Browsing Category

ଓଡିଶା

ତିନି ଜଣ ଠକଙ୍କୁ ବିହାରରୁ ଗିରଫ କଲା କୋରାପୁଟ ପୋଲିସ

କୋରାପୁଟ: ଅନଲାଇନ୍ ଠକେଇ କରି ନିରୀହ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ କୋରାପୁଟର ଏକ ପୁଲିସ ଟିମ୍ ବିହାରରୁ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ବିହାରର ନାବଡା ଜିଲ୍ଲା ଚକବାଇ ଗ୍ରାମର ଭୋଳା ପ୍ରସାଦ(୪୬), ଗୌରବ କୁମାର(୨୩) ଓ ବିକାଶ କୁମାର(୨୩)।

ଯାଜପୁରରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ

ଯାଜପୁର: ଯାଜପୁରରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା। ତିନିଦିନିଆ ଗସ୍ତରେ ଯାଇ ପ୍ରଥମ ଦିନରେ ମିଶନ ଶକ୍ତି ମହିଳା ଓ ଜିଲ୍ଲାର କଲେଜ ଛାତ୍ରଛାତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ। କଲେଜର ରୂପାନ୍ତରଣ ସହ ଅଧ୍ୟାପକ ଅଧ୍ୟାପିକାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହେଉଛି ପବିତ୍ର ରକ୍ଷା ବନ୍ଧନ

ରାକ୍ଷୀ । ସୂତା ଖଣ୍ଡିଏ ନୁହେଁ ସେ ସଂପର୍କର ସେତୁ । ଯେତିକି ବିଶ୍ବାସ ଆଖିକୁ ସେତିକି ବିଶ୍ବାସ ରାକ୍ଷୀକୁ । ଚଳିତ ବର୍ଷ ପଞ୍ଜିକାରେ ଆଜି ରକ୍ଷା ବନ୍ଧନ ଓ ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା ଉଲ୍ଲେଖ ରହିଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହେଉଛି ପବିତ୍ର ରକ୍ଷା ବନ୍ଧନ ।

ନିଃସର୍ତ୍ତ ନ୍ୟୂଜ୍ ର ମହାପ୍ରଭାବ:ଖବର ପ୍ରସାରଣ ପରେ ନିୟମାବଳୀରେ ପରିବର୍ତ୍ତନ…

ମାଲକାନଗିରି/କୋରୁକୋଣ୍ଡା:(୩୦/୦୮) ଗତ ୨୮ ଅଗଷ୍ଟରେ ନିସର୍ତ୍ତ ଗଣମାଧ୍ୟମ ଜରିଆରେ କୋରୁକୋଣ୍ଡା ବ୍ଲକ୍ ରେ ପ୍ରଶାସନିକ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଏକ ଖବର ପ୍ରସାରଣ କରାଯାଇଥିଲା । ମାଲକାନଗିରି ଜିଲ୍ଲାର ଅନ୍ୟ ସମସ୍ତ ବ୍ଲକ୍ ରେ C ଓ D ଉଭୟ ଶ୍ରେଣୀର ଠିକାଦାର ମାନଙ୍କ

ଗଞ୍ଜାମ ଜିଲ୍ଲାରେ ବିଷାକ୍ତ ମଦ ର ବନ୍ୟା..! : ପୁଣି ଏକ ମଦ ମୃତ୍ୟୁ କୁ ଅପେକ୍ଷା..!

ମଦ ଭାଟିରେ ପ୍ରସ୍ତୁତ ପୋଚ ର ମାନ୍ୟତା ପରୀକ୍ଷା କରିବାକୁ ଅବକାରୀ ବିଭାଗ ପଛ ଗୁଞ୍ଚା କାହିଁକି...???ବ୍ରହ୍ମପୁର:୨୯-୮ ଗଞ୍ଜାମ ଜିଲ୍ଲାର କେତେକ ସରକାରୀ ଦେଶୀ ମହୁଲ ମଦ ଭାଟି ରେ ଅପମିଶ୍ରଣ ମଦ ପ୍ରସ୍ତୁତ କରି ଅବାଧରେ ଚାଲାଣ ହେଉ ଥିବା ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଗଞ୍ଜାମ

ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ ହେବା ଦାବିକୁ ଖାରଜ କଲେ ପୃଥ୍ୱୀରାଜ

ଭୁବନେଶ୍ୱର: ବିଜେଡି ସାଂସଦ ସସ୍ମିତ ପାତ୍ର ପରୋକ୍ଷରେ ଇଙ୍ଗିତ କରିଛନ୍ତି ଯେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ ହୋଇପାରନ୍ତି। ଆଉ ଦଳର ଏହି ପୂର୍ବତନ ବିଧାୟକଙ୍କୁ ସସ୍ମିତ ପାତ୍ର ପରୋକ୍ଷରେ ସମାଲୋଚନା କରିବାକୁ ଭୁଲି ନାହାନ୍ତି। ଏହାପରେ ମଙ୍ଗଳବାର ଓଡ଼ିଶାରେ ଶାସକ ବିଜେଡିକୁ

ପ୍ରଫୁଲ୍ଲ ସାମନ୍ତରାଙ୍କ ଗିରଫଦାରୀର କାରଣ : ବ୍ୟବସ୍ଥା ଦ୍ଵାରା ହେଉଥିବା ନିର୍ଯ୍ୟାତନାର ଉଜାଗର ନୁହେଁ ତ…!!

ଭୁବନେଶ୍ୱର:(୨୯/୦୮) ବିଶେଷ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ ପରିବେଶବିତ୍ ଗ୍ରୀନନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରାଙ୍କୁ ଆଜି ଅପରାହ୍ନ ଠାରୁ ରାୟଗଡ଼ା ପୋଲିସ ହେପାଜତକୁ ନେଇଛି । ଏଭଳି ଏକ ହାଇ ଭୋଲଟେଜ୍ ଡ୍ରାମାରେ ପ୍ରଫୁଲ୍ଲ ସାମନ୍ତରାଙ୍କୁ ପ୍ରଥମେ ବେଆଇନ ଭାବେ ଅପହରଣ

ଅଳଙ୍କାର ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ ସହ ଗୁଳିମାଡ଼ଭୟ କରି ଲୁଟିନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍…

ଅଞ୍ଚଳବାସୀ ଓ ବ୍ୟବସାୟୀ ଙ୍କୁ ସୁରକ୍ଷା ଦାବୀରେ ରାସ୍ତାରୋକ :ପ୍ରତିଶୃତି ପରେ ହଟିଲା ରାସ୍ତା ରୋକ....

ବି.ଏସ୍‌.ଏଫ. ପକ୍ଷରୁ କୁମ୍ବି ସମୟରେ ମାଓ ସାମଗ୍ରୀ ଜବତ…

ମାଲକାନଗିରି,୨୯/୦୮ ମାଲକାନଗିରି ସେକ୍ଟର ବି.ଏସ୍‌.ଏଫ୍‌.ର ୧୪୨ ବଟାଲିୟନ ଜବାନ ମାନଙ୍କ ଦ୍ୱାରା ମାଓ ସାମଗ୍ରୀ ଜବତ କରା ଯାଇଛିା ତଥ୍ୟ ମୁତାବକ ଆନ୍ଧ୍ର ଓଡିଶା ସୀମାନ୍ତ ଗୋମ୍ପାକୋଣ୍ଡା ସଂରକ୍ଷିତ ଜଙ୍ଗଲରେ ୧୪୨ ବିଏସଏଫ ବାଟାଲିୟନ ଆଜି କୁମ୍ବିଂ ଅପରେସନ କରୁଥିବା ସମୟରେ ମାଓବାଦୀଙ୍କ

କଂଗ୍ରେସରେ ଯୋଗ ଦେବେ ପୂର୍ବତନ ଅନ୍ତର୍ଜାତୀୟ ହକି ତାରକା ପ୍ରବୋଧ ତିର୍କୀ

ଭୁବନେଶ୍ୱର : କଂଗ୍ରେସ ଦଳରେ ଯୋଗ ଦେବେ ପୂର୍ବତନ ଅନ୍ତର୍ଜାତୀୟ ହକି ତାରକା ପ୍ରବୋଧ ତିର୍କୀ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ସେ ଦଳରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିବା କହିଛନ୍ତି। ଦଳରେ ଯୋଗଦାନ ନେଇ ସେ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଛନ୍ତି।…