Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଘର ଭିତରେ ପଶିଗଲା କାର, ଶୋଇଥିବା ଅବସ୍ଥାରେ ମହିଳା ମୃତ
ବୌଦ୍ଧ: ବୌଦ୍ଧ ରାଧାନଗର ଗାଁରେ ରାତି ଅଧରେ ଘର ଭିତରକୁ ପଶିଲା ଇନୋଭା କାର। ଘରେ ସୋଇଥିବା ମହିଳାଙ୍କ ଉପରକୁ ମାଡ଼ିଗଲା କାର । ଘଟଣା ସ୍ଥଳରେ ମହିଳାଙ୍କ ମୃତ ହୋଇଥିବା ସୂଚନା । ମୃତ ମହିଳା ଜଣକ ହେଲେ ରାଧାନଗର ଗାଁର ପାଣେଶ୍ବରୀ ଧଳ । ଇନୋଭା କାରଟି ଚାରିଛକ ପଟୁ ବୌଦ୍ଧ ଆଡକୁ!-->…
କୋଲାବ ଡ୍ୟାମରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ପ୍ରେମିକ ଗିରଫ
କୋରପୁଟ: କୋଲାବ ଡ୍ୟାମରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣା । ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ନନ୍ଦପୁର ପୋଲିସ । ଗତ ୬ ତାରିଖରେ କୋରାପୁଟ ଜିଲ୍ଲା ବୋରିଗୁମା ଥାନା ଚାରାଗାଁର ଯୁବତୀ ଗୌରୀ ହରିଜନର ମୃତଦେହ ବାଲିପଦରଗୁଡା ନିକଟ କୋଲାବ ଡ୍ୟାମରେ ଭାସୁଥୁବା ଅବସ୍ଥାରେ ପୋଲିସ ଉଦ୍ଧାର!-->…
ବାଲି ମାଫିଆଙ୍କ କବ୍ଜାରେ ବିରମିତ୍ରପୁର ରାଜସ୍ବ ବିଭାଗ: ଠିକାଦାର ଓ ତହସିଲଦାର ଙ୍କ ମଧୁଚନ୍ଦ୍ରିକା ବାଟରୁ ଯାଇ ହାଟରେ…
ବୀରମିତ୍ରପୁର- ବୀରମିତ୍ରପୁର ତହସିଲ ରେ ହେଉଥିବା ଦୁର୍ନୀତି ବାଟରୁ ଯାଇ ହାଟରେ ପଡ଼ିଲାଣି ଯାହାକି ଅନେକ ଗଣ ମାଧ୍ୟମରେ ଖବର ପ୍ରକାଶ ପାଉଛି ତଥାପି ଜିଲ୍ଲା ପ୍ରଶାସନ ନୀରବତା କୁ ନେଇ ପ୍ରଶ୍ନ ଉଠୁଛି l ସୂଚନା ଥାଉକି ବୀରମିତ୍ରପୁର ତହସିଲ ଅନ୍ତର୍ଗତ ରାଏବଗା ବାଲିଘାଟ ରେ ଜେସିବି!-->…
ଝାରସୁଗୁଡ଼ାରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ
ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବାଜିମାତ । ବୃହତ ବିଜୟ ହାସଲ କରିଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ ଦୀପାଳି ଦାସ ମହାନ୍ତି । ୪୮ ହଜାର ୬୧୯ ଭୋଟରେ ବିଜୟ ଲାଭ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ବିଜୟ ପରେ ବିଜୟ ଉତ୍ସବ ମନାଉଛନ୍ତି ବିଜେଡି କର୍ମୀ । ବିଜେପି!-->…
ସିବିଏସ୍ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ମେଧା ତାଲିକାକୁ ବୋର୍ଡର ନା, ମିଳିବ ମେରିଟ୍ ସାର୍ଟିଫିକେଟ୍
ଭୁବନେଶ୍ୱର : କୋଭିଡ୍ ସଂକ୍ରମଣ କମିବା ପରେ ଚଳିତ ବର୍ଷ ସିବିଏସ୍ଇ ପକ୍ଷରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ଏଥର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୋଭିଡ୍ ସଂକ୍ରମଣ ନ!-->…
ଘରେ ପଶିଲେ ୮ ଡକାୟତ, ଲୁଟି ନେଲେ ଟଙ୍କା ସହ ସୁନା
ବାଲେଶ୍ୱର: ୨ ମାସ ତଳେ ଘରକୁ ଆସିଥିଲା ନୂଆ ବୋହୂ । ତେଣୁ ଘରେ ସୁନା ଗହଣା ସାଙ୍ଗକୁ ନଗଦ ଟଙ୍କା ବି ଥିଲା। ଏହା ଜାଣି ପାରି ଗତ ରାତିରେ ମାରଣାସ୍ତ୍ର ଧରି ଘରେ ପଶିଲେ ୮ ଡକାୟତ । ଆଉ ଶାଶୂ, ବୋହୂଙ୍କୁ ବନ୍ଧୁକ, ଭୁଜାଲି ଦେଖାଇ ଲୁଟି ନେଲେ ୫୦ ହଜାର ଟଙ୍କା ସାଙ୍ଗକୁ ୫ ଭରି ସୁନା। ଏପରି ଏକ!-->…
୧୫ ତାରିଖରୁ ନିସ୍ତାର ନାହିଁ, ୪୫ଂ ଉପରେ ରହିବ ତାପମାତ୍ରା
ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ମୋକା’ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଶୁକ୍ରବାର ଦିନ ଆକାଶ ମେଘୁଆ ରହିଥିଲା। ଆଜି(ଶନିବାର) ମଧ୍ୟ ପାଗରେ ବିଶେଷ ପରିବର୍ତ୍ତନ ଘଟିବ ନାହିଁ। ତେଣୁ ଶୁକ୍ରବାର ଭଳି ଶନିବାର ଦିନ ମଧ୍ୟ ରାଜ୍ୟକୁ ତାତିରୁ ଆଶ୍ବସ୍ତି ମିଳିବ।!-->…
୧୫ରେ ୭ ଜିଲ୍ଲା ବନ୍ଦ ଡାକରା ଦେଲା ମାଓ ସଂଗଠନ
ରାୟଗଡା //କଲ୍ୟାଣସିଂହପୁର : କଳାହାଣ୍ଡି ଜିଲ୍ଲାରେ ପୁଲିସ୍ ଏନ୍କାଉଣ୍ଟରରେ ମାଓ କମାଣ୍ଡର ଲଳିତର ମୃତ୍ୟୁକୁ ନେଇ ପ୍ରତିବାଦ କରିଛି ସିପିଆଇ ମାଓ ସଂଗଠନ। ପୁଲିସ୍ ଏନ୍କାଉଣ୍ଟର୍କୁ ମିଥ୍ୟା ଦର୍ଶାଇବା ସହ ଏହାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ସଂଗଠନ। ମିଥ୍ୟା ଏନକାଉଣ୍ଟରର ଦୃଢ଼!-->…
ବାଇକକୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
ଗଜପତି : ପାରଳାଖେମୁଣ୍ଡି ନିକଟସ୍ଥ ରାଣୀପେଣ୍ଠା ଛକ ନିକଟରେ ଦୁର୍ଘଟଣା ଘଟିଛି। ବାଇକକୁ ଧକ୍କା ଦେଲା ଟ୍ରକ। ଫଳରେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟ ହୋଇଛି। ଘଟଣାସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ଜସମନ୍ତ ଗମାଙ୍ଗ ବଡଓ୍ବାର୍ଦା ବୋଲି ଜଣାପଡିଛି।
!-->!-->…
ପୁରୀରୁ ଫେରୁଥିବା ବେଳେ କାରକୁ ଧକ୍କା ଦେଲା ଟ୍ରକ, ୪ ଗୁରୁତର
ସୋର : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ମଇତାପୁର ଜଗନ୍ନାଥ ରାଇସ ମିଲ୍ ନିକଟରେ ଦୁର୍ଘଟଣା । କାର୍ ସହ ଟ୍ରକର ଧକ୍କା । ଏହି ଦୁର୍ଘଟଣାରେ ଚାରି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
!-->!-->!-->…