Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କୋରାପୁଟ-ରାୟଗଡା ଲାଇନ ବୁଲି ଦେଖିଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ
ରାୟଗଡ଼ା: ପୂର୍ବତନ ରେଳପଥ ୱାଲଟିୟର ଡିଭିଜନର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି କାରାପୁଟ-ରାୟଗଡା ଲାଇନର ତଦାରଖ କରିଛନ୍ତି। ଏଥିସହ ରେଳ ବିଭାଗର ନୂତନ କାର୍ଯ୍ୟ, ନୂତନ କୋଠାଗୃହ ସହ ରେଳଷ୍ଟେସନର ଉନ୍ନତୀକରଣ ନେଇ ଆଲୋଚନା କରିଥିଲେ। କୋରାପୁଟ ଠାରୁ ରାୟଗଡା ମଧ୍ୟରେ ରହିଥିବା ଟ୍ରାକ କର୍ଭ,!-->…
ଝାରସୁଗୁଡ଼ା ଉପନିର୍ବାଚନ: ୧୨ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡି
ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ବିଜେଡି। ୪ ବ୍ଲକ ଓ ଗୋଟିଏ ପୌର ପରିଷଦ ପାଇଁ ୧୨ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଦଳ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଝାରସୁଗୁଡ଼ା ପୌର!-->…
ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜେଲ ଗଲେ ଶିକ୍ଷକ
ପାଟଣାଗଡ: ଗୁରୁ ଶିଷ୍ୟ ପରମ୍ପରାରେ କଳଙ୍କ। ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜେଲ ଗଲେ ଶିକ୍ଷକ। ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଯୋଗୀମୁଣ୍ଡା ହାଇସ୍କୁଲର ଶିକ୍ଷକ ସତ୍ୟ ନାଏକ ମାର୍ଚ୍ଚ ୨୮ ତାରିଖରେ ସ୍କୁଲର ଜଣେ ଦଶମ ଶ୍ରେଣୀର!-->…
ଓଡ଼ିଶାରେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହେଲେ ୧୦୪ ନୂଆ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । କିନ୍ତୁ ଗତ କିଛି ଦିନ ହେବ ସାମାନ୍ୟ ବଢିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦୪ ନୂଆ ଆକ୍ରାନ୍ତ । ଏହି ସମୟରେ ମୋଟ୍ ୫ହଜାର ୫୨୬ କୋଭିଡ୍ ଟେଷ୍ଟ ହୋଇଛି । ଆଶ୍ୱସ୍ତିକର ଖବର ହେଉଛି,!-->…
ଟ୍ରେନରେ ପିଟି ହୋଇ ହାତୀ ମୃତ୍ୟୁ ଘଟଣା: ରେଳ ବିଭାଗକୁ ଦାୟୀ କଲା ବନ ବିଭାଗ
ଅନୁଗୁଳୁ: ଟ୍ରେନରେ ପିଟି ହୋଇ ହାତୀ ମରିବା ଘଟଣା । ହାତୀ ମୃତ୍ୟୁ ପାଇଁ ରେଳ ବିଭାଗକୁ ଦାୟୀ କଲା ବନ ବିଭାଗ । ରେଳ ବିଭାଗକୁ ପୂର୍ବରୁ ସୂଚନା ଦିଆ ଯାଇଥିବା ସତ୍ତ୍ୱେ ରେଳର ଗତି ଅଧିକ ଥିଲା । ଯେଉଁଥିପାଇଁ ଦନ୍ତା ହାତୀର ମୃତ୍ୟୁ ହେଲା ବୋଲି ସୂଚନା ଦେଇଛନ୍ତି ଅନୁଗୋଳ ଡିଏଫଓ ବିବେକ!-->…
ନକଲି ମହିଳା ପୋଷ୍ଟାଲ ଏଜେଣ୍ଟ ଗିରଫ
ଭୁବନେଶ୍ୱର : ଠକ ମହିଳା ବରବାଦ କରିଦେଲେ। ଚଳୁ କରିଦେଲେ କୋଟିଏରୁ ଅଧିକ ଟଙ୍କାର ଡାକ ଜମା । ନକଲି ମହିଳା ପୋଷ୍ଟାଲ ଏଜେଣ୍ଟ ସ୍ୱର୍ଣ୍ଣଲତା ଦାସଙ୍କୁ ଜଗତସିଂହପୁରରୁ ଗିରଫ କରିଛି ଭୁବନେଶ୍ୱର ଲିଙ୍ଗରାଜ ଥାନା ପୋଲିସ । ତାଙ୍କ ଘରୁ ୯୮ ଜଣ ଜମାକାରୀଙ୍କ ୧୨୭ଟି ପୋଷ୍ଟାଲ ପାସବୁକ ଜବତ!-->…
ସ୍ୱାମୀ ଉପରେ କିରୋସିନି ଢାଳି ନିଆଁ ଲଗାଇଦେଇଥିବା ଘଟଣା : ବନ୍ଧା ହେଲା ପତି ହନ୍ତା ପତ୍ନୀ
ଭଂଜନଗର : ବନ୍ଧା ହେଲା ପତି ହନ୍ତା । ସ୍ୱାମୀ ଉପରେ କିରୋସିନି ଢାଳି, ନିଆଁ ଲଗାଇ ପୋଡି ମାରିବା ଅଭିଯୋଗରେ ସ୍ତ୍ରୀ ଗିରଫ । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗାଁରେ ଗତ ୪ ତାରିଖ ଦିନ ଘଟିଥିଲା ଏଭଳି ଅମାନୁଷିକ ଘଟଣା । ମୃତକ କୁଲାଡ଼ ଗାଁର ପ୍ରଫୁଲ୍ଲ ସାବତ।!-->…
ବେକରେ ରସି ଲଗାଇ ଝୁଲିପଡିଲେ ପୋଲିସ୍ କନେଷ୍ଟବଳ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାର ଏମଭି -୪୨ ଗାଁ ରେ ଜଣେ ପୋଲିସ୍ କନେଷ୍ଟବଳ ଆତ୍ମହତ୍ୟା କରିଛନ୍ତି। ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ହେଲେ ସୁଶାନ୍ତ ହାଲଦାର୍ ସେ ପୋଲିସ ROରେ କାର୍ଯ୍ୟରତ ଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ । ପୋଲିସ ଘଟଣା!-->…
ଆଜି ଗୁଡ୍ ଫ୍ରାଇଡେ: ଶାନ୍ତି ପାଇଁ ପ୍ରାର୍ଥନା କରିବାର ବାଲୁକା କଳାକୃତି ତିଆରି କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ଆଜି ପବିତ୍ର ଗୁଡ୍ ଫ୍ରାଇଡେ। ଖ୍ରୀଷ୍ଟ ଧର୍ମଲମ୍ବୀ ମାନଙ୍କ ପାଇଁ ଆଜି ଏକ ବିଶେଷ ଦିନ। ଆଜିର ଦିନରେ ପ୍ରଭୂ ଯୀଶୁ ଖ୍ରୀଷ୍ଠଙ୍କୁ କୃଷୁ ବିଧ କରଯାଇଥିଲା। ଗୁଡ଼ ଫ୍ରାଇଡେ ହେଉଛି ସେହି ଦିନ, ଯେଉଁଦିନ ପ୍ରଭୁ ଜୀଶୁଙ୍କୁ କୁଶବିଦ୍ଧ ବା ହତ୍ୟା କରାଯାଇଥିଲା । ଆଜିର ଦିନରେ ପୁରା ବିଶ୍ରେ!-->…
ଉପନିର୍ବାଚନ ପୂର୍ବରୁ ବଦଳିଲେ ଝାରସୁଗୁଡ଼ା ଜିଲ୍ଲାପାଳ
ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଏଠାରେ ଥିବା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ବଦଳି ହୋଇଛି। ସୋନପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରଭଣେଙ୍କୁ ଝାରସୁଗୁଡ଼ାରେ ନୂଆ ଦାୟିତ୍ବ ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ଜାରି!-->…