Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭୋଟର କାର୍ଡ ସଂଶୋଧନ ନାମରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ , ଅଙ୍ଗନବାଡି ଦିଦିଙ୍କ ସ୍ୱାମୀ ଗିରଫ
ଚାନ୍ଦବାଲି : ଅଙ୍ଗନବାଡି ଦିଦିଙ୍କ ସ୍ବାମୀ ନାଁ ରେ ସାଂଘାତିକ ଅଭିଯେୋଗ । ମହିଳାଙ୍କୁ ଜେର ଜବରଦସ୍ତି ଟଣା ଓଟରା ଅଭିଯୋଗ ଆଣିଲେ ଜଣେ ମହିଳା । ଭୋଟର କାର୍ଡ ସଂଶୋଧନ ପାଇଁ ଆସିଥିବା ଜଣେ ମହିଳାଙ୍କୁ ଅସାଦାଚରଣ କଲେ ଅଙ୍ଗନବାଡି ଦିଦିଙ୍କ ସ୍ୱାମୀ । ଦିଦି ଫୋନ୍ କଲେ…
ମହିଳାଙ୍କ ହାତରୁ ଫୋନ ନେଇ ସେଲଫି ଉଠାଇଲେ, ସହିଦଙ୍କ ବୃଦ୍ଧା ମା’ଙ୍କୁ ମୁଣ୍ଡିଆ ମାରିଲେ ନିର୍ମଳା…
ପୁରୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଯେମିତି ସରଳ ସେମିତି ନିରାଡମ୍ବର । ବେଶ ପୋଷାକଠରୁ ଆରମ୍ଭ କରି କଥାବାର୍ତ୍ତା ପର୍ଯନ୍ତ ସବୁଥିରେ ତାଙ୍କର ସରଳତା, ତାଙ୍କର ନିରାଡମ୍ବର ଜୀବନଶୈଳୀ ବେଶ ବାରି ହୋଇପଡେ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି…
ଖେଳ ସାରଙ୍କୁ ଜେରା, ମାମଲା ରୁଜ୍ଜୁ କଲେ ରାଜ୍ୟ ମହିଳା କମିଶନ
କଟକ: ମାହାଙ୍ଗା ନାବାଳିକାର ସନ୍ଦେହଜନକ ମୃତ୍ୟୁ ଘଟଣା । ଗୋକନ ସ୍କୁଲ କ୍ରୀଡା ଶିକ୍ଷକଙ୍କୁ ଅଧିକ ପଚରାଉଚରା କରିଛନ୍ତି ତଦନ୍ତ ଅଧିକାରୀ । ଜଗସିଂହପୁର ଥାନା ଛେଳିଆଗଡ ଘରେ ଶିକ୍ଷକଙ୍କୁ ପଚରାଉଚରା କରାଯାଇଛି । କେବଳ ଖେଳ ଶିକ୍ଷକ ନୁହଁନ୍ତି , ତାଙ୍କ ମାଆଙ୍କୁ ବି ପୋଲିସ ପଚରାଉଚରା…
ବ୍ୟାଙ୍କ ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକରୁ ଫୁଟିଲା ଗୁଳି, ୩ ଆହତ…
ରାଉରକେଲା : ବ୍ୟାଙ୍କ ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକରୁ ଫୁଟିଲା ଗୁଳି । ରାଜଗାଙ୍ଗପୁର ଡେଲି ମାର୍କେଟ ଆଇସିଆଇସିଆଇ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡର ବନ୍ଧୁକରୁ ଗୁଳି ଚାଲିଲା ।ଟଙ୍କା ଭର୍ତ୍ତି ବାକ୍ସ ଓହ୍ଲାଇଲା ବେଳେ ଫୁଟିଲା ବନ୍ଧୁକ । ଜଣେ ମହିଳା ସମେତ ୩ ଗୁରୁତର…
ପଞ୍ଚ ପଣ ଶପଥପାଠ କରାଇଲେ ଅର୍ଥମନ୍ତ୍ରୀ, କହିଲେ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଓ ଆତ୍ମନିର୍ଭରଶୀଳ କରାନ୍ତୁ
ପୁରୀ: ଦୁଇଦିନିଆ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦ୍ୱିତୀୟ ଦିନରେ ଶ୍ରୀଜିଉଙ୍କ ଦର୍ଶନ ସାରି ପେଣ୍ଠକଟାଠାରେ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି…
ମ୍ୟାଜିକ ମିରର ନାଁରେ ୯ ଲକ୍ଷ ଟଙ୍କା ଠକିଥିବା ୩ ଅଭିଯୁକ୍ତ ଗିରଫ
ଭୁବନେଶ୍ବର: ମ୍ୟାଜିକ ମିରର ନାଁରେ ୯ ଲକ୍ଷ ଟଙ୍କାର ଠକେଇ। ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଏହି ତିନି ଜଣ ପଶ୍ଚିମବଙ୍ଗର। କାନପୁରର ଅବିନାଶ ଶୁକ୍ଳାଙ୍କୁ ଏମାନେ ଠକିଥିଲେ। ଅଭିଯୁକ୍ତଙ୍କ ଠାରୁ ୨୮ହଜାର ଟଙ୍କା, ୫ଟି ମୋବାଇଲ, ବ୍ୟାଙ୍କ…
ବିଏମସି ପକ୍ଷରୁ ସବୁ ସ୍କୁଲରେ କରାଯିବ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ…
ଭୁବନେଶ୍ବର: ବିଏମସି ପକ୍ଷରୁ ସବୁ ସ୍କୁଲରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯିବ। ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ , ଶିକ୍ଷୟତ୍ରୀଙ୍କୁ ଡେଙ୍ଗୁ ନେଇ ସଚେତନ କରାଯିବ। ସ୍କୁଲରେ ସଚେତନତା ବ୍ୟତୀତ ଘର ଘର ବୁଲି ସଚେତନତା କାର୍ଯ୍ୟକ୍ରମ ବଢ଼ାଇବା, ସଫେଇ ଏବଂ ଘର ଭିତର ସଫା ରଖିବାକୁ…
ସିଧାସଳଖ ଲୋକଙ୍କ ଠାରୁ ଜମି କିଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି…
ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଲ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ ସିଧା ସଳଖ ଲୋକଙ୍କ ଠାରୁ ଜମି କିଣାଯିବ । ରାଜ୍ୟ ସରକାର ଲୋକଙ୍କଠାରୁ ସିଧାସଳଖ ଜମି କିଣି ପ୍ରକଳ୍ପ କାମ ଆଗେଇ ନେବେ । ଏମିତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ …
ଖୁବଶୀଘ୍ର ରାଜ୍ୟର ସମସ୍ତ ଜିଲ୍ଲାରେ ମିଳିବ କୃତ୍ରିମ ଅଙ୍ଗ ପ୍ରତିରୋପଣ ସୁବିଧା
ଭୁବନେଶ୍ୱର: ଏଣିକି ଆଉ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଆସି କୃତ୍ରିମ ଅଙ୍ଗ ପ୍ରତିରୋପଣ କରିବାକୁ ପଡିବ ନାହିଁ। ରାଜ୍ୟର ସମସ୍ତ ଜିଲ୍ଲାରେ ଉନ୍ନତ ପୁନର୍ବାସ କେନ୍ଦ୍ର (ARC) ଖୋଲାଯିବ। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଅନୁମୋଦନ ଦେବେ। ରାଜ୍ୟର…
ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: JEE ପରୀକ୍ଷା ପରିଚାଳନା ବିଭ୍ରାଟ ମାମଲାରେ ମାର୍କସିଟ ଘୋଟାଲାର ତଦନ୍ତ କରିବ ସିବିଆଇ। ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ। ୪ ମାସ ଭିତରେ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡିଆ ଛାତ୍ର ଅଂଶୁମାନ କାନୁନଗୋଙ୍କ…