Browsing Category

ଓଡିଶା

ବାତ୍ୟା ‘ବିପର୍ଯ୍ୟୟ’ ପାଇଁ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର : କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ। ଗୁଜରାଟକୁ ହେବାକୁ ଥିବା ବାତ୍ୟା ‘ବିପର୍ଯ୍ୟୟ’ ପାଇଁ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି। ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍ଯ୍ୟକ୍ରମ ଅପରିବର୍ତ୍ତନ ରହିଛି। ଏନେଇ

ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍‌ ଅଭିଯୋଗ ମାମଲା। ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନ ଖାରଜ ହୋଇଛି। ୧୫ ଦିନିଆ ଜାମିନ ଆବେଦନ ଖାରଜ କଲେ ସିବିଆଇ କୋର୍ଟ। ମା’ ଦେହ ଅସୁସ୍ଥ ଦର୍ଶାଇ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲା ଖଗେଶ୍ୱର। ବ୍ଲାକବେଲର

୩୦ବର୍ଷରେ ୩୭ହଜାର କୋଟି ଖର୍ଚ୍ଚ : ତଥାପି ସୁଧୁରୁନି ବିଦ୍ୟୁତ ଭିତ୍ତିଭୂମି

ଭୁବନେଶ୍ବର : କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ତଥାପି ସୁଧୁରି ପାରୁନି ବିଦ୍ୟୁତ ଭିତ୍ତିଭୂମି। ଗ୍ରାହକଙ୍କ ପାଖରେ ପହଞ୍ଚି ପାରୁନି ନିରନ୍ତର ବିଜୁଳି ସେବା। ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟ ଅନୁସାରେ, ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବା ପାଇଁ ରାଜ୍ୟରେ ଗତ ୩୦ ବର୍ଷରେ ୩୭ ହଜାର

ଅଙ୍ଗନୱାଡି ସହାୟିକା ସଞ୍ଜୁଙ୍କ ପୁଅ ବାଲିମେଳା କଲେଜ୍ +୨ କଳା ବିଭାଗ ଟପ୍ପର…

ମାଲକାନଗିରି/ବାଲିମେଳା:(୧୩/୦୬/୨୦୨୩)ନିକଟ ଅତୀତରେ ଅର୍ଥାତ୍ ତା୦୮.୦୬.୨୦୨୩ରିଖ ଦିନ ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ପରୀକ୍ଷାଫଳ। ପୂର୍ବରୁ ଏହା ପ୍ରମାଣିତ ହୋଇ ସାରିଛି ଯେ ଅଦମ୍ୟ ସାହସ , ଅହରହ ଉଦ୍ୟମ , ଅକ୍ଲାନ୍ତ ପରିଶ୍ରମ ଯେ ଦାରିଦ୍ର୍ୟର ବେଡି ଭାଙ୍ଗି ସମସ୍ତ ଘାତ ପ୍ରତିଘାତକୁ

ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ଶେଷ କରିବା ଆମ ସମସ୍ତଙ୍କ ଦାୟିତ୍ୱ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ପୁରୀ: ମହାପ୍ରଭୁ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ। ମହାପ୍ରଭୁଙ୍କ ରଥଯାତ୍ରାକୁ ସାରା ବିଶ୍ୱ ଚାହିଁ ରହି ଥାଏ। ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ଶେଷ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରଥଯାତ୍ରା ତୃତୀୟ ତଥା ଶେଷ ସମନ୍ବୟ

ପାଚିକା-ସହାୟିକାଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଆଜି ରାଜ୍ୟର ପ୍ରାଥମିକ ସ୍କୁଲଗୁଡ଼ିକରେ ମଧ୍ୟାହ୍ନଭୋଜନ ଦାୟିତ୍ୱରେ ନିୟୋଜିତ ପାଚିକା ଓ ସହାୟିକାଙ୍କୁ ଶାଢ଼ୀ ଭତ୍ତା ବାଣ୍ଟିଛନ୍ତି । ପ୍ରତ୍ୟେକ ପାଚିକା ଓ ସହାୟିକାଙ୍କୁ ଶାଢ଼ୀ ଭତ୍ତା

ପୂର୍ବବର୍ଷ ଭଳି ସମସ୍ତଙ୍କ ସହଯୋଗରେ ରଥଯାତ୍ରା ସୁରୁଖୁରୁରେ ଶେଷ ହେବ: ପୁଲିସ ମହାନିର୍ଦ୍ଦେଶକ

ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଖେଇ ଆସୁଛି। ଆଉ ୬ ଦିନ ପରେ ଅର୍ଥାତ ଆସନ୍ତା ୨୦ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବ। ଏଥି ପାଇଁ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି କ୍ରମରେ ଆଜି ପୁଲିସ

ବାହାନଗା ଟ୍ରେନ ଟ୍ରାଜେଡି: ତଦନ୍ତର ସପ୍ତାହକ ପରେ ସନ୍ଦିଗ୍ଧଙ୍କ ବିରୋଧରେ ଠୋସ ପ୍ରମାଣ ମିଳିଛି

ଭୁବନେଶ୍ୱର : ବାହାନଗା ଟ୍ରେନ ଟ୍ରାଜେଡିର କାରଣ ଖୋଜୁଛି ସିବିଆଇ। ତଦନ୍ତର ସପ୍ତାହକ ପରେ ସନ୍ଦିଗ୍‌ଧଙ୍କ ବିରୋଧରେ ଠୋସ ପ୍ରମାଣ ପାଇଥିବା କୁହାଯାଇଛି। ଷ୍ଟେସନର ଆସିଷ୍ଟାଣ୍ଡ ମ୍ୟାନେଜର ଓ ସିଗ୍‌ନାଲ ଇନ୍‌ଚାର୍ଜଙ୍କୁ ମାରାଥନ ଜେରା କରି ବହୁ ତଥ୍ୟ ସିବିଆଇ ହାସଲ କରିଥିବା ଜଣାପଡ଼ିଛି।

ବାର୍‌ରେ ବିଳମ୍ବିତ ରାତିରେ ଗଣ୍ଡଗୋଳ ଘଟଣା: ମ୍ୟାନେଜରଙ୍କ ସମେତ ୧୦ ଗିରଫ

ଭୁବନେଶ୍ଵର: ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଭେନସ୍ ବାରରେ ବିଳମ୍ବିତ ରାତିରେ ଗଣ୍ଡଗୋଳ ଘଟଣାରେ ୧୦ଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୁଲିସ । ବିଳମ୍ବିତ ରାତିରେ ଗଣ୍ଡଗୋଳ ସମୟର ଭିଡିଓ ସମ୍ନାକୁ ଆସିବା ପରେ ଆକ୍ସନ ମୋଡରେ କମିସନରେଟ ପୁଲିସ । ଏହି ୧୦ଜଣଙ୍କ ମଧ୍ୟରେ ବାର୍

ଢେଙ୍କାନାଳ ଟାଟା ଷ୍ଟିଲ ମେରାମୁଣ୍ଡଳି ପାଓ୍ଵାରପ୍ଲାଣ୍ଟରେ ବ୍ଲାଷ୍ଟ, ୧୯ ଗୁରୁତର

ଢେଙ୍କାନାଳ:ଢେଙ୍କାନାଳ ଟାଟାଷ୍ଟିଲ ମେରାମଣ୍ଡଳୀ ଫେଜ ୨ର BAPP-2 Powerplantରେ ଦୁର୍ଘଟଣା । ଅନଲାଇନ ସ୍କିନଲାଇନିଂ କାମ ଚାଲିଥିଲା ବେଳେ ଅତ୍ୟଧିକ ଚାପରେ ପ୍ରୋଜେକ୍ଟଟି ବ୍ଲାଷ୍ଟିଂ ହୋଇଛି । ପ୍ରାୟ ୧୯ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଡିପାର୍ଟମେଣ୍ଟ ମୁଖ୍ୟ