । ସମ୍ବଲପୁରରେ ରାମ ଚଳଚ୍ଚିତ୍ର ନ ଚଲେଇବା ପାଇଁ ମନୋଜ…

ଭସାଣି ପାଇଁ କମିଶନରେଟ ପୋଲିସ ଆଲର୍ଟ: ଦାୟିତ୍ୱରେ ଅଛନ୍ତି ୧୫୦ ଜଣ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଧରାପୃଷ୍ଠରୁ ଆଜି ମେଲାଣି ନେବେ ଦୁର୍ଗତି ନାଶିନୀ ମା’ ଦୁର୍ଗା । ମା’ଙ୍କୁ ମେଲାଣି ପାଇଁ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅପରାହ୍ନ ୩ଟାରେ ଆରମ୍ଭ ହେବ ଭବ୍ୟ ଭସାଣି ଯାତ୍ରା ।  ରାଜଧାନୀ ଭୁବନେଶ୍ୱରରେ ମାଆଙ୍କୁ ମେଲାଣି ପାଇଁ ପୋଲିସ

ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପୁଛି ମହାନଗର…

କଟକ: ମା ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା କଟକରେ ଆରମ୍ଭ ହୋଇଥିବାର ସୂଚନା ମିଳିଛି। ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଦୁର୍ଗା। କଟକ ସହର ଏବେ ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପୁଛି। ବିଭିନ୍ନ ମଣ୍ଡପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହୋଇଛି। ଗତକାଲି…

ମୋବାଇଲରେ ଆସୁଛି କି Emergency Alert ?

ଭୁବନେଶ୍ୱର: ସକାଳୁ ସକାଳୁ ମୋବାଇଲକୁ ଆସିଛି ଭାରତ ସରକାରଙ୍କ ମେସେଜ । ଏହା ପୁଣି ଏମର୍ଜେନ୍ସି ଆଲର୍ଟ । ହଠାତ ଏଭଳି ମେସେଜ ଉପଭୋକ୍ତାଙ୍କୁ ଚିନ୍ତାରେ ପକାଇଛି । କାହିଁକି ଏମିତି ମେସେଜ ଆସିଛି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ । ହଠାତ ସାଇରନ ଶବ୍ଦ ପରି ରିଂ ହେଉଛି…

ନର୍ମାନ ଇ ବୋର୍ଲାଗ ପୁରସ୍କାର ପାଇଲେ ଓଡ଼ିଆ ଝିଅ ସ୍ବାତୀ ନାୟକ

ନୂଆଦିଲ୍ଲୀ: କୃଷି ଓ କୃଷି କ୍ଷେତ୍ରର ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଫିଲିପାଇନସ୍ଥିତ ସିଜିଆଇଆର- ଆନ୍ତର୍ଜାତିକ ଧାନ ଗବେଷଣା ସଂସ୍ଥାନରେ କାର୍ଯ୍ୟରତ ଓଡ଼ିଶାର ଯୁବ ବୈଜ୍ଞାନିକ ଡ.ସ୍ବାତୀ ନାୟକଙ୍କୁ ଆଜି…

ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ: ଉପାସରେ ମହାପ୍ରଭୁ…

ଭୁବନେଶ୍ୱର: ଉପାସରେ ମହାପ୍ରଭୁ ଲିଙ୍ଗରାଜ । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ  ଅସନ୍ତାେଷ ଯୋଗୁ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ନା ହୋଇପାରିଛି ମଙ୍ଗଳଆଳତି ନା  ମହାଦେବଙ୍କ ନୀତି । ଜମିଜମା ବିବାଦକୁ ନେଇ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା  ନିଯୋଗ…

ମଝି ସମୁଦ୍ରରେ ଫସିଲା ‘ସମୁଦ୍ର କୌସ୍ତୁଭ’ ଜାହାଜ…

ପାରାଦୀପ : ସମୁଦ୍ର ମଝିରେ ଫସିଲା ଜାହାଜ। ଗତକାଲି ଜିଓ ଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ‘ସମୁଦ୍ର କୌସ୍ତୁଭ’ ମଝି ସମୁଦ୍ରରେ ଫସିଛି । ଇଞ୍ଜିନ୍ ତ୍ରୁଟି ଯୋଗୁ ଜାହାଜଟି ସମୁଦ୍ରରେ ଫସି ରହିଛି । ବଙ୍ଗୋପସାଗରରେ ବାତ୍ୟା ସତ୍ତ୍ବେ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ଧାର…

ସଡକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ…

ନୂଆପଡା:ଲୁହରେ ଭିଜିଲା ଦଶହରା ଖୁସି । ଦଶହରା ବୁଲି ଯାଇଥିଲେ । ହେଲେ ଘରକୁ ଫେରିଲେନି । ଫେରିଲା ମୃତଦେହ । ଭୟଙ୍କର ସଡକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଦୁଇଟି ବାଇକ ମୁହାଁମୁହିଁ ଧକ୍କାରେ ଚାଲି ଯାଇଛି ୪ ଜୀବନ । ଦୁର୍ଘଟଣା ଘଟିଛି ନୂଆପଡା ଜିଲ୍ଲା ବୋଡେନ ଥାନା ରାଜପୁର…

ପାଣ୍ଡିଆନ ଯଦି ରାଜନୀତିକୁ ଆସିଲେ ହିଞ୍ଜିଳି ଭଳି ସମଦଶା ଭୋଗିବେ ନେତା..!

ବିଧାୟକ ହେବା ଆଶା ମଉଳି ଯିବ କ୍ରୀତ ଦାସ ହୋଇ ରହିବେ ନେତା ଦଳରେ…!! ଭୁବନେଶ୍ୱର:ଦୀର୍ଘ ଦିନ ହେଲା ଦଳରେ ଜଣେ ଜଣେ ସକ୍ରିୟ ନେତା ଭାବେ ରହି ବଡ଼ ପଦବୀ ବା ବିଧାୟକ ହେବାକୁ ସମସ୍ତେ ଇଚ୍ଛା ପ୍ରକାଶ କରନ୍ତି। ଯେଉଁ ଠାରେ ଜଣେ ପ୍ରଭାବ ଶାଳୀ ବ୍ୟକ୍ତି କିମ୍ବା ଦଳର ମୁଖିଆ ନିର୍ବାଚିତ