Browsing Category

ଓଡିଶା

ବଦଳିଲା ପୁରୀ-ତାଳଚେର ପାସେଞ୍ଜର ଟ୍ରେନ ମେମୁ ରେକ୍, ୧୭୬୪ ଯାତ୍ରୀ କରିପାରିବେ ଯାତ୍ରା

ଜଟଣୀ: ବଦଳିଲା ପୁରୀ-ତାଳଚେର ପାସେଞ୍ଜର ଟ୍ରେନ ମେମୁ ରେକ୍। ପୂର୍ବରୁ ବ୍ୟବସ୍ଥା ଥିବା ଆଇସିଏଫ୍ ରେକ୍‌କୁ ମେମୁ ରେକ୍‌ରେ ପରିବର୍ତ୍ତନ କରାଯାଇଛି। ଯାତ୍ରୀଙ୍କ ସୁଗମ ଯାତ୍ରା ପାଇଁ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହାଦ୍ୱାରା ବସିବା ଓ ଛିଡ଼ା

ବନ୍ଧା ହେଲେ ଶିକାରୀ ବାପଝିଅ; ଘରୁ ମିଳିଲା ଦେଶୀ ବନ୍ଧୁକ ଓ ବଜ୍ରକାପ୍ତା କାତି

ବୌଦ୍ଧ: ଶିକାରୀ ବାପଝିଅ ଗିରଫ। ଦେଶୀ ବନ୍ଧୁକ, ଟାଙ୍ଗିଆ ସମେତ ଶୀକାରରେ ବ୍ୟବହୃତ ବହୁ ସାମଗ୍ରୀ ଜବତ । ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ବିଭାଗର ସର୍ଚ୍ଚ ଅପରେସନ ବେଳେ ଦୁଇ ଜଣ ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ

୧୮ ରେ ଜାଗା ମିଶନ ପଟ୍ଟା ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାଗା ମିଶନରେ ଉପକୃତ ହେବେ ଭୂମିହୀନ ବସ୍ତିବାସିନ୍ଦା। ସେମାନଙ୍କୁ ଭୂମି ଅଧୀକାର ପ୍ରମାଣପତ୍ର ପ୍ରଦାନ କରିବେ ରାଜ୍ୟ ସରକାର। ମହାନଗର ନିଗମ ଅଞ୍ଚଳରେ ଭୂମିହୀନଙ୍କୁ ନଜସ୍ୱ ଜମିପଟ୍ଟା ମିଳିବ। ସମ୍ଭବତଃ ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ

ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦାଦାଗିରି: ୪ ଛାତ୍ରୀଙ୍କୁ ଶୌଚାଳୟରେ ପକାଇ ଦେଲେ ତାଲା

କଣ୍ଟାବାଞ୍ଜି: ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦାଦାଗିରି । ସ୍କୁଲରେ ପଶି ଶୌଚାଳୟରେ ୪ ଛାତ୍ରୀଙ୍କୁ ତାଲା ପକାଇଦେଲେ । କଣ୍ଟାବାଞ୍ଜି ଥାନା ବୁରୋମାଲ ହାଇସ୍କୁଲ ରୁ ଏଭଳି ଅଭିଯୋଗ ଆସିଛି । ସଭାପତି ଜଣକ ଏମିତି କାହିଁକି କଲେ କାରଣ ଅସ୍ପଷ୍ଟ ରହିଛି। ସୂଚନା ମୁତାବକ ଗତକାଲି

ଅପରେସନ୍ ନହ୍ନେ ଫରିସ୍ତେ, ଜୁଲାଇରେ ୬୨ ନାବାଳକ/ନାବାଳିକା ଉଦ୍ଧାର

ଭୁବନେଶ୍ୱର: ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) ଜୁଲାଇ ୨୦୨୩ ରେ ଅପରେସନ୍ ନହ୍ନେ ଫରିସ୍ତେ ଅଭିଯାନ ମାଧ୍ୟମରେ ବିଭିନ୍ନ ଷ୍ଟେସନ ପ୍ଲାଟଫର୍ମ ଏବଂ ଟ୍ରେନରୁ ୬୨ ନାବାଳକ/ନାବାଳିକା ଶିଶୁଙ୍କୁ ଉଦ୍ଧାର କରିଛି ଢ ଚାଇଲ୍ଡଲାଇନ ପରି ଏନଜିଓ ଏବଂ ଜିଲ୍ଲା ଶିଶୁ କଲ୍ୟାଣ କମିଟି

ଅମଲା -ମାଫିଆ- ପୋଲିସ ଓ ମିଡ଼ିଆ ଙ୍କ ମିଲି ଭଗତ ରେ ଚାଲିଛି ଚୋରା ବାଲି ବ୍ୟବସାୟ…!!

ଭୁବନେଶ୍ୱର// ସୁନ୍ଦରଗଡ଼ :୯-୮ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଓ ଲାଠିକଟା ତହସିଲ ଅଞ୍ଚଳରେ ଏବେ ଅମଲା-ବାଲିମାଫିଆ-ଆଉ କିଛି ମିଡିଆ ବନ୍ଧୁ ମାନଙ୍କ ମିଲି ଭଗତ ରେ ସରକାର ଙ୍କ ସମସ୍ତ ନୀତି ନିୟମ କୁ ଉଲଘ୍ନ କରି ଚାଲିଛି ଚୋରା ବାଲି ଚାଲାଣ।ଏକ ଅନୁସନ୍ଧାନ ରୁ ଜଣା ପଡ଼ିଛି ଯେ,ରାଉରକେଲା

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ୨ ଛାତ୍ର

କଟକ : ନରାଜ ନିକଟରେ ମହାନଦୀରେ ଦୁଇ ଜଣ ଛାତ୍ର ବୁଡ଼ି ଯାଇଛନ୍ତି। ଗାଧୋଇବାକୁ ଯାଇ ସେମାନେ ବୁଡ଼ି ଯାଇଥିବା ଜଣାପଡ଼ିଛି। ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ବୁଡ଼ି ଯାଇଥିବା ଛାତ୍ର ଦ୍ୱୟ କଟକର ଏକ ଘରୋଇ ସ୍କୁଲର ଯୁକ୍ତ

୧୧୦ ଗ୍ରାମର ବ୍ରାଉନସୁଗାର ଜବତ ଜଣେ ଗିରଫ

ବାହାନଗା: ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକର ବାହାନଗା ବଜାର ଗଳା ପୋଲ ତଳୁ ମଙ୍ଗଳବାର ଅବକାରୀ ବିଭାଗ ଦ୍ଵାରା ୧୧୦ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଏଥିରେ ବ୍ୟବହାର ହେଉ ଥିବା ଏକ ବୁଲେଟ ମଟର ସାଇକେଲ ସହ ଜଣକୁ ଗିରଫ କରାଯାଇଛି। ଆଜି ମଧ୍ୟାହ୍ନରେ ସୋର ଥାନା ଆଟପୁର ଅଂଚଳର ଚକ୍ରଧର

କଟକରେ ଫୁଟିଲା ଗୁଳି, ଜଣେ ମୃତ

କଟକ : ସଦର ଥାନା ସୁଭଦ୍ରାପୁର ଅଞ୍ଚଳରେ ଫୁଟିଛି ଗୁଳି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଚିନ୍ତାମଣି ସାହୁ। ସେ ଜଣେ ରାଜମିସ୍ତ୍ରୀ ଥିଲେ। ତାଙ୍କ ଘର ବାଙ୍କୀ ଅଞ୍ଚଳରେ। ଚିନ୍ତାମଣିଙ୍କୁ ତାଙ୍କର ଦୁଇ ଜଣ ସାଙ୍ଗ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ଅପରାହ୍ନ ପ୍ରାୟ

କ୍ରିପଟୋ ନାଁରେ ବଡ଼ ଠକେଇ ମାମଲା, ତିନି ଦିନିଆ ରିମାଣ୍ଡରେ ଆସିଲେ ଗୁରୁତେଜ ସିଂହ ଓ ନିରଦ ଦାସ

ଭୁବନେଶ୍ୱର : କ୍ରିପଟୋ ନାଁରେ ବଡ଼ ଠକେଇ ମାମଲାରେ ତିନି ଦିନିଆ ରିମାଣ୍ଡରେ ଗୁରୁତେଜ ସିଂହ ଓ ନିରଦ ଦାସ । ଉଭୟଂକୁ ଚୌଦ୍ବାର ଜେଲରୁ EOW ଅଫିସକୁ ଆଣି ପଚରାଉଚରା କରାଯାଉଛି । ଆଗକୁ ମୁହାଁମୁହିଁ ଜେରା କରିବ EOW। କୋଟି କୋଟି ଟଙ୍କା ଠକେଇ କେମିତି କରୁଥିଲେ ? ଗ୍ରାହକଂକୁ କିପରି ଠକୁଥିଲେ