Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଚାହୁଁଛି, କିନ୍ତୁ ଚେୟାର ମୋତେ ଛାଡୁନାହିଁ: ଅଶୋକ ଗେହଲଟ…
ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିବୃତି। ମୁଖ୍ୟମନ୍ତ୍ରୀ ପଦବୀ ସମ୍ପର୍କରେ ସେ ଏପରି ଏକ ବିବୃତି ଦେଇଛନ୍ତି, ଯାହାକୁ ନେଇ କଂଗ୍ରେସର ଆଭ୍ୟନ୍ତରୀଣ ମତଭେଦ ପୁଣି ଥରେ ଆରମ୍ଭ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଗେହଲଟ୍…
ଗାଜାରେ ଫସିଥିବା ୪ ଭାରତୀୟଙ୍କୁ ଆଣିବା କଷ୍ଟକର : ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ
ନୂଆଦିଲ୍ଲୀ : ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଗାଜାରେ ୪ ଜଣ ଭାରତୀୟ ଅଛନ୍ତି ଏବଂ ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ସହଜ ନୁହେଁ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯେ ପରିସ୍ଥିତି ଅନୁକୂଳ…
କ୍ୟାପିଟାଲ ହସ୍ପିଟାଲ ଲ୍ୟାବରୁ ୬୦ ଲକ୍ଷ ଟଙ୍କାର ଟେକ୍ନିକାଲ ସାମଗ୍ରୀ ଚୋରି…
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ଲ୍ୟାବରୁ ଟେକ୍ନିକାଲ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ଆସିଛି। ପାଖାପାଖି ୬୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା କୁହାଯାଉଛି। ଚୋରି ବେଳେ ସିଟିଟିଭିରେ କଏଦ ହୋଇଛି ଦୃଶ୍ୟ। ଏଠାରେ ସୁଇପର ଏବଂ ସିକ୍ୟୁରିଟି ଗାର୍ଡଙ୍କ ଜରିଆରେ ଚୋରି…
ଓପିଟିସିଏଲ ଟେକ୍ ଟାୱାରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରସ୍ଥିତ ସହିଦ ନଗରରେ ଓପିଟିସିଏଲ୍ ଟେକ୍ ଟାୱାର (ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିଃ) ଲୋକାର୍ପଣ କରିଛନ୍ତି। ୫୫ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ଟେକ ଟାୱାର। ବହୁ ମହଲା ବିଶିଷ୍ଟ…
ଓଡ଼ିଆ ଝିଅ ସଂଧ୍ୟା ଦଳେଇ ହେଲେ ମିସେସ୍ ଏସିଆ ୱାର୍ଲଡ-୨୦୨୩…
ରାୟଗଡ଼ା: ରାୟଗଡାର ଝିଅ ଡ.ସଂଧ୍ୟା ଦଳେଇ ଥାଇଲାଣ୍ଡର ବ୍ୟାଙ୍ଗକକ୍ରେ ଅନୁଷ୍ଠିତ ମିସେସ ଏସିଆ ୱାର୍ଲଡ-୨୦୨୩ ପ୍ରତିଯୋଗିତାରେ ବିଜୟିନୀ ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ ମୁମ୍ବାଇ ଗ୍ଲୋବାଲ ଇଣ୍ଟରନେସନାଲ ବ୍ୟୁଟି ପେଜିଏଣ୍ଟ ତରଫରୁ ଆୟୋଜନ କରାଯାଇଥିଲା। ଡ.ସଂଧ୍ୟା ଦିଲ୍ଲୀରେ ଅନୁଷ୍ଠିତ…
ଅକ୍ଟୋବର ୨୦ରେ ବସ୍ ଧର୍ମଘଟ ଡାକରା ଦେଲା ଘରୋଇ ମାଲିକ ସଂଘ
ଭୁବନେଶ୍ବର: ଶାରଦୀୟ ନବରାତ୍ରି ଆରମ୍ଭ ହୋଇଯାଇଥିବା ବେଳେ ଆଗାମୀ ୨୦ ତାରିଖ ଠାରୁ ୨୯ ଯାଏଁ ବିଦ୍ୟାଳୟଗୁଡ଼ିକ ଛୁଟି ହେବ। ଅନ୍ୟାନ୍ୟ ସରକାରୀ ଓ ଘରୋଇ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ପୂଜା ସମୟରେ ଅବକାଶ ରହିବ।…
କବାଲି କାର୍ଯ୍ୟକ୍ରମରେ ଟଙ୍କା ଉଡ଼ାଇ ଚର୍ଚ୍ଚାରେ ମନ୍ତ୍ରୀ ସାରଦା ନାଏକ…
ସୁନ୍ଦରଗଡ: ଏବେ ଚର୍ଚ୍ଚାରେ ବିଜେଡି ମନ୍ତ୍ରୀ । କବାଲି କାର୍ଯ୍ୟକ୍ରମରେ ଟଙ୍କା ଉଡାଇ ଚାରିଆଡେ ସମାଲୋଚିତ ହୋଇଛନ୍ତି ଶ୍ରମମନ୍ତ୍ରୀ ସାରଦା ନାଏକ । କବାଲି ପରିବେଷଣ କରୁଥିଲେ କବାଲି ଗାୟକ ରାଇସ ଅନିସ । କବାଲିର ତାଳେ ତାଳେ ଝୁମୁଥିଳେ ମନ୍ତ୍ରୀ । ଆଉ ତା’ ପରେ ଉଡାଇବାକୁ ଲାଗିଲେ…
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ…
ବାସୁଦେବପୁର: ଅଟକାଇଲେ, ହାଣି ଫେରାର ହୋଇଗଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସର୍ତରପୁର ସୁଇସଗେଟ ନିକଟରେ ଯୁବକଙ୍କୁ ଆକ୍ରମଣ ହୋଇଛି। ଆକ୍ରମଣର ଶୀକାର ଯୁବକ ରତିକାନ୍ତ ଦଳାଇ।
ଗତକାଲି ରାତିରେ…
କୋଟିପତି ଜେଇଙ୍କ ମାଳ ମାଳ ଘର ଓ ଫ୍ଲାଟ
ଅନୁଗୁଳ: କୋଟିପତି ଜେଇଙ୍କ ମାଳ ମାଳ ଘର ଓ ଫ୍ଲାଟ। ଅନୁଗୁଳ ଜିଲ୍ଲା ପାଲଲହଡା ବିଇଓ ଅଫିସ ଟେକ୍ନିକାଲ କନସଲଟାଣ୍ଟଙ୍କ ଘରେ ରେଡ୍ । ସମଗ୍ର ଶିକ୍ଷା ଅଭିଯାନରେ ପାଲଲହଡ଼ା ବିଇଓଙ୍କ କାର୍ଯ୍ୟାଳୟରେ ଟେକ୍ନିକାଲ…
ରାଜଧାନୀରେ ଆନ୍ଦୋଳନକୁ ଓହ୍ଲାଇବେ କଞ୍ଚା ପରିବା ବ୍ୟବସାୟୀ ମହାସଂଘ…
ଭୁବନେଶ୍ୱର: ରାଜଧାନୀରେ କଞ୍ଚା ପରିବା ବ୍ୟବସାୟୀ ମହାଜନ ସଂଘର ଆନ୍ଦୋଳନ । ୭ ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ନିକଟରେ ଦାବି। ଦାବି ପୂରଣ ନହେଲେ ଆସନ୍ତା ୨୦ ତାରିଖରୁ ରାଜଧାନୀର ସବୁଠୁ ବଡ଼ ପରିବା ମାର୍କେଟ ୟୁନିଟ୍ -୧ ହାଟ ବ୍ୟବସାୟୀ ମହାସଂଘ ଆନ୍ଦୋଳନକୁ…