Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆଠଗଡ ତିଗିରିଆରେ ଖୁଦୁରୁକୁଣୀ ଓଷାକୁ କେନ୍ଦ୍ର କରି ବୋମାମାଡ: ୩ ଗୁରୁତର
ଆଠଗଡ: କଟକ ଆଠଗଡ ତିଗିରିଆରେ ଅଭାବନୀୟ ଘଟଣା ଘଟିଛି । ଖୁଦୁରୁକୁଣୀ ଓଷାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ ହୋଇଛି । ଫଳରେ ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ତିଗିରିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ…
ଆଜିଠୁ ଦେଶରୁ ଫେରିଯିବ ମୌସୁମୀ…
ନୂଆଦିଲ୍ଲୀ : ଦେଶରୁ ଫେରିଯିବ ମୌସୁମୀ । ଆଜିଠୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ୨୪ ଘଣ୍ଟାରେ ରାଜସ୍ଥାନରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବ । ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୁଳ ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ସାଧାରଣ…
କାର୍ ଓ ବାଇକକୁ ଧକ୍କା ଦେଲା ତେଲ ବୋଝେଇ ଟ୍ୟାଙ୍କର ,୨ ମୃତ
ଗଞ୍ଜାମ// ଛତ୍ରପୁର : ଗଞ୍ଜାମ ଖଲ୍ଲିକୋଟ ବଡଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର୍ ଓ ବାଇକକୁ ଧକ୍କା ଦେଇ ଘାଟିକୁ ଓଲଟି ପଡିଲା ତେଲ ବୋଝେଇ ଟ୍ୟାଙ୍କର । ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏଥିରେ ୬ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାର ପ୍ରକୃତ କାରଣ…
ରେଲୱେ ଟ୍ରାକକୁ ଖସିଲା ପଥର, ଟ୍ରେନ ଚଳାଚଳ ବାଧାପ୍ରାପ୍ତ…
କୋରାପୁଟ: ଜରଟି ଷ୍ଟେସନ ନିକଟରେ ପାହାଡ଼ରୁ ଧସିଛି ମାଟି ଓ ବଡ଼ ପଥର। ଏହାଫଳରେ କୋରାପୁଟ-ଜୟପୁର ରେଳ ଯୋଗଯୋଗ ବିଛିନ୍ନ ହୋଇଥିବା ଜଣାଯାଇଛି।ଜରଟି ନିକଟରେ ପାହାଡ଼ରୁ ରେଳ ଧାରଣାରେ ମାଟି ଓ ବଡ଼ ପଥର ପଡ଼ିଥିବାରୁ କେତେକ ଟ୍ରେନ୍ ଅଟକିଥିବା ଜଣାଯାଇଛି। କୋରାପୁଟ ଷ୍ଟେସନରେ…
ପେଟ୍ରୋଲ ପମ୍ପ ମାଲିକଙ୍କୁ ଛୁରାମାଡ଼, ଲକ୍ଷାଧିକ ଟଙ୍କା ଲୁଟିଲେ ଦୁର୍ବୃତ୍ତ…
ସୁନ୍ଦରଗଡ଼: ତଲସରା ଥାନା ଅଧିନସ୍ଥ ତୁମୁଲିଆ ଓମ ଶ୍ରୀ ମା ସନ୍ତୋଷୀ ପେଟ୍ରୋଲ ପମ୍ପରେ ରବିବାର ଲୁଟ୍ ହୋଇଛି। ମାଲିକଙ୍କୁ ଛୁରାମାଡ଼ କରି ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି। ଗୁରୁତର ମାଲିକ ଦେବପ୍ରସାଦ ନନ୍ଦଙ୍କୁ ସବଡେଗା ଗୋଷ୍ଠୀ…
ସୁନା ଦୋକାନରୁ ସଶସ୍ତ୍ର ଡକାୟତି, ନେଇଗଲେ ୨୫ ଲକ୍ଷ ଟଙ୍କାର ଅଳଙ୍କାର…
ସମ୍ବଲପୁର : ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମାନେଶ୍ଵର ଛକ ନିକଟରେ ଥିବା ଏକ ସୁନା ଦୋକାନରୁ ଆଜି ସଶସ୍ତ୍ର ଡକାୟତି ହୋଇଛି। ଡକାୟତମାନେ ପ୍ରାୟ ୨୫ ଲକ୍ଷ ଟଙ୍କା ସୁନା ଓ ରୁପା ଅଳଙ୍କାର ନେଇଯାଇଥିବା ଅଭିଯୋଗ ହୋଇଥିବା ବେଳେ ସଦର ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।
ସୁନା ଦୋକାନ…
ହୋଟେଲ୍ରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ, ୩ ଗୁରୁତର
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଅମର୍ଦ୍ଦା ରୋଡ୍ ସ୍ଥିତ ନନା ହୋଟେଲ୍ରେ ଗ୍ୟାସ୍ ଲିକ୍ରୁ ଅଗ୍ନିକାଣ୍ଡ ଘଟି ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବସ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁ…
ପୋଖରୀପୁଟ ଝାରପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ…
ଭୁବନେଶ୍ବର: ପୋଖରୀରେ ବୁଡ଼ି ସଲିଳ ସମାଧି । ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବର ଏୟାରଫିଲ୍ଡ ଥାନା ପୋଖରୀପୁଟ ଝାରପୋଖରୀରେ ଏହି ଘଟଣା ଘଟିଛି। ମୃତକମାନେ ହେଲେ ଗଣ୍ଡମୁଣ୍ଡା ସ୍କୁଲର ରାକେଶ ମହାରଣା ଓ ୟୁନିଟ୍-୮ ବାଳକ ଉଚ୍ଚ ବବିଦ୍ୟାଳୟର ଶୁଭମ…
ନୀଳ ଗାଡ଼ିଆରେ ମହିଳାଙ୍କର ମୃତଦେହ ଉଦ୍ଧାର…
ପୁରୀ: ପୁରୀ ଜିଲ୍ଲା ତାଳବଣିଆରେ ଅଘଟଣ। ତାଳବଣିଆ ମଝୀ ଜଙ୍ଗଲର ନୀଳ ଗାଡ଼ିଆରେ ଏକ ମୃତଦେହ ଭାସୁଥିବା ପରିଲକ୍ଷିତ ହୋଇଛି। ଭାସୁଥିବା ମୃତଦେହଟି ଏକ ମହିଳାଙ୍କର ବୋଲି ଆନୁମାନ କରାଯାଉଛି। କିନ୍ତୁ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ତେବେ ଏହି…
ଆସନ୍ତାକାଲି ଠାରୁ କଂଗ୍ରେସ ଆରମ୍ଭ କରିବ ଘରେ ଘରେ ହାତ କାର୍ଯ୍ୟକ୍ରମ…
ଭୁବନେଶ୍ୱର: ଆସନ୍ତାକାଲି ଠାରୁ କଂଗ୍ରେସ ଆରମ୍ଭ କରିବ ଘରେ ଘରେ ହାତ କାର୍ଯ୍ୟକ୍ରମ। ଯାହାକୁ ନେଇ ଦଳୀୟ ନେତା ବେଶ ଉତ୍ସାହିତ। ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ପାଇଁ ଦଳ ପକ୍ଷରୁ କେବେଠୁ ପ୍ରସ୍ତୁତି କରାଯାଉଛି। ରାଜ୍ୟର ପ୍ରତ୍ୟେକ ପଂଚାୟତ ଓ ଗାଁ ଗାଁରେ ଏହି…