Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଝାଡାବାନ୍ତିରେ ୨୪ଛାତ୍ରୀ ଅସୁସ୍ଥ…
କେନ୍ଦୁଝର : ଝାଡାବାନ୍ତିରେ ୨୪ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଡିଡି କଲେଜ ନିକଟସ୍ଥ ଅନ୍ୱେଷା ସରକାରୀ ଛାତ୍ରୀ ନିବାସରେ।
ଗତକାଲି ଛାତ୍ରୀ ମାନେ ସକାଳେ ହଷ୍ଟେଲରେ ଭାତ ଓ ଡାଲମା ଖାଇ ସ୍କୁଲକୁ…
ନଦୀକୁ ଖସିପଡ଼ିଲା ମହାପ୍ରୟାଣ ଗାଡ଼ି…
କନ୍ଧମାଳ : ଭାରାସାମ୍ୟ ହରାଇ ନଦୀକୁ ଖସିପଡ଼ିଲା ମହାପ୍ରୟାଣ ଗାଡ଼ି। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ଡ୍ରାଇଭର। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ତେଲିମୁଣ୍ଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଡ୍ରାଇଭରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା…
ବାର୍ହା ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ ତାର, ନିଜେ ପଡ଼ିଗଲେ ବନ ଜଗୁଆଳି…
ଦଶପଲ୍ଲା : ବାର୍ହା ଶିକାର ପାଇଁ ବିଦ୍ୟୁତ ତାର ବିଛେଇ ଥିଲେ। ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବନ ଜଗୁଆଳିଙ୍କ ମୃତ୍ୟୁ ଘଟିଛି। ନୟାଗଡ଼ ଜିଲ୍ଲାର ଗଣିଆ ଥାନା ଅନ୍ତର୍ଗତ ଛାମୁଣ୍ଡିଆ ଫରେଷ୍ଟ ରେଞ୍ଜରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ରଞ୍ଜିତ ସେଠୀ। ରଞ୍ଜିତ…
ପବିତ୍ର ମହାଳୟା ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଲାଗି ପୁରୀ ଓ ଯାଜପୁରରେ ଶ୍ରଦ୍ଧାଳୁଙ୍କ ଭିଡ଼…
ଭୁବନେଶ୍ବର: ଅଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ଅପରପକ୍ଷ ବା ପିତୃପକ୍ଷଙ୍କ ଆବାହନର ଅନ୍ତିମ ଦିବସ ହେଉଛି ପବିତ୍ର ମହାଳୟା। ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନଭଳି ପରମ୍ପରା ଉତ୍କଳୀୟ ସସ୍କୃତିରେ ଦେଖିବାକୁ ମିଳିଥାଏ। ମହାଳୟା ଅମାବାସ୍ୟାରେ ପିତୃକୁଳ ଓ ମାତୃକୁଳକୁ…
ଲିଭିଗଲା ୩ ଛାତ୍ରଙ୍କ ଜୀବନ ଦୀପ…
ବାଙ୍କୀ: କଟକ-ବାଙ୍କୀ ମୁଖ୍ୟ ରାସ୍ତାର ରଣଶଙ୍ଖ ନିକଟରେ ଦୁର୍ଘଟଣାରେ ଗୁରୁତର ଅବିନାଶ ନାୟକଙ୍କ କଟକ ବଡ଼ ମେଡିକାଲରେ ମୃତ୍ୟୁ ହୋଇଛି। ଏହାଫଳରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଲିଭିଯାଇଛି ୩ ଛାତ୍ରଙ୍କ ଜୀବନ ଦୀପ।
ସୂଚନାଯୋଗ୍ୟ, ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ…
ଅକ୍ଟୋବର ୩୧ରେ ହାଜର ହେବାକୁ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ସମନ…
ମାହାଙ୍ଗା: ଅକ୍ଟୋବର ୩୧ରେ ହାଜର ହେବାକୁ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ସମନ | ବହୁଚର୍ଚ୍ଚିତ ମାହାଙ୍ଗା ଟ୍ରିପଲ ମର୍ଡର ଘଟଣାରେ ସାଲେପୁର ଜେଏମଏଫସି କୋର୍ଟ ପକ୍ଷରୁ ସ୍ୱତନ୍ତ୍ର ମେସେଞ୍ଜର ଜରିଆରେ ଆସନ୍ତା ଅକ୍ଟୋବର ୩୧ତାରିଖରେ ହାଜର୍ ହେବା ପାଇଁ ମାହାଙ୍ଗା ବିଧାୟକ ପ୍ରତାପ…
ରାଜ୍ୟ ସରକାର ଙ୍କ ଅଜଵନୀତି :ରାଜସ୍ୱ ଆଦାୟ କରୁଥିବା ତହସିଲଦାର ଜଙ୍ଗଲ ଜଗୁଛନ୍ତି- ରଙ୍ଗିଲା ତହସିଲଦାର ନାଲି ବତୀରେ…
ରାଉରକେଲା ତହସିଲଦାର କାହାର ଗେଲ୍ହା ପୁଅ...
ସୁନ୍ଦରଗଡ଼ // ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ରେ ଚୋରା ବାଲି ଚାଲାଣ ଯୋଗୁଁ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନୀ ହେଉଛି, ଯାହାକୁ ନେଇ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଲେ ମଧ୍ୟ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଚେତା ପଶୁନି l!-->!-->!-->…
କନ୍ଧମାଳ ଜିଲ୍ଲା ପଞ୍ଚାୟତ ସମିତି ସଭ୍ୟସଭ୍ୟା ସଂଘର ଅଷ୍ଟମ କାର୍ଯ୍ୟକାରିଣୀ ବୈଠକ
ଫୁଲବାଣୀ : ବିଭିନ୍ନ ଦାବୀ ପୂରଣ ନେଇ କନ୍ଧମାଳ ଜିଲ୍ଲା ପଞ୍ଚାୟତ ସମିତି ସଭ୍ଯ ସଭ୍ୟା ସଂଘ ର ଅଷ୍ଟମ କାର୍ଯ୍ୟ କାରିଣୀ ବୈଠକ ସ୍ଥାନୀୟ ସଭାଘର ଠାରେ ଅନୁଷ୍ଠିତ ହୋଇଥିଲା l ଫୁଲବାଣୀ ବ୍ଲକ ସଭାପତି ଦେବ ଦାସ ଦିଗାଲଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା!-->…
ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ଯକ୍ରମରେ ସାମିଲ ହେଲା ପୁରୀ ଓ ନୟାଗଡ଼ ଜିଲ୍ଲା…
ଭୁବନେଶ୍ବର : ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ…
ଏଥର ୮ ଦିନ ଧରି ଚାଲିବ କଟକ ବାଲିଯାତ୍ରା…
କଟକ : ଆସନ୍ତା ନଭେମ୍ବର ୨୭ରୁ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବ। ବାଲିଯାତ୍ରା ନେଇ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ନଭେମ୍ବର ୨୭ ତାରିଖ ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ୮ ଦିନ ଧରି ଚାଲିବ ଐତିହାସିକ…