Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମା’ ଚଣ୍ଡୀଙ୍କ ଦର୍ଶନ କଲେ ଜୟପ୍ରଦା
ଭୁବନେଶ୍ୱର :ଲୋକପ୍ରିୟ ଅଭିନେତ୍ରୀ ତଥା ପଲିଟିସିଆନ୍ ଜୟପ୍ରଦା ଗତକାଲି କଟକସ୍ଥିତ ମା’ ଚଣ୍ଡୀଙ୍କ ଦର୍ଶନ କରିଛନ୍ତି। ବାସନ୍ତୀ ଦୁର୍ଗାପୂଜା ପାଇଁ ଏବେ ନବରାତ୍ର ଚାଲୁଥିବାରୁ ଜୟପ୍ରଦା ମା’ କଟକ ଚଣ୍ଡୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି ।
ଜୟପ୍ରଦାଙ୍କ ସହ ତାଙ୍କ ପୁଅ ସମ୍ରାଟ!-->!-->!-->…
ଦେବୀ ନଦୀରେ ପୁଣି ଅଘଟଣ: ୨ ଉଦ୍ଧାର, ଜଣେ ନିଖୋଜ
କାକଟପୁର: ପୁରୀ ଜିଲ୍ଲା କାକଟପୁର ନିକଟ ଦେଇ ପ୍ରବାହିତ ‘ଦେବୀ ନଦୀ’ରେ ପୁଣି ଥରେ ଅଘଟଣ ଘଟିଛି। ଗାଧୋଇବା ବେଳେ ଗୁରୁବାର ତିନିଜଣ ସାଙ୍ଗ ଜଳର ସ୍ରୋତରେ ଭାସିଯାଇଛନ୍ତି। ଅଗ୍ନିଶମ ବାହିନୀ ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ହେଲେ ସେକ୍ ଦାନିବ!-->…
କ୍ୟାମେରାରେ କଏଦ ହେଲା ସୁନାବେଡ଼ା ଅଭୟାରଣ୍ୟରେ ଆତଙ୍କ ଖେଳାଉଥିବା ବାଘ
ନୂଆପଡା: ଟ୍ରାପ କ୍ୟାମେରାରେ ବାଘ । କ୍ୟାମେରା ଲେନ୍ସରେ କଏଦ ହେଲା ସୁନାବେଡ଼ା ଅଭୟାରଣ୍ୟରେ ଆତଙ୍କ ଖେଳାଉଥିବା ବାଘ । ବିରାଟକାୟ କଲରା ପତରିଆ ବାଘ ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି । ମାସେ ହେବ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳର ବିଭିନ୍ନ ଗାଁରେ ବାଘ ଆତଙ୍କ ଲାଗି ରହିଛି । ଭୟରେ ଦିନ!-->…
ଭଦ୍ରକ-ନୟାଗଡ଼ ଟାଉନ୍ ମେମୁ ଟ୍ରେନ୍ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
କଟକ: କଟକ ରେଳ ଷ୍ଟେସନରୁ ଗୁରୁବାର ଅପରାହ୍ଣରେ ବହୁପ୍ରତିକ୍ଷୀତ ଭଦ୍ରକ-ନୟାଗଡ଼ ଟାଉନ୍ ମେମୁ ଟ୍ରେନ୍ ଶୁଭାରମ୍ଭ ହୋଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଏହି ଟ୍ରେନ୍ ଶୁଭାରମ୍ଭ କରିଛନ୍ତି। ଏହି!-->…
ବାଲେଶ୍ୱରରେ ରାମନବମୀ ଅବସରରେ ବିଶାଳ ପଦଯାତ୍ରା…
ବାଲେଶ୍ୱର: ବାଲେଶ୍ୱରରେ ଆଡମ୍ବର ସହକାରେ ପାଳନ କରାଯାଉଛନ୍ତି ରାମନବମୀ। ଶ୍ରୀରାମ ଚେତନା ଜାଗରଣ ସଂଘ ପକ୍ଷରୁ ଏକ ବିଶାଳ ପଦଯାତ୍ରା ପରମିଟ ପଡ଼ିଆରୁ ବାହାରି ନଗର ପରିକ୍ରମା କରୁଛି। ୨୫ରୁ ଉର୍ଦ୍ଧ୍ୱ ମେଢ଼ ପଦଯାତ୍ରାରେ ଯୋଗଦେଇଛନ୍ତି।
ପାରମ୍ପରିକ ନାଚ, ଗୀତ ଓ ବାଦ୍ୟରେ!-->!-->!-->…
ଦେଶୀ ବନ୍ଧୁକରୁ ଗୁଳି ଫୁଟି ମହିଳା ମୃତ…
କୋରାପୁଟ: ଦେଶୀ ବନ୍ଧୁକରୁ ଗୁଳି ଫୁଟି ମହିଳା ମୃତ । କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ନୂଆଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଜାନି ମଞ୍ଜୁଳା । ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି । ଜବତ ହୋଇଛି ବନ୍ଧୁକ । କୋରାପୁଟ ଜିଲ୍ଲାରେ ଏବେ ଆଦିବାସୀଙ୍କ ଚଇତ ପରବ ଚାଲିଛି!-->…
କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟାରେ ହାଇକୋର୍ଟଙ୍କ ହସ୍ତକ୍ଷେପ
କଟକ: ରାଜ୍ୟରେ କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟାରେ ହାଇକୋର୍ଟଙ୍କ ରାୟ । ଢେଙ୍କାନାଳ, ଭଦ୍ରକ, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ଉପରେ ହସ୍ତକ୍ଷେପ କରିଛନ୍ତି ହାଇକୋର୍ଟ । ପୂର୍ବରୁ ପୁରୀ ଜିଲ୍ଲାର ନିଯୁକ୍ତି ପ୍ରକ୍ରିୟା ଉପରେ ମଧ୍ୟ ହସ୍ତକ୍ଷେପ କରିଥିଲେ!-->…
ପୁରୀ ବେଳାଭୂମିରେ ପ୍ରଭୁ ଶ୍ରୀରାମଙ୍କ ସୁନ୍ଦର ବାଲୁକା କଳା
ପୁରୀ: ଆଜି ପବିତ୍ର ଶ୍ରୀରାମ ନବମୀ । ଏହି ଅବସରରେ ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ପ୍ରଭୁ ଶ୍ରୀରାମଙ୍କ ସୁନ୍ଦର ବାଲୁକା କଳା । ପ୍ରଭୁ ଶ୍ରୀରାମଙ୍କ ସୁନ୍ଦର ବାଲୁକାକଳା ମାଧ୍ୟମରେ ରାମନବମୀର ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା କଳାକୁ!-->…
ପୁରୀ ରଥ ନିର୍ମାଣ ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡରୁ କାଠକଟା ଆରମ୍ଭ
ପୁରୀ: ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡରୁ କାଠକଟା ଆରମ୍ଭ । କେନ୍ଦ୍ରୀୟ ବନାଞ୍ଚଳ କାଳିଆମ୍ବା ଜଙ୍ଗଲରୁ ଗଛକଟା ଆରମ୍ଭ ହୋଇଛି । ସପ୍ତାହକ ତଳେ ପୁରୀ ଶ୍ରୀମନ୍ଦିରର ପ୍ରତିନିଧି ଦଳ ଆସି କେନ୍ଦ୍ରୀୟ ବନାଞ୍ଚଳ, ତାରାସିଙ୍ଗି ଓ ମୁଜାଗଡ ବନାଞ୍ଚଳରେ!-->…
ବଢ଼ିଲା ଓମଫେଡ୍ କ୍ଷୀର ଦର, ୧ରୁ ଲାଗୁ
ଭୁବନେଶ୍ୱର : ବଢ଼ିଲା ଓମଫେଡ୍ କ୍ଷୀର ଦର ା ୫୦୦ ମିଲିଗ୍ରାମ ବା ଅଧା ଲିଟର କ୍ଷୀର ପ୍ୟାକେଟ୍ ପିଛା ୨ ଟଙ୍କା ବଢ଼ିଛି। ଆସନ୍ତା ୧ ତାରିଖରୁ ନୂଆ ଦର ଲାଗୁ ହେବ।ଏନେଇ ବିଧିବଦ୍ଧ ଭାବେ ସୂଚନା ଜାରି କରିଛନ୍ତି ଓମଫେଡ୍ କର୍ତ୍ତୃପକ୍ଷ।
ଦର ବଢ଼ିବା ପରେ ଓମ୍ଫେଡ୍ ଅଧା ଲିଟର ଟୋନ୍ଡ କ୍ଷୀର!-->!-->!-->…