Browsing Category

ଓଡିଶା

ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ପୁତ୍ର ଜୀବନ୍ତ ଦଗ୍ଧ…

ପଟ୍ଟାମୁଣ୍ଡାଇ : ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ। ସେହି ନିଆଁରେ ପୋଡ଼ିହୋଇ ଜୀବନ୍ତ ଜଳିଗଲା ୫ ବର୍ଷର ଶିଶୁ। ଆଉ ଦୁଇ ଜଣ ବରଯାତ୍ରୀ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା…

ଗୋଟିଏ ଦସ୍ତଖତରେ ଲଟକିଛି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗ: ସାଂସଦ

ଜୟପୁର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଟିଏ ଦସ୍ତଖତରେ ଲଟକି ରହିଛି ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ। ତେବେ କେଉଁ କାରଣ ପାଇଁ ଜୟପୁରରେ ଏହି ବିଦ୍ୟାଳୟ ଖୋଲିବାକୁ କେନ୍ଦ୍ର ସରକାର ଚାହୁଁ ନାହାନ୍ତି ଏହି ପ୍ରଶ୍ନ ଜୟପୁର ସହରବାସୀଙ୍କ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ଉତ୍ତର-ପୂର୍ବ ଐଶାନ୍ୟ କୋଣରେ ହେବ ଯଜ୍ଞସ୍ଥଳ

ପୁରୀ : ଶ୍ରୀମନ୍ଦିର ଉତ୍ତର-ପୂର୍ବ ଐଶାନ୍ୟ କୋଣରେ ହେବ ୪୦ ଫୁଟିଆ ଯଜ୍ଞସ୍ଥଳ। ଏହାଛଡ଼ା ବଡ଼ ଆଖଡା ମଠର ଉତ୍ତର ପଛପଟେ ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଟ ଅତିଥିଙ୍କ ବସିବା ପାଇଁ ସେଡ୍‌ ବ୍ୟବସ୍ଥା ହେବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଆଜି ବସିଥିବା…

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଜନଶତାବ୍ଦୀ ଏକ୍ସପ୍ରେସ୍…

କଟକ: ଆଜି ସକାଳେ କଟକ ରେଳ ଷ୍ଟେସନରେ ଜନଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଓ ଧୂଆଁ ଦେଖିବାକୁ ମିଳିଥିଲା। ଭୁବନେଶ୍ୱରରୁ ହାୱଡ଼ା ଯାଉଥିବା ଜନଶତାବ୍ଦୀ ଟ୍ରେନରେ ହଠାତ୍ ପ୍ରବଳ ଧୂଆଁ ବାହାରିଥିଲା। କଟକ ଷ୍ଟେସନରେ ଛିଡ଼ା ହୋଇଥିବାବେଳେ ଟ୍ରେନ୍ ବଗ ତଳୁ ଧୂଆଁ…

କୁଆଖିଆ ଓ ପିପିଲିରେ ସଡ଼କ ଦୁର୍ଘଟଣା: ଚାଲିଗଲା ଦୁଇଜଣଙ୍କ ଜୀବନ…

ଯାଜପୁର/ପୁରୀ : ଆଜି ସକାଳେ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ପ୍ରାଣହାନି ଘଟିଛି। ସୂଚନା ଅନୁଯାୟୀ, ୧୬ ନଂ ଜାତୀୟ ରାଜପଥର କୁଆଖିଆଠାରେ ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ଲଷ୍ମୀନାରାୟଣପୁର…

ବିଶୁଦ୍ଧ ହେବ ଦୟା ନଦୀର ଜଳ ! ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳଯୁକ୍ତ ବିଶୋଧନ ପ୍ଲାଣ୍ଟ ନିର୍ମାଣ ପାଇଁ…

ଭୁବନେଶ୍ବର: ଦୟା ନଦୀର ଜଳ ବିଶୁଦ୍ଧ ହେବ। ଏଥି ପାଇଁ ରାଜ୍ୟ ସରକାର ପ୍ରାରମ୍ଭିକ ପଦକ୍ଷେପ ନେଇଛନ୍ତି। ଦୟା ଓ ଗଙ୍ଗୁଆ ନାଳର ସଂଯୋଗ ସ୍ଥଳରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳଯୁକ୍ତ ବିଶୋଧନ ପ୍ଲାଣ୍ଟ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଦୟା ନଦୀ ପାଣିକୁ…

ନକଲି ସିମ୍ କାର୍ଡ ଓ ଜାଲ୍ ବ୍ୟାଙ୍କ ଆାକାଉଣ୍ଟ ମାଧ୍ୟମରେ ଠକେଇ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ…

ଭୁବନେଶ୍ୱର : ନକଲି ସିମ୍ କାର୍ଡ ଓ ଜାଲ୍ ବ୍ୟାଙ୍କ ଆାକାଉଣ୍ଟ ମାଧ୍ୟମରେ ଠକେଇ ମାମଲାରେ ଅନ୍ତଃରାଜ୍ୟ ସାଇବର କ୍ରାଇମ ଗ୍ୟାଙ୍ଗର ଆଉଜଣେ ସଦସ୍ୟକୁ ସ୍ପେଶାଲ ଟାକ୍ସ ଫୋର୍ସ (ଏସଟିଏଫ୍‌) ଗିରଫ କରିଛି। ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଗୁଧିଆର ସମିମ ଇସଲାମକୁ ଗିରଫ…

ଫୁଲବାଣୀରେ ୬୧ ତମ ହୋମଗାର୍ଡ ଦିବସ ପାଳିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ହୋମଗାର୍ଡ କର୍ମକର୍ତ୍ତା ଙ୍କୁ ନେଇ ୬୧,ତମ ହୋମଗାର୍ଡ ଦିବସ ବହୁ ଆଡମ୍ବରରେ ପାଳିତ ହେଇଯାଇଛି l ଏହି ଅବସରରେ ଜିଲ୍ଲାର ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ନେଇ କନ୍ଧମାଳ ଜିଲ୍ଲା ହୋମଗାର୍ଡ କମାଣ୍ଡେଣ୍ଟ ସୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶରେ ଜେନେରାଲ…

ବାତ୍ୟା ‘ମିଗଜୋମ’ କ୍ଷୟକ୍ଷତିର ଆକଳନ ପାଇଁ SRCଙ୍କ ନିର୍ଦ୍ଦେଶ…

ଭୁବନେଶ୍ୱର: ବାତ୍ୟା ‘ମିଗଜୋମ’ ଦ୍ଵାରା ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦେଲେ ସ୍ଵତନ୍ତ୍ର ରିଲିଫ୍ କମିସନର। ଓଡ଼ିଶାର ସବୁ ଜିଲ୍ଲାପାଳ, କୃଷି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମୁକାବିଲା ବିଭାଗଙ୍କୁ ଚିଠି ଲେଖି ଅନୁଧ୍ୟାନ ପାଇଁ କୁହାଯାଇଛି। ଡିସେମ୍ବର…

କୁଜଙ୍ଗ କୋର୍ଟରେ ଦାଖଲ ହେଲା ୨୨୦ କୋଟିର କୋକେନ…

ପାରାଦୀପ : ପାରାଦୀପରେ ଏମଭି ଦେବୀ ଜାହାଜରୁ ଜବତ ୨୨୦ କୋଟି ଟଙ୍କାର କୋକେନ ମିଳିବା ଘଟଣା। ଆଜି କୁଜଙ୍ଗ ଏନଡିପିଏସ କୋର୍ଟରେ ୨୨୦ କୋଟି ଟଙ୍କାର କୋକେନ ଦାଖଲ କଲା କଷ୍ଟମ ବିଭାଗ। ୨ଟି ପ୍ୟାକେଟର ସାମ୍ପଲ କଷ୍ଟମ ବିଭାଗକୁ ମିଳିଥିଲା। ସାମ୍ପଲ ଯାଞ୍ଚ ପାଇଁ ଏହା ଫୋରେନସିକ ଲ୍ୟାବକୁ ଯିବ…