Browsing Category

ଓଡିଶା

ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଜାମିନ ମିଳିବା ପରେ କେନ୍ଦ୍ରମନ୍ତ୍ରୀ କହିଲେ- ଧର୍ମର ଜୟ ହୋଇଛି

ଭୁବନେଶ୍ୱର: ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ପ୍ରତିବାଦ କରିବା ସମୟରେ ପୁଲିସ ଷଡଯନ୍ତ୍ରର ଶିକାର ହୋଇ ଜେଲ୍ ଯାଇଥିବା ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଜାମିନ ମିଳିବା ମାମଲାରେ ‘ସତ୍ୟମେବ ଜୟତେ, ଧର୍ମର ଜୟ’ ହୋଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ

ଛାତ୍ରୀଙ୍କ ଠାରୁ ଉତ୍ତର ଖାତା ନନେଇ, ପ୍ରଶ୍ନ ପତ୍ର ନେଇଗଲେ ସାର…

ବାଲେଶ୍ୱର : ଉତ୍ତର ଖାତା ନୁହେଁ, ପ୍ରଶ୍ନ ପତ୍ର ନେଇଗଲେ ସାର। ଏଭଳି ଆଶ୍ୟର୍ଯ୍ୟଜନକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ ଜାମୁଝାଡି ସ୍ଥିତ ଦାମୋଦର ହାଇସ୍କୁଲରେ। ଗତ ମାର୍ଚ୍ଚ ୨୦ ତାରିଖରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଗଣିତ ପରୀକ୍ଷା ଥିଲା। ପରୀକ୍ଷା ଶେଷ ପରେ

ବାଦପୁର ଘାଟିରେ ୫୦ ଫୁଟ ତଳକୁ ଖସିଲା ଟ୍ରକ

ମୋହନା: ଆର.ଉଦୟଗିରି ଥାନା ଅନ୍ତର୍ଗତ ବାଦପୁର ଘାଟିରେ ଆଜି ସକାଳେ ଏକ ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣା ଘଟିଛି । ୧୮ଚକିଆ ଗାଡିଟି ବିଶାଖାପାଟନମ୍ ଠାରୁ ଆର.ଉଦୟଗିରି ବ୍ଲକର କୁଆଁପଡା ଥିବା ସାରଳା କନଷ୍ଟ୍ରକସନ୍ କୁ ଯାଉଥିଲା। ତେବେ ପ୍ରକଳ୍ପ ନିକଟରେ ପହଞ୍ଚିବାର ୨୨

କ୍ୟାମିକାଲ ପାଣିରେ ସାଧାକାଗଜ ବୁଡ଼ାଇଲେ ଟଙ୍କା ବାହାରିବା ଆଶାରେ ଲକ୍ଷାଧିକ ଲୁଟ୍‌ର ଶିକାର ହେଲେ ଶିକ୍ଷକ

ବାଲେଶ୍ୱର: କ୍ୟାମିକାଲ ପାଣିରେ ସାଧାକାଗଜ ବୁଡ଼ାଇଲେ ଟଙ୍କା ବାହାରିବ। ଲୁଟେରାଙ୍କର ଏଭଳି କଥାରେ ପଡ଼ି ତଥା କମ ପରିଶ୍ରମରେ କୋଟିପତି ହେବାର ଆଶା କରି ସୋନପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଏକ ଘରୋଇ ସ୍କୁଲର ଶିକ୍ଷକ ଠକେଇର ଶିକାର ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା

ସମ୍ବଲପୁରରେ ବସିଲା ଶାନ୍ତି କମିଟି ବୈଠକ

ସମ୍ବଲପୁର: ଧିରେ ଧିରେ ସ୍ୱାଭାବିକ ହେବାରେ ଲାଗିଛି ସମ୍ବଲପୁର ସହର । ଗତ ୧୨ ଓ ୧୪ ତାରିଖରେ ହୋଇଥିବା ଅଘଟଣ ଯୋଗୁଁ ଏବେ ସାରା ସହର ଏକ ପ୍ରକାର ଅଶାନ୍ତ ହୋଇପଡ଼ିଥିଲା । ପ୍ରଶାସନର ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ ଶାନ୍ତି ଧିରେ ଧିରେ ଫେରିଛି। ସମ୍ପୂର୍ଣ ଶାନ୍ତି ଫେରାଇ ଆଣିବା ଦିଗରେ

ଜଗତସିଂହପୁରରୁ ନିଖୋଜ ଯବାନଙ୍କ ମୃତଦେହ ଯାଜପୁରରୁ ଉଦ୍ଧାର…

ଯାଜପୁର :ତିନି ଦିନ ତଳେ ଜଗତସିଂହପୁରରୁ ନିଖୋଜ ହୋଇଯାଇଥିଲେ ଜଣେ ଯବାନ। ତାଙ୍କର କୌଣସି ପତ୍ତା ମିଳୁ ନଥିଲା। ଦୁଇ ଦିନ ପୂର୍ବରୁ ଯବାନଙ୍କ ବାଇକ୍ ଯାଜପୁରରୁ ମିଳିଥିବା ବେଳେ ଆଜି ଆଜି ତାଙ୍କ ଝୁଲନ୍ତା ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୂର୍ଯ୍ୟକାନ୍ତ କୁଆଁର। ତାଙ୍କ ଘର

ଅସହ୍ୟ ତାତି ଯୋଗୁ ୩୨ ଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ସୁନ୍ଦରଗଡ଼ : ସୁନ୍ଦରଗଡ଼ କୋଇଡାରେ ୩୨ ଛାତ୍ରୀ ଅସୁସ୍ଥ । ଅସହ୍ୟ ତାତି ଯୋଗୁ ସୁନ୍ଦରଗଡ଼ ଶୟମ୍ଭା ସେବାଶ୍ରମର ୩୨ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତଙ୍କୁ କେ.ବଲାଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଛାତ୍ରୀ ନିବାସରେ ଫ୍ୟାନ ନାହିଁ

ପୁରୀରେ ଲୁଚିଥିଲା ୟୁପିର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ…!

ଭୁବନେଶ୍ବର: ପୁରୀରେ ଲୁଚିଥିଲା ୟୁପିର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍। ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା। ଶନିବାର ରାତିରେ ୟୁପି ପ୍ରୟାଗରାଜରେ ପୋଲିସ ହେପାଜତରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମାଫିଆ ଡନ୍ ଅତିକ ଓ ଅସରଫ ଯେତେବେଳେ ଆସିଥିଲେ ସେହି ସମୟରେ ଗୁଳିମାଡର ଶିକାର

ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଲକ୍ଷ ଲକ୍ଷ ଛୁଆ ଅଲିଭ ରିଡଲେ

ଛତ୍ରପୁର: ଶୀତ ଋତୁ ଆସିଲେ ଦଳ ଦଳ ହୋଇ ସମୁଦ୍ର ବକ୍ଷରେ ଭାସି ଆସନ୍ତି କଇଁଛମାନେ। ହଜାର ହଜାର ମାଇଲ ପାର କରି ପହଁରି ଆସି ପହଞ୍ଚି ଯାଆନ୍ତି ଓଡ଼ିଶାର ଉପକୂଳରେ । କେଇ ମାସ ପାଇଁ ସାମୁଦ୍ରିକ କଇଁଛ ଅଲିଭ ରିଡଲେ ଓଡ଼ିଶାର ଅତିଥି ପାଲଟି ଯାଆନ୍ତି। କାହିଁ କେଉଁ ଅନାଦି କାଳରୁ

ସମ୍ବଲପୁର ସହରରେ କୋହଳ ହେଲା କର୍ଫ୍ୟୁ, ଆଉ ୪୮ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ

ସମ୍ବଲପୁର: ସମ୍ବଲପୁରକୁ ଫେରୁଛି ଶାନ୍ତି । ସ୍ଥିତି ଅଧିକ ସ୍ୱାଭାବିକ ହେବାରେ ଲାଗିଛି। ଅଧିକ କୋହଳ ହୋଇଛି କର୍ଫ୍ୟୁ । ଦିନରେ କଟକଣା ହଟିଥିବାବେଳେ ଜୀବନ ଯାତ୍ରା ସ୍ୱାଭାବିକ ଚାଲିଛି। ସହରର ସମସ୍ତ ଦୋକାନ ବଜାର ଖୋଲା ରହିଛି। କିନ୍ତୁ ନାଇଟ୍‌ କର୍ଫ୍ୟୁ ଜାରି ରହିଛି। କର୍ପ୍ୟୁ କୋହଳ