Browsing Category

ଓଡିଶା

ଗାଁକୁ ଫେରିଲା ହାଇଦ୍ରାବାଦରେ ଆତ୍ମହତ୍ୟା କରିଥିବା ଶ୍ରମିକଙ୍କ ମୃତଦେହ

ଫୁଲବାଣୀ: ଫିରିଙ୍ଗିଆ ବ୍ଲକ ଅଧିନରେ ଥିବା ରତଙ୍ଗ ପଞ୍ଚାୟତ ପୋଡାପଡା ଗାଁର ମୃତ ଭୋଲେଶ୍ୱର ମୁଖୀଙ୍କ ମୃତଦେହ ନିଜ ଗାଁ ପୋଡାପଡାରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇଛି। ତେବେ ଗତ ତିନିବର୍ଷ ହେଲା ମୃତ ଶ୍ରମିକ ପିଣ୍ଟୁ ମୁଖୀ ନିଜ ପରିବାର ସହ ହାଇଦ୍ରାବାଦର

ସୁଟିଂରେ ଷ୍ଟଣ୍ଟ ମାରିବା ବେଳେ ପ୍ରଖର ସ୍ରୋତରେ ବୁଡ଼ି ଗଲେ ଓଡ଼ିଆ ନାୟକ

କଟକ : ଷ୍ଟଣ୍ଟ ସୁଟିଂ ବେଳେ ଅଘଟଣ। କାଠଯୋଡ଼ି ନଦୀରେ ଓଡ଼ିଆ ସିନେମା ସୁଟିଂ ବେଳେ ବଡ଼ ବିପଦରୁ ବର୍ତ୍ତି ଗଲେ ନାୟକ ଶ୍ରେୟାନ ଓ ନାୟିକା ଭୁମିକା। ନରାଜ ପାଖାପାଖି ଏକ ବ୍ରିଜ ଉପରେ ନଦୀକୁ ଡେଇଁବାର ଦୃଶ୍ୟର ସୁଟିଂ ଚାଲିଥିଲା। ପ୍ରଖର ସ୍ରୋତରେ ପଡି ଯାଇଥିଲେ ଶ୍ରେୟାନ। କ୍ରିଉ ମେମ୍ବର

ଜଙ୍ଗଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ

ବୌଦ୍ଧ: ଜଙ୍ଗଲରୁ ମୃତଦେହ ଉଦ୍ଧାର । ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ । ବୌଦ୍ଧ ଜିଲ୍ଲା ମନମୁଣ୍ଡା କୁମରକାନୀ ଖଲିଆମୁଣ୍ଡା ନାଳ ନିକଟ ଜଙ୍ଗଲରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର। ତାଙ୍କୁ ହତ୍ୟା କରି କେହି ଜଙ୍ଗଲରେ ଫିଙ୍ଗି ଦେଇଛି। ଗ୍ରାମବାସୀ ମୃତଦେହ ଦେଖିବା ପରେ

କାଉଡ଼ିଆଙ୍କୁ ଧକ୍କା ଦେଲା ବାଇକ, ୭ ବୋଲବୋମ ଭକ୍ତ ଆହତ

ବ୍ରହ୍ମପୁର: ବାଇକ ଧକ୍କାରେ ୭ ଜଣ ବୋଲ ବୋମ ଭକ୍ତ ଆହତ । ଗଞ୍ଜାମ ଜିଲ୍ଲା ନୂଆପଡା ପୋଲିସ ଫାଣ୍ଡି ପାଖ ଚାନ୍ଦପୁର ନିକଟରେ ବାଇକ ଧକ୍କାରେ ୭ ଜଣ ବୋଲବୋମ ଭକ୍ତ ଆହତ ହୋଇଛନ୍ତି । କାଉଡ଼ିଆମାନେ ମୌଳାଭଞ୍ଜଣା ନଦୀରୁ ପାଣି ଉଠାଇ ଚୌଧୁରୀ ଟିକରପଡା ଶିବ ମନ୍ଦିରକୁ ଯାଉଥିବା ବେଳେ

ଅସ୍ତରଙ୍ଗରେ ନିଆରା ରକ୍ଷାବନ୍ଧନ: ଗଛରେ ରାକ୍ଷୀ ବାନ୍ଧି ପର୍ବ ପାଳିଲେ ମହିଳା

ଅସ୍ତରଙ୍ଗ: ରାକ୍ଷୀ । ସୂତା ଖଣ୍ଡିଏ ନୁହେଁ , ସେ ସଂପର୍କର ସେତୁ । ଯେତିକି ବିଶ୍ବାସ ଆଖିକୁ ସେତିକି ବିଶ୍ବାସ ରାକ୍ଷୀକୁ । ଚଳିତ ବର୍ଷ ପଞ୍ଜିକାରେ ଆଜି ରକ୍ଷା ବନ୍ଧନ ଓ ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା ଉଲ୍ଲେଖ ରହିଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହେଉଛି ପବିତ୍ର ରକ୍ଷା

ବଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର:  କଣ୍ଠଶିଳ୍ପୀ ସୌରୀନ୍ ଭଟ୍ଟଙ୍କ ବଢିଲା ଅଡୁଆ । ସୌରିନଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଅନ୍ତରୀଣ ସୁରକ୍ଷା ଅବଧି ଶେଷହେବା ପରେ ସେ ହାଇକୋର୍ଟରେ ପୁଣି ଜାମିନ୍ ଆବେଦନ କରିଥିଲେ । ହେଲେ ଆଗୁଆ ଜାମିନ୍ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ପୋଲିସ କୋର୍ଟରେ ଦାଖଲ

ଆଜିଠୁ ରାଜଧାନୀ ଏକ୍ସପ୍ରେସ୍‌ରେ ଲାଗିବ ତେଜସ୍ କୋଚ

ଭୁବନେଶ୍ବର: ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ସମସ୍ତ ରେକ ତେଜସ କୋଚ ସହ ଚଳାଚଳ କରିବ ।ବୁଧବାରଠାରୁ ଏହା ଚଳାଚଳ କରିବ । ବୁଧବାର ଓ ରବିବାର ଭୁବନେଶ୍ୱରରୁ ଛାଡୁଥିବା ଏବଂ ସୋମବାର ଓ ଶୁକ୍ରବାର ନୂଆଦିଲ୍ଲୀରୁ ଛାଡୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ

ଗହଣା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରି ଲୁଟିନେଲେ ଦୁର୍ବୃତ୍ତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମଙ୍ଗଳବାର ଜଣେ ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ମୂଲ୍ୟବାନ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟି ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବାଲିଗୁଡ଼ାର ନେହରୁ ଛକ ନିକଟରେ ସୁନା ଗହଣା ଭର୍ତ୍ତି ବ୍ୟାଗ୍ ନେଇ ବ୍ୟବସାୟୀ ଜଣକ

ପ୍ରେସମିଟ୍ ପୂର୍ବରୁ ହାତ ଗୋଡ ବାନ୍ଧି ପ୍ରଫୁଲ୍ଲ ସାମନ୍ତରାଙ୍କୁ ଉଠାଇଲା ପୋଲିସ…

ରାୟଗଡ଼ା: ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାଙ୍କୁ ଅପହରଣ କରାଯାଇଥିବା ବେଳେ ରାୟଗଡ଼ାରୁ ଏକ ବଲେରୋ ଯୋଗେ ତାଙ୍କୁ ବ୍ରହ୍ମପୁର ବାସଭବନରେ ନେଇ ଛାଡିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।। ମଙ୍ଗଳବାର ସ୍ଥାନୀୟ ହୋଟେଲ୍ ସ୍ବାଗତ ନିକଟରୁ ତାଙ୍କୁ ୩ ରୁ ୪ ଜଣ ହାତ ବାନ୍ଧି ମୁହଁରେ

ବେଆଇନ୍ ଭାବରେ ନାବାଳିକାଙ୍କ ଗର୍ଭ ନଷ୍ଟ କରିଥିବା ଅଭିଯୋଗ, ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ସୁନ୍ଦରଗଡ଼ : ଆୟୁଷ ଡାକ୍ତରଙ୍କ ନାଁରେ ସାଂଘାତିକ ଅଭିଯୋଗ । ବେଆଇନ୍ ଭାବରେ ନାବାଳିକାଙ୍କ ଗର୍ଭ ନଷ୍ଟ କରିଥିବା ଅଭିଯୋଗ । ଥାନାରେ ପୀଡିତାଙ୍କ ମାଆ ଲିଖିତ ଅଭିଯୋଗ କରିବା ପରେ ତନାଘନା ତଦନ୍ତ ଚାଲିଛି । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ବଡ଼ଗାଁମାଲ ଗାଁରେ ଏହି ଘଟଣା ଘଟିଛି ।