Browsing Category

ଓଡିଶା

ରାଜଧାନୀରେ ଶିଶୁ କନ୍ୟା ଜନ୍ମ କରି ରାସ୍ତା କଡ଼ରେ ଫୋପାଡି ଦେଇଗଲା ମା’

ଭୁବନେଶ୍ବର: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। ଖୋଦ୍ ରାଜଧାନୀରେ ଘଟିଲା ଅଭାବନୀୟ ଘଟଣା। ଜନ୍ମ କରି ରାସ୍ତା କଡ଼ରେ ନବଜାତ ଶିଶୁ କନ୍ୟାକୁ ଫୋପାଡି ଦେଇଗଲା ମା’। ମିଳିଥିବା ସୂଚନା ମୁତାବକ ଭୁବନେଶ୍ବରର ଆଚାର୍ଯ୍ୟବିହାର ଛକ ନିକଟ ଅଳିଆ ଗଦାରେ ଏହି ନବଜାତ…

ଆଜିଠୁ ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଜୁଲାଇ ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ଜୁଲାଇ ୧୩…

ବିଦ୍ୟୁତ ସେବା ଯୋଗାଇବାରେ ଟାଟା ପାଓ୍ବାର କରିଥିବା ଖର୍ଚ୍ଚର ହେବ ଅଡିଟ୍

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ ବିତରଣ ଭିତ୍ତିଭୂମିର ବିକାଶ ପାଇଁ ଟାଟା ପାଓ୍ବାର ପକ୍ଷରୁ ଖର୍ଚ୍ଚ ହୋଇଥିବା ୧୯୦୦ କୋଟି ଟଙ୍କାର ତୃତୀୟ ପକ୍ଷ ଅଡିଟ୍ କରିବାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ନିଷ୍ପତ୍ତି ନେଇଛି। ଭୁବନେଶ୍ୱରସ୍ଥିତ ଟାଟା ପାଓ୍ୱାର ସେଣ୍ଟ୍ରାଲ ଓଡ଼ିଶା…

ମହିଳା ପୋଲିସ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଘରୋଇ ସହାୟିକା

କଟକ: ଜିଲ୍ଲାର ଜଣେ ମହିଳା ପୁଲିସ କର୍ମଚାରୀଙ୍କ ବିରୋଧରେ ତାଙ୍କ ଘରୋଇ ସହାୟକ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଗତ ଦୁଇ ବର୍ଷ ହେବ ମହିଳା ପୋଲିସ କର୍ମଚାରୀଙ୍କ ପାଇଁ କାମ କରୁଥିବା ସଞ୍ଜୁକ୍ତା ପାତ୍ର ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଅନେକ ସମୟରେ ମାଡ ମାରିବା ସହ…

୨୫ କିଲୋମିଟର ଚାଲିଚାଲି ଆସି ଉପଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ଜଣାଇଲେ ଛାତ୍ର

ବାରିପଦା: ଛାତ୍ରମାନେ ସ୍କୁଲର ସମସ୍ୟା ଜଣାଇବାକୁ ପ୍ରାୟ ୨୫ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଆସି ଭେଟିଛନ୍ତି ଉପଜିଲ୍ଲାପାଳଙ୍କୁ। ମୟୂରଭଞ୍ଜ ଜିଲ୍ଲା ଦୁଧିଆଣି ଜି.ପି. ହାଇସ୍କୁଲର ଛାତ୍ରମାନେ ବୁଧବାର ୨୫ କିଲୋମିଟର ଚାଲି ଚାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେମାନଙ୍କ…

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ୨୪ ଘଣ୍ଟିଆ ଓଟି ସେବା

ଭୁବନେଶ୍ୱର: ଏଣିକି ରାତିରେ ଗୁରୁତର ରୋଗୀ ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ଅପରେସନ ପାଇଁ ଆସିଲେ ଆଉ ଅନ୍ୟ ହସ୍ପିଟାଲକୁ ରେଫର ନହୋଇ ତାଙ୍କର କିଭଳି ଅପରେସନ ହୋଇପାରିବ ସେ ଦିଗରେ ପଦକ୍ଷେପ ନିଆଯାଇଛି। ଏଣିକି ଅସହାୟ ରୋଗୀ ଓ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ୨୪ ଘଣ୍ଟା…

ଗୁଳିମାଡ଼ରେ ବାପା ମୃତ, ଝିଅ ଗୁରୁତର

ବ୍ରହ୍ମପୁର: ଝିଅର ଶାଶୂ ଘରକୁ ଯାଇଥିବା ବାପାଙ୍କର ଗୁଳିମାଡ଼ରେ ମୃତ୍ୟୁ ହୋଇଛି। ଗଂଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ବିଜୟ ବେହେରା (୬୨)। ଏହି ଗୁଳିମାଡ଼ର ଶିକାର ହୋଇଥିବା ଝିଅଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ…

ଓଡ଼ିଶାରେ ମିଶନ ଶକ୍ତି ଅଭିଯାନ ବନ୍ଦ କରିବାକୁ ବିଜେପିର ଷଡଯନ୍ତ୍ର: ବିଜେଡିି

ଭୁବନେଶ୍ୱର, : ମିଶନ ଶକ୍ତି ଅଭିଯାନ ଯୋଗୁଁ ଓଡ଼ିଶାର ୭୦ ଲକ୍ଷ ମହିଳା କିପରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଏବଂ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ନିଜର ଯୋଗଦାନ ଦେଇ ପାରୁଛନ୍ତି, ତାହା ଆଜି ସାରା ବିଶ୍ୱ ଦେଖୁଛି। ଓଡ଼ିଶାରେ ମହିଳା ସଶକ୍ତିକରଣର ଏହି ସଫଳ ଅଭିଯାନ ଆଜି ସବୁରି…

ପ୍ରତି ମାସରେ ବରିଷ୍ଠ ଅଧିକାରୀ ବିଭିନ୍ନ ଡିସକମ୍ ବୁଲି ‘ଟାଟା ପାୱାର’ କାର୍ଯ୍ୟର ସମୀକ୍ଷା କରିବେ: ଓଇଆରସି

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ୍‌ ବିଭ୍ରାଟ ନେଇ ଆସନ୍ତା ବର୍ଷ ଯେପରି ଏ ବର୍ଷ ଭଳି ଅବସ୍ଥା ନ ହୁଏ ସେନେଇ ଓଇଆରସି ତାଗିଦ୍‌ କରିଛି। ଟାଟା ପାୱାରର ବାର୍ଷିକ ପ୍ରଦର୍ଶନୀ ସମୀକ୍ଷା ପରେ ଓଇଆରସି ପକ୍ଷରୁ ସେବା ସୁଧାରିବାକୁ କହାଯାଇଛି । ଓଇଆରସି ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି…

ଗ୍ରାମାଞ୍ଚଳର ବିକାଶ ବିଜେପି ସହ୍ୟ କରି ପାରୁନାହିଁ: ବିଜେଡି

ଭୁବନେଶ୍ୱର: ଯେତେବେଳେ ରାଜ୍ୟ ସରକାର ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା ପ୍ରତ୍ୟେକ ପଞ୍ଚାୟତର ରୂପାନ୍ତୀକରଣ, ଡିଜିଟାଲ ଭିତ୍ତିଭୂମିର ବିକାଶ ଏବଂ ସର୍ବୋପରି ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟର ସଂସ୍ଥାପନା ଲାଗି ଐତିହାସିକ ପଦକ୍ଷେପ ନେଉଛନ୍ତି ଓଡ଼ିଶା ବିଜେପି ଏଥିରେ ବି ରାଜନୀତି କରିବାକୁ…