Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସମ୍ବଲପୁର ଜିଲ୍ଲାରେ ଆଉ ଦୁଇଦିନ ଲାଗି ଇଣ୍ଟରନେଟ୍ ସେବା ବନ୍ଦ…
ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ବନ୍ଦ ଥିବା ଇଣ୍ଟରନେଟ୍ ସେବା ଅବଧି ପୁଣି ବଢିଛି। ଆଉ ୪୮ ଘଣ୍ଟା ଲାଗି ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ!-->…
ଝାରସୁଗୁଡ଼ା ଉପନିର୍ବାଚନ: ଆଜି ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସର ତରୁଣ
ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମଗ୍ର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଗତିବିଧି ସରଗରମ ହେବାରେ ଲାଗିଛି। ମେ ୧୦ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ଝାରସୁଗୁଡାରେ!-->…
ରାଉରକେଲାରେ ‘ଆଇପିଏଲ୍ ଫ୍ୟାନ୍ ପାର୍କ’
ରାଉରକେଲା : ବଡ଼ ପରଦାରେ ଆଇପିଏଲ୍ ମ୍ୟାଚ୍ର ସିଧା ପ୍ରସାରଣ ହେବ। ଲାଇଭ୍ ମ୍ୟାଚ୍ର ମଜା ନେବାର ସୁଯୋଗ ପାଇବେ କ୍ରିକେଟପ୍ରେମୀ। ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବା ଭଳି ଅନୁଭୂତି ପାଇବେ। କ୍ରିକେଟ୍ପ୍ରେମୀଙ୍କୁ ଏସବୁ ସୁବିଧା ଯୋଗାଇବାକୁ ଖୋଦ୍ ବିସିସିଆଇ ପକ୍ଷରୁ ‘ଫ୍ୟାନ୍!-->…
ଶ୍ରମମନ୍ତ୍ରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ପରେ ବଦଳିଗଲା ପୀଡ଼ିତାଙ୍କ ସ୍ବର
ଭୁବନେଶ୍ବର : ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ସଂଗୀନ ଅଭିଯୋଗ ନେଇ ଦିନ ତମାମ ରାଜଧାନୀ ଉଠିଲା ପଡ଼ିଲା। ପୀଡ଼ିତା ସିଧାସଳଖ ମନ୍ତ୍ରୀଙ୍କ ନାମ ନେଇ ବି ଗଣମାଧ୍ୟମରେ କହିଲେ। ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁନେଇ ପୁଲିସ ଏକ ପ୍ରକାର ହରଡ଼ ଘଟଣାରେ ପଡ଼ିଥିଲା। ଗୁରୁବାର ସକାଳୁ!-->…
ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ବରଖାସ୍ତ କର : ବିଜେପି
ଭୁବନେଶ୍ୱର :ବିଜୁ ଜନତା ଦଳ ହେଉଛି ଅପରାଧୀ ଓ ଯୌନ କେଳେଙ୍କାରୀ କରିଥିବା ବ୍ୟକ୍ତିମାନଙ୍କ ଦଳ । ସମାଜର ଯେତେ ଅସାମାଜିକ, ଅପରାଧୀ ବ୍ୟକ୍ତି ଯେମିତି ଖୋଜି ଖୋଜି ବିଜେଡିରେ ସାମିଲ ହୋଇଛନ୍ତି ବୋଲି ବିଜେପି କଡ଼ା ଭାଷାରେ ସମାଲୋଚନା କରିବା ସହ ଯୌନ ଦୁଷ୍କର୍ମ ଅଭିଯୁକ୍ତ ଶ୍ରମ ମନ୍ତ୍ରୀ!-->…
ରାଜ୍ୟରେ ଗ୍ରୀଷ୍ମପ୍ରବାହ ନେଇ ସତର୍କ ରହିବାକୁ ପରାମର୍ଶ ଦେଲେ ଏସଆରସି…
ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର (ଏସଆରସି)। ସେ କହିଛନ୍ତି, ଅତି ଖରାବେଳେ ଶ୍ରମିକମାନେ କାମ କରନ୍ତୁ ନାହିଁ। ଠିକ୍ ସେହିପରି ଅତି ଆବଶ୍ୟକ ନ ପଡ଼ିଲେ ଘରୁ ନ ବାହାରକୁ ସେ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ,!-->!-->!-->…
ଆମ୍ବ ଚୋରି କରିବାରୁ ପିଲାଙ୍କୁ ନିସ୍ତୁକ ମାଡ଼, ମେଡିକାଲରେ ଭର୍ତ୍ତି
ଭଦ୍ରକ : ବାଡିରୁ ଆମ୍ବ ତୋଳି ଖାଇବାରୁ କୁନି କୁନି ପିଲାଙ୍କୁ ନିସ୍ତୁକ ମାଡ଼ । ଆମ୍ବ ବଗିଚା ମାଲିକଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି ୫ ଜଣ ପିଲା । ଭଦ୍ରକ ଗ୍ରାମାଞ୍ଚଳ ଥାନା ଜଳଙ୍ଗା ଗାଁରେ । ଅସୁସ୍ଥ ପିଲାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା!-->!-->!-->…
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନର ଯାଞ୍ଚ ହେବ: କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ
ଭୁବନେଶ୍ବର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ପ୍ରକ୍ରିୟାକୁ ନେଇ ଆପତ୍ତି ଉଠାଇଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମନ୍ତ୍ରୀ ଗିରିରାଜ ସିଂକହିଛନ୍ତି, ଯୋଗ୍ୟ ଲୋକଙ୍କୁ ଆବାସ ଦେବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତି!-->…
ତେଲେଙ୍ଗାନାରେ ପୁଣି ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ…
ପାଟଣାଗଡ: ଧର୍ଯ୍ଯହରା ମା। ସମ୍ଭାଳି ପାରୁନି ନିଜ କୋହକୁ। ଏ ବୟସରେ ପୁଣି ପୁଅର ମୃତ୍ୟୁ ଖବର! କେମିତି ବା ସହିବ। ବୟସର ଅପରାହ୍ନରେ ଦଇବ ଦେଲା ଏଡେ ବଡ କଷ୍ଟ। ନିଜେ ଦମ୍ଭ ଧରି ନା ଛିଡା ହୋଇପାରୁଛି ନା ବସି ପାରୁଛି। ଚାଲିବାକୁ ଗୋଡ ଉଠୁନି। ଚାରି ପାଞ୍ଚ ଜଣ ଧରିବାକୁ ପଡୁଛି।!-->…
ଆଜି ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ
ଭୁବନେଶ୍ୱର : ଆଜି ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ । ଭାରତୀୟ ସମ୍ବିଧାନର ପ୍ରଣେତା ତଥା ଭାରତରତ୍ନ ଆମ୍ବେଦକରଙ୍କୁ ସାରା ଦେଶ ଶ୍ରଦ୍ଧାଞ୍ଜଳି ଜଣାଉଛି । ଏହାସହ ତାଙ୍କର ଅବଦନାକୁ ମନେ ପକାଉଛି ।
ସମ୍ବିଧାନର ପ୍ରତିଷ୍ଠାତାଙ୍କ ଜୟନ୍ତୀରେ ଆଜି ରାଜଧାନୀ ସ୍ଥିତ ବାବା ସାହେବଙ୍କ!-->!-->!-->…