Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ିଲେ ସୁବ୍ରତ ବାଗଚି
ଭୁବନେଶ୍ୱର: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି ସୁବ୍ରତ ବାଗଚୀ । ଏନେଇ ସୁବ୍ରତ ବାଗଚୀ ଗୁରୁବାର ଟ୍ୱିଟ୍ କରି ଲେଖିଛନ୍ତି, ୭ ବର୍ଷର ଗୌରବମୟ ଯାତ୍ରା ପରେ ବ୍ୟକ୍ତିଗତ କାରଣ ପାଇଁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ୁଛି ।
ବାଗଚୀ!-->!-->!-->…
ଜଗତସିଂହପୁର ଜିଲ୍ଲାରେ ୫ଟି ସଚିବ
ପାରାଦୀପ: ଆଜି ୫ଟି ସଚିବ ଭି.କେ ପାଣ୍ଡିଆନ ୨ ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଆଜି ପୁର୍ବାହ୍ନ ୯ରେ ଏରସମା ବ୍ଳକ ଅନ୍ତର୍ଗତ ଶିଆଳି ସମୁଦ୍ର ବେଳାଭୂମୀ ନିକଟରେ ହେଲିକ୍ୟାପ୍ଟର ଯୋଗେଁ ଓହ୍ଲାଇବା ଥିଲେ । ଏରସମାର ଶିଆଳୀ ସମୁଦ୍ରବେଳାଭୂମୀରେ ଦଶହଜାରରୁ ଅଧିକ ଜନସମାଗମ ଦେଖିବାକୁ!-->…
ବିଜେଡିର ଅନ୍ୟ ନାଁ ବିକାଶ : ଦେବୀ ମିଶ୍ର
ଭୁବନେଶ୍ୱର: ଫାଇଭ୍–ଟି ସଚିବଙ୍କ ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗ । ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ବିରୋଧୀ ଲିଫଲେଟ୍ ବାଣ୍ଟନ୍ତୁ କି ଘର ଘର ବୁଲନ୍ତୁ । ଲୋକ ଜାଣିଛନ୍ତି ତାଙ୍କ ସୁଖ ଦୁଖରେ ସାଥୀ କିଏ ? ବିକାଶର ସାଥୀ କିଏ ? ନିର୍ବାଚନ ବର୍ଷର ସବୁ ଦଳ ଏଭଳି କାର୍ଯ୍ୟକ୍ରମ!-->…
ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖୁଛନ୍ତି: ଲକ୍ଷ୍ମଣ ଟୁଡୁ
ଭୁବନେଶ୍ୱର: ୫ଟି ସଚିବଙ୍କ ଗସ୍ତକୁ ନେଇ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଟାର୍ଗେଟ । ୫ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖୁଛନ୍ତି କହିଲେ ଟୁଡୁ ।
ଆଗାମୀ ଦିନରେ ଏକ ମିଡ୍ନାଇଟ୍ ଅପରେସନ କରିବାକୁ ଯାଉଛନ୍ତି । ସେ ବାରିପଦାରେ ଜିଲ୍ଲାପାଳ ଥିବାବେଳେ ଲୁଟ ଆରମ୍ଭ ହୋଇଥିଲା!-->!-->!-->…
୫ଟି ସଚିବଙ୍କୁ ଜଗତସିଂହପୁରେ ବିରୋଧ
ଭୁବନେଶ୍ୱର: ୫ଟି ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତକୁ ବିଜେପିର ବିରୋଧ । କଳା ବେଲୁନ ଉଡାଇବା ସହ କଳା ପୋଷାକ ପିନ୍ଧି ବିରୋଧ । ରାହାମାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କଳା ଗଞ୍ଜି ପିନ୍ଧି ବିରୋଧ ।
ପାରାଦ୍ୱିପ ଏଡିଏମ୍ ଅଫିସ ଆଗରେ କଳା ପୋଷାକ ପିନ୍ଧି ବିରୋଧ । କୁଜଙ୍ଗରେ କଳା!-->!-->!-->…
ଟିକେଟ୍ କଟିବା ଭୟରେ ସବୁ ଚୁପ୍ : ତାରା ପ୍ରସାଦ ବାହିନିପତି
ଭୁବନେଶ୍ୱର: ରାଜ୍ୟରେ ସବୁ ତନ୍ତ୍ର ଚାଲିଛି କହିଲେ ତାରା ପ୍ରସାଦ ବାହିନିପତି । ୫ଟି ସଚିବ ଯଦି ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି ସେଥିପାଇଁ ମନ୍ତ୍ରୀ ଓ ବିଧାୟକ ଦାୟୀ । ସେମାନେ ସ୍ୱର ଉତ୍ତୋଳନ କରିବା ବଦଳରେ ଧନ୍ୟବାଦ ଦେଉଛନ୍ତି ।
ଜଣେ ସାଂସଦ କହିଲେଣି,ପାଣ୍ଡିଆଦ ସାର ଆମ ମୁଖ୍ୟମନ୍ତ୍ରୀ!-->!-->!-->…
ବାହାନାଗା ଟ୍ରେନ ଦୁର୍ଘଟଣା : ଏସସିବିରେ ଆଖି ବୁଜିଲେ ଆଉ ଜଣେ ଆହତ
କଟକ : ବାହାନାଗା ଟ୍ରେନ ଦୁର୍ଘଟଣାରେ ଆଉ ଜଣେ ଆହତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଏବେ ଟ୍ରେନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୯୩କୁ ବୃଦ୍ଧି ପାଇଛି । ମୃତକଙ୍କ ନାଁ ହେଉଛି ମନୀଷ କୁମାର । ସେ କଟକ SCBରେ ଚିକିତ୍ସାଧୀନ ଥିଲେ । ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । !-->…
ବିଜେଡି ସାଂସଦ, ବିଧାୟକ ଅସହାୟ: ମୋହନ ମାଝୀ
ଭୁବନେଶ୍ୱର: ୫ଟି ସଚିବଙ୍କ ଗ୍ରସ୍ତକୁ ବିଜେଡିର ଡିଫେଣ୍ଡକୁ ବିଜେପିର ସମାଲୋଚନା । କଡା ସମାଲୋଚନା କଲେ ବିଜେପି ନେତା ମୋହନ ମାଝୀ । ସଙ୍କଟରେ ବିଜେଡି ଓ ସରକାର,ତେଣୁ କଥା ଏଡାଇବାକୁ ଚାହୁଛନ୍ତି । ବିଜେଡି ସାଂସଦ ଓ ବିଧାୟକ ଅସହାୟ,୫ଟି ସଚିବ ଦାସତ୍ୱ ଗ୍ରହଣ କରିଛନ୍ତି ।
ଟିକେଟ କାଟିବା!-->!-->!-->…
ତ୍ରିପୁରାରେ ରଥଯାତ୍ରା ବେଳେ ଅଘଟଣ, ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର : ତ୍ରିପୁରାର କୁମାରଘାଟ ଅଞ୍ଚଳରେ ରଥଯାତ୍ରା ଉତ୍ସବ ବାହୁଡା଼ ଯାତ୍ରା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏଥିସହିତ ଅନେକ ଲୋକ ଆହତ ହୋଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
!-->!-->!-->…
କ୍ଷମତା ନୁହେଁ, ଦାୟିତ୍ୱ ଦିଆଯାଇଛି: ପ୍ରସନ୍ନ ଆଚାର୍ଯ୍ୟ
ଭୁବନେଶ୍ୱର: ୫ଟି ସଚିବ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲା ବିଜେଡି । ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । କହିଲେ, ‘କ୍ଷମତା ହସ୍ତାନ୍ତର କରାଯାଇନି । କର୍ତ୍ତବ୍ୟ କରିବାକୁ ଦାୟିତ୍ବ ଦିଆଯାଇଛି’ ।
ବିଜେଡି ନେତା ପ୍ରସନ୍ନ!-->!-->!-->…