Browsing Category

ଓଡିଶା

୫ ମିନିଟରେ ପୂଜା ମଣ୍ଡପରୁ ନେଇଗଲେ ୪ଟି ସୁନା ଚେନ…

ଭୁବନେଶ୍ବର: ପୂଜାମଣ୍ଡପରେ ମାତିଲେ ଲୁଟେରା। ଭୁବନେଶ୍ବର ବମିଖାଲ ପୂଜାମଣ୍ଡପରେ ଚେନ ଲୁଟେରାଙ୍କ ଆତଙ୍କ। ୫ ମିନିଟରେ ପୂଜା ମଣ୍ଡପରୁ ନେଇଗଲେ ୪ଟି ସୁନା ଚେନ । ସକାଳ ସାଢେ ୧୦ଟାରୁ ୧୦ଟା ୪୫ ମିନିଟ ଧ୍ୟରେ ଦୁର୍ଗା ମଣ୍ଡପରୁ ଝାମ୍ପିନେଲେ ସୁନା ଚେନ। ଅଷ୍ଟମୀ ରେ…

ଅବପାତର ରୂପ ନେଲା ଲଘୁଚାପ; ୨୭ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ…

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି । ବର୍ତ୍ତମାନ ପାରଦୀପଠାରୁ ଦକ୍ଷିଣରେ ୬୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି । ମଧ୍ୟାହ୍ନଠାରୁ ଗତିପଥ ପରିବର୍ତ୍ତନ କରି…

ଋଣ ଦେବେ କହି ଲୁଟିନେଲେ ଲକ୍ଷାଧିକ ଟଙ୍କା…

ବୌଦ୍ଧ : ବଢ଼ିଚାଲିଛି ଠକଙ୍କ ଉତ୍ପାତ । କୌଣସି ନା କୌଣସି ବାହାନା କରି ଠକମାନେ ଅନେକ ଲୋକଙ୍କୁ ଠକୁଥିବା ଅଭିଯୋଗ ଆସେ । ତେବେ ମହିଳାମାନେ ସ୍ୱାବଲମ୍ବୀ ହେବା ପାଇଁ ଅନେକ ଚେଷ୍ଟା କରୁଛନ୍ତି । କିନ୍ତୁ ବେଳେବେଳେ ଅନେକ ମହିଳା ଠକମାନଙ୍କ ଶିକାର ହୁଅନ୍ତି । ଆଉ ରୋଜଗାର କରିବେ କଣ ଓଲଟା…

ଶକ୍ତିପୀଠରେ ଆଜି ମହାନବମୀ, ମଣ୍ଡପରେ ମହାଷ୍ଟମୀ ପୂଜା…

ଭୁବନେଶ୍ବର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଶକ୍ତିପୀଠରେ ଆଜି ମହାନବମୀ ପୁଜା ଚାଲିଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହାଷ୍ଟମୀ ପୂଜା । ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ମହାଷ୍ଟମୀ ପୂଜା…

ସୁରକ୍ଷାବାହିନୀ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର କାଙ୍କେର ଜିଲ୍ଲା ଗୋମେ ଗାଁର ସୀମାନ୍ତ ଜଙ୍ଗଲରେ ଡିଆରଜି ଏବଂ ମାଓବାଦୀଙ୍କ ମଧ୍ୟରେ ଶନିବାର ଦିନ ଏନକାଉଣ୍ଟର ହୋଇଥିଲା ଯେଉଁଥିରେ ଡିଆରଜି ଯବାନମାନଙ୍କ ଗୁଳିରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିଲେ l ଘଟଣାସ୍ଥଳରୁ ଦୁଇ ଜଣ

ଭୁଲ୍ କଲା ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଟି, ଭୋଗିବେ ପରୀକ୍ଷାର୍ଥୀ…

ଭୁବନେଶ୍ବର : ଭୁଲ୍ କଲା ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଟି (OSSC), ଭୋଗିବେ ପରୀକ୍ଷାର୍ଥୀ। ହାଇସ୍କୁଲର ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବଡ଼ଧରଣର ତ୍ରୁଟି ସାମ୍ନାକୁ ଆସିଛି। ଫଳରେ ପୁଣି ଥରେ ଏହି ପରୀକ୍ଷା ହେବ ବୋଲି ଜଣାଯାଇଛି। ସିଲାବସ୍ ବାହାରୁ ପ୍ରଶ୍ନ…

ଲୋକଙ୍କ ସମସ୍ୟା ନୁହେଁ, ମଉଜମସ୍ତି ଓ ମାଇଣ୍ଡଫ୍ରେସ୍ ପାଇଁ ବ୍ୟଗ୍ର ବିଜେଡି ନେତା-ମନ୍ତ୍ରୀ: ବିଜେପି

ଭୁବନେଶ୍ବର : ଜ୍ୟରେ ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ବିଜେଡିର ନେତା-ମନ୍ତ୍ରୀ ଆଖିବୁଜି ଦେଇଛନ୍ତି । ମଉଜମସ୍ତିରେ ମଦମସ୍ତ ଓ ମାଇଣ୍ଡଫ୍ରେସରେ ବ୍ୟଗ୍ର ଅଛନ୍ତି ବିଜେଡିର ସାଂସଦ,ବିଧାୟକ ଓ ମନ୍ତ୍ରୀ । ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ସଂକ୍ରମଣର କୋକୁଆ ଭୟ ସୃଷ୍ଟି ହୋଇଛି ।…

ପଶ୍ଚିମବଙ୍ଗ ଆଡ଼କୁ ଯିବ ଅବପାତ, ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା…

ଭୁବନେଶ୍ବର : ଦକ୍ଷିଣ-ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆହୁରି ଘନୀଭୂତ ହୋଇ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆଗାମୀ ୨୨ ତାରିଖ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ…

ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା କେବଳ ନିର୍ବାଚନୀ ପ୍ରଚାର ସର୍ବସ୍ବ: କଂଗ୍ରେସ

ଭୁବନେଶ୍ବର: ଆସନ୍ତା କିଛି ଦିନ ମଧ୍ୟରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଆସନ୍ତାବର୍ଷର ସାଧାରଣ ନିର୍ବାଚନ। ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଶୁଭାରମ୍ଭ କରିଛନ୍ତି। ଏହା…

ଜାତୀୟ କ୍ରୀଡ଼ା ବିଜେତାଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ରାଜ୍ୟ ସରକାର…

ଭୁବନେଶ୍ବର : ଅକ୍ଟୋବର ୨୬ ତାରିଖରୁ ଗୋଆରେ ଆରମ୍ଭ ହେବ ୩୭ତମ ଜାତୀୟ କ୍ରୀଡ଼ା। ଏଥିରେ ଓଡ଼ିଶାରୁ ୩୦୦ରୁ ଅଧିକ ଆଥ୍‌ଲେଟ୍ ଭାଗ ନେବେ। ସେମାନଙ୍କ ମଧ୍ୟରେ ୧୮୦ ଜଣ ମହିଳା ଅଛନ୍ତି। ଜାତୀୟ କ୍ରୀଡ଼ା ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଛନ୍ତି। ଯେଉଁ…