Browsing Category

ଓଡିଶା

ସୁଦାନରୁ ସ୍ୱଦେଶ ଫେରିଲେଣି ୪୨ ଜଣ ଓଡ଼ିଆ

ଭୁବନେଶ୍ୱର : ଯୁଦ୍ଧଗ୍ରସ୍ତ ସୁଦାନରୁ ଫେରୁଛନ୍ତି ଓଡ଼ିଆ । ବର୍ତ୍ତମାନ ସୁଦ୍ଧା ସ୍ୱଦେଶ ଫେରିଲେଣି ୪୨ ଜଣ । ଏମାନଙ୍କ ଭିତରୁ ୬ ଜଣ ଜନ୍ମମାଟିରେ ପହଞ୍ଚିଛନ୍ତି । ୩୬ ଜଣ ଗତକାଲି ଦିଲ୍ଲୀରେ ପହଞ୍ଚିଥିଲେ । ସେଠାରୁ ଆସିବେ ଭୁବନେଶ୍ୱର । ଅପରେସନ୍‌ କାବେରୀରେ ଏମାନଙ୍କୁ ସ୍ୱଦେଶକୁ

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଞ୍ଜନଗର: ଗଛରେ ଝୁଲୁଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଠାବ । ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ପାଣା ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତ ଯୁବକ ଜଣକ ସେହି ଗାଁ ର ଦେବରାଜ ଓରଫ୍ ନରୋତ୍ତମ ପୋଲାଇ । କୌଣସି କାମରେ ବାହାରକୁ ଯାଇ , ଗତ ରାତିରୁ ଘରକୁ

ଟ୍ରକ ତଳେ ପଶିଗଲା ସ୍କର୍ପିଓ: ଜଣେ ମୃତ, ୪ ଗୁରୁତର…

ଭଦ୍ରକ : ସକାଳୁ ସକାଳୁ ଭଦ୍ରକ ଜିଲ୍ଲାରେ ଦୁଇଟି ଦୁର୍ଘଟଣା । ୧୬ ନମ୍ବର ଜାତୀୟ ରାଜପଥ ଛତାବର ନିକଟରେ ଠିଆ ହୋଇଥିବା ବେଳେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସ୍କର୍ପିଓ ଗାଡିଟି ଟ୍ରକ ତଳେ ପଶିଯାଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଆହତଙ୍କୁ

ଦନ୍ତା ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ…

ଅନୁଗୁଳ : ହାତୀ ଆକ୍ରମଣରେ ଗଲା ବୃଦ୍ଧାଙ୍କର ଜୀବନ । ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜ ମରଣ୍ଡା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଝଟକ ବେହେରା । ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ମୃତ୍ୟୁ ପରେ ଗାଁରେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ବନ

ମେ’ ରେ ଅନୁଭୂତ ହେବ ଭୀଷଣ ତାତି…

ଭୁବନେଶ୍ୱର : ମେ’ ମାସରେ ଭୀଷଣ ତାତି ଅନୁଭୂତ ହେବ । ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାକୁ ଅଧିକ ରହିବ ପାରଦ । ଭାରତୀୟ ପାଣିପାଗ ବିଭାଗ ଏମିତି ପୂର୍ବାନୁମାନ କରିଛି । ଓଡ଼ିଶାରେ ମେ ମାସରେ ସ୍ୱାଭାବିକଠାରୁ ଅଧିକ ରହିପାରେ ତାପମାତ୍ରା । ଅଧିକ ହେବ ଗରମ । ସ୍ୱାଭାବିକଠାରୁ ଅଧିକ ତାତି

ଆସନ୍ତା ୪ ଦିନ ଯାଏ ବିଜୁଳି ଘଡ଼ଘଡ଼ି ସହ ବର୍ଷା; ଆଜି ୧୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ । କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ଆସନ୍ତା ଚାରି ଦିନ ଯାଏ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ

ନିଶାସକ୍ତ ଯୁବକର କାର ଧକ୍କାରେ ଆଈ ସହ ନାତି ଓ ନାତୁଣୀଙ୍କ ମୃତ୍ୟୁ

ଅନୁଗୋଳ: ତାଳଚେର ଗୋବରା ଗାଁରେ ଅଭାବନୀୟ ଘଟଣା ଘଟିଛି। ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଦ୍ରୁତଗାମୀ କାର୍‌ ସେମାନଙ୍କ ଉପରେ ଚଢ଼ିଯାଇଛି। ଫଳରେ ଜଣେ ବୃଦ୍ଧା ଓ  ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ପ୍ରମିଳା ପ୍ରଧାନ, ପୁନମ୍‌ ପ୍ରଧାନ ଓ ଗୁଗୁ। ସୂଚନା ଅନୁସାରେ ଗୋବରା ଗାଁ

ସ୍ଥାନୀୟ ପ୍ରଶାସନର ଅପାରଗତା କାରଣରୁ ସମ୍ବଲପୁରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ହନୁମାନ ଜୟନ୍ତୀରେ ସମ୍ବଲପୁରରେ ହିଂସା ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,  ସ୍ଥାନୀୟ ପ୍ରଶାସନର ଅପାରଗତା କାରଣରୁ ସମ୍ବଲପୁରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା। ବହୁତ ଲୋକ ହତାହତ ହେଲେ ବହୁତ ସମ୍ପତ୍ତି ହାନି ବି

କଟକରୁ ତାନ୍ତ୍ରିକ ଠକ ଗିରଫ, ଲୋକଙ୍କ ଠାରୁ ଠକିଛି କୋଟି କୋଟି ଟଙ୍କା

କଟକ: ବଡ଼ ଠକ ଗିରଫ। କେସରପୁର ଅଞ୍ଚଳର ମୁଲାନା କୈଫି ଖାନକୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ। ଦୁଇ ଦାମୀ କାର ଜବତ। ଏକ ବୁଲେଟ ଜବତ। ଦୁଇ ଲକ୍ଷ ୭୬ ହଜାର ୪୧୦ ନଗଦ ଟଙ୍କା ଜବତ। ୭୦ ଟି ମୋବାଇଲ ଫୋନ ଜବତ। ୨୦ ଟି ଦାମୀ ଘଣ୍ଟା ଜବତ। ୧୩ ଟି ବିଭିନ୍ନ ପଲିସି ଏବଂ ବଣ୍ଡ କାଗଜପତ୍ର

କିସ୍‌ ପରିଦର୍ଶନ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ଭୁବନେଶ୍ବର: କିସ୍‌ ପରିଦର୍ଶନ ଆସିଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଆଜି ଅପରାହ୍‌ଣରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସପତ୍ନୀକ ପହଞ୍ଚିଛନ୍ତି । ସୋରେନଙ୍କ ସହ ଝାଡ଼ଖଣ୍ଡ ସରକାରଙ୍କ ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ ବ୍ୟକ୍ତିଗତ