Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସୁଦାନରୁ ଭୁବନେଶ୍ୱର ଫେରିଲେ ୬ ଓଡ଼ିଆ…
ଭୁବନେଶ୍ୱର : ଗୃହଯୁଦ୍ଧ କବଳିତ ସୁଦାନରୁ ଭୁବନେଶ୍ୱର ଫେରିଲେ ୬ ଓଡ଼ିଆ । ମିଡିଆ ଆଗରେ କହିଲେ ଛାତିଥରା କାହାଣୀ । ବଖାଣିଲେ ଭୟଙ୍କର ଅନୁଭୂତି । ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ୬ ଓଡ଼ିଆ । ଏପ୍ରିଲ ୧୫ରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ଫସି!-->…
5T ସଚିବଙ୍କ କେନ୍ଦ୍ରାପଡା ଗସ୍ତର ଦ୍ୱିତୀୟ ଦିନ
କେନ୍ଦ୍ରାପଡା : କେନ୍ଦ୍ରାପଡା ଗସ୍ତର ଦ୍ୱିତୀୟ ଦିନରେ 5T ସଚିବଙ୍କ ବରାହଜୀଉ ମନ୍ଦିର ପରିଦର୍ଶନ। ଗସ୍ତ ବେଳେ ବରାହଜୀଉ ମନ୍ଦିରର ସୌନ୍ଦର୍ଯ୍ୟକରଣ ନେଇ ଆଲୋଚନା କରିଛନ୍ତି । ମନ୍ଦିରର ଉନ୍ନତିକରଣ ନେଇ ପ୍ରସ୍ତୁତ ନକ୍ସା ଦେଖିବା ସହ ମନ୍ଦିର ପରିବେଶ ବୁଲି ଦେଖିଛନ୍ତି । ମନ୍ଦିରର!-->…
ବିଜୁବାବୁଙ୍କ ଡାକୋଟା ବିମାନ ଦେଖି ଭାବବିହ୍ଵଳ ହେଲେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ
ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁବାବୁଙ୍କ ଡାକୋଟା ବିମାନ ଦେଖିଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ । ଭୁବନେଶ୍ୱର ବିମାନ ବନ୍ଦରରେ ରହିଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । ଆଜି ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଏମଏମଇ ଇନା ହେଚ୍ କ୍ରିଷ୍ଣମୂର୍ତ୍ତିଙ୍କ ସହ ଏକ ଟିମ ବୁଲି!-->…
ଆସନ୍ତାକାଲି ପୁରୀ-ହାୱଡ଼ା ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଟ୍ରାଏଲ ରନ୍
ଆସନ୍ତାକାଲି ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରାଏଲ ରନ୍ କରିବ। ସକାଳ ୬ଟା ୧୦ ମିନିଟ୍ରେ ହାୱଡ଼ାରୁ ଯାତ୍ରା ଆରମ୍ଭ କରିବ ବନ୍ଦେ ଭାରତ ଏକ୍ସପ୍ରେସ୍। ହାୱଡ଼ା ପରେ ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକରେ ୨ ମିନିଟ ଲେଖାଏଁ ରହିବ। ତା’ପରେ କଟକ, ଭୁବନେଶ୍ୱର, ଖୋର୍ଦ୍ଧାରେ ୨ ମିନିଟ!-->…
ରତ୍ନ ଭଣ୍ଡାର ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି, ପ୍ରତିକ୍ରିୟା ରଖିଲା ବିଜେଡି
ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ କଲା ପରେ ବିଜେଡି ଏହାର ପ୍ରତିକ୍ରିୟା ଦେଇଛି। ବିନା କାରଣରେ ବିଭିନ୍ନ ସ୍ପର୍ଶକାତର ଘଟଣାରେ ମନଗଢ଼ା କାହାଣୀ କହି ରାଜନୀତି କରିବା ଓଡ଼ିଶା ବିଜେପିର ଅଭ୍ୟାସରେ ପରିଣତ ହୋଇଗଲାଣି ବୋଲି ବିଜେଡି!-->…
ଆଳି ଡଙ୍ଗା ବୁଡ଼ି ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଅନୁକମ୍ପାମୂଳକ ସହାୟତା ରାଶି
ଭୁବନେଶ୍ବର/ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀର ଏକମାଣିଆଘାଟରେ ନୌକା ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୃତ!-->…
ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତରେ ଫାଇଭ ଟି ସଚିବ
କେନ୍ଦ୍ରାପଡ଼ା : ଦୁଇଦିନିଆ କେନ୍ଦ୍ରାପଡା ଗସ୍ତରେ 5T ସଚିବ ଭି କେ ପାଣ୍ଡିଆନ । ପାଟକୁରା, କେନ୍ଦ୍ରାପଡା, ରାଜନଗର ଓ ମହାକାଳପଡ଼ାର ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି । ଡେରାବିଶ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେରେ ମଧ୍ୟାହ୍ନ ଭୋଜନ କରିଛନ୍ତି । କାଫେକୁ ଚଳାଉଥିବା ମିଶନ!-->…
ନକ୍ସଲ କ୍ୟାମ୍ପରେ ମହିଳାଙ୍କୁ ଦିଆଯାଉଥିଲା ଯୌନ ନିର୍ଯାତନା; ମିଳିଲା ଗର୍ଭନିରୋଧକ ଓ ଗର୍ଭ ପରୀକ୍ଷା କୀଟ୍
ନବରଂଗପୁର: ରକ୍ତର ହୋଲି ଖେଳୁଥିବା ନକ୍ସଲଙ୍କ ପ୍ରକୃତ ଚେହେରା ସାମ୍ନାକୁ ଆସିଛି। ମହିଳା ଓ ଝିଅମାନଙ୍କୁ ସଙ୍ଗଠନରେ ସାମିଲ କରାଇ ଘଞ୍ଚ ଜଙ୍ଗଲରେ ସେମାନଙ୍କ ସହିତ ରଖୁଥିଲେ ଶାରୀରିକ ସମ୍ପର୍କ। ଆଉ ଦେଇଥିଲେ ଯୌନ ନିର୍ଯାତନା। ନକ୍ସଲ କ୍ୟାମ୍ପରୁ ଗର୍ଭନିରୋଧକ ଓ ଗର୍ଭ ପରୀକ୍ଷା କୀଟ୍!-->…
କଟକରେ ଘରୋଇ ନର୍ସିଂହୋମ୍ ଉପରେ ଚଢ଼ଉ ପରେ ସିଲ୍, ଲାଗିଲା ୩୦ ହଜାର ଜରିମାନା
କଟକ: ନିୟମ ଉଲ୍ଲଂଘନକାରୀ ସଂସ୍ଥା ଉପରେ କଟକ ମହାନଗର ନିଗମ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛି। ହୋଟେଲ ପରେ ଏବେ ନର୍ସିଂହୋମର ପାଳି ପଡ଼ିଛି। ଗତକାଲି କଟକ ମଧୁପାଟଣା ଠାରେ ଥିବା ପିପୁଲ୍ ପଦ୍ମଜା ହୋଟେଲ ଉପରେ ଚଢ଼ଉ ହୋଇଥିବା ବେଳେ ଆଜି ଶଙ୍କରପୁର ବାରିକସାହି ଠାରେ ଥିବା ସାଇ!-->…
କଟକରେ ୪.୧୩ କୋଟି ଟଙ୍କା ଠକେଇ ମାମଲା; ୩ ଗିରଫ
ଭୁବନେଶ୍ବର: କଟକରେ ୪.୧୩ କୋଟି ଟଙ୍କା ଠକେଇ ମାମଲାରେ ଜଣେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର, ବରିଷ୍ଠ କିରାଣୀ ଓ ପୂର୍ବତନ ଏଲଆଇସି ଏଜେଣ୍ଟଙ୍କୁ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ), ଭୁବନେଶ୍ୱର ଗିରଫ କରିଥିବା ଜଣାଯାଇଛି। ତିନି ଅଭିଯୁକ୍ତ ହେଲେ କଟକ ଅର୍ବାନ କୋପରେଟିଭ ବ୍ୟାଙ୍କ ନୂଆପାଟଣା!-->…