Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଧାୟକ ସୁଶାନ୍ତ ସିଂଙ୍କ ଘରକୁ ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ
ଭୁବନେଶ୍ୱର: ନବଦାସ ହତ୍ୟା ମାମଲାକୁ ନେଇ ତାତିଲା ଛାତ୍ର କଂଗ୍ରେସ । ସରଗରମ ହେଲା ରାଜ୍ୟ ରାଜନୀତି । ଏହି ଘଟଣାରେ ଛାତ୍ର କଂଗ୍ରେସ ପକ୍ଷରୁ ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ତାଙ୍କ ସରକାରୀ ବାସଭବନ ଘେରାଉ କରାଯାଇଛି । ତାଙ୍କ ଘରକୁ ଟମାଟୋ ମାଡ କରିଛି ଛାତ୍ର!-->…
ମାଟ୍ରିକ ପରୀକ୍ଷା ଚାପ: ଜୀବନ ହାରିଦେଲେ ଛାତ୍ରୀ
ଯାଜପୁର: ମାଟ୍ରିକ ପରୀକ୍ଷା ସରିବାର ଦିନକ ପୂର୍ବରୁ ଆତ୍ମହତ୍ୟା କଲେ ଛାତ୍ରୀ । ଦୁଇଟି ପରୀକ୍ଷାରେ ଖରାପ କରିଥିବାରୁ ଗତକାଲି ରାତିରେ ସେ ଆତ୍ମହତ୍ୟା କରି ଦେଇଛନ୍ତି । ଏମିତି ଦୁଃଖଦ ଖବର ଆସିଛି ଯାଜପୁର ଜିଲ୍ଲାରୁ ।
ମୃତା ଛାତ୍ରୀ ଜଣକ ଯାଜପୁର ଥାନା ତଥା ଦଶରଥପୁର ବ୍ଳକ!-->!-->!-->…
ଭୀମସାରରେ ଭର୍ତ୍ତି ହେଲେ ଚଳିତ ବର୍ଷର ପ୍ରଥମ କୋଭିଡ ରୋଗୀ
ସମ୍ବଲପୁର : ଭୀମସାରରେ ଚଳିତ ବର୍ଷର ପ୍ରଥମ କୋଭିଡ ରୋଗୀ ଭର୍ତ୍ତି ହେଇଛନ୍ତି l ରୋଗୀ ଜଣକ ହେଉଛନ୍ତି ବଲାଙ୍ଗୀର ଜ଼ିଲ୍ଲାର ଜଣେ ବୟସ୍କ ବ୍ୟକ୍ତି l ପ୍ରଥମେ ବଲାଙ୍ଗୀର ମେଡ଼ିକାଲରେ ତାଙ୍କର ଟେଷ୍ଟ ରେ କୋଭିଡ ରେ ସଂକ୍ରମିତ ହୋଇଥିବା ଜଣା ପଡିଥିଲା l ତେବେ ତାଙ୍କୁ ଡାକ୍ତର ତୁରନ୍ତ!-->…
ଆଜି ବିଶ୍ୱ ପଖାଳ ଦିବସ, ଗାଁ ରୁ ସହର ସବୁଠି ପଖାଳ
ଆଜି ବିଶ୍ୱ ପଖାଳ ଦିବସ । ପ୍ରତିବର୍ଷ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ କରାଯାଇଥାଏ । ଖଟିଖିଆର ଭାତହାଣ୍ଡିରୁ ସୌଖିନ ହୋଟେଲ ପର୍ଯ୍ୟନ୍ତ ଏବେ ପଖାଳର ଚାହିଦା । ବର୍ତ୍ତମାନର ଅତ୍ୟାଧୁନିକ ଖାଦ୍ୟ ମଧ୍ୟରେ ମଧ୍ୟ ନିଜର ମହକ ହରାଇ ନାହିଁ ପଖାଳ । ଆଜି ପଖାଳ ଦିବସ ଅବସରରେ ସାରା ରାଜ୍ୟରେ!-->…
ଡିଜେ ଆଜେକ୍ସଙ୍କ ମୃତ୍ୟୁ ପଛରେ ରହିଛି ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ବନ୍ଧୁଙ୍କ ହାତ…
ଭୁବନେଶ୍ୱର : ଓଡ଼ିଶାର ଜଣାଶୁଣା ଡିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କର ଗତକାଲି ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିବା ବେଳେ ଏହା ପଛରେ ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ବନ୍ଧୁଙ୍କ ହାତ ଅଛି ବୋଲି ଅଭିଯୋଗ ହୋଇଛି। ଡିଜେ ଆଜେକ୍ସଙ୍କ ପରିବାର ଲୋକେ ଏନେଇ ଖାରବେଳ ନଗର ଥାନାରେ ଲିଖିତ!-->…
ଦୀର୍ଘ ତିନିବର୍ଷ ପରେ ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ ବାରୁଣୀ ବୁଡ଼…
ଯାଜପୁର: ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ ବାରୁଣୀ ବୁଡ଼ । ଦୀର୍ଘ ତିନିବର୍ଷ ପରେ ଚଳିତ ଥର ପୁଣି ଥରେ ଆରମ୍ଭ ହୋଇଛି ବୈତରଣୀ ଘାଟରେ ବୁଡ଼ ପକାଇବା ପରମ୍ପରା। କରୋନା ପାଇଁ ଏହା ବନ୍ଦ ଥିଲା। କିନ୍ତୁ ଏଥର ବଡ଼ ଆଡମ୍ବର ସହକାରେ ପବିତ୍ର ପୂଣ୍ୟତୋୟା ବୈତରଣୀ କୂଳରେ ପାଳିତ ହୋଇଯାଇଛି। ଏଥିପାଇଁ!-->…
ନଦୀରୁ ମିଳିଲା ଅଖା ଭିତରେ ଥିବା ମୃତ ଦେହ
ପିପିଲି଼ : ଅଖା ଭିତରେ ମହିଳାଙ୍କ ମୃତଦେହ । ଏପରି ଘଟଣା ଦେଥାଯାଇଛି ସତ୍ୟବାଦୀ ଥାନା ଅଞ୍ଚଳରେ । ସତ୍ୟବାଦୀ ଥାନା ସୁଆଣ୍ଡୋ ନଦୀବନ୍ଧ ଚିଲପାଟଣାରୁ ଏକ ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏପର୍ଯ୍ୟନ୍ତ ମୃତ!-->…
ପ୍ରତିଷ୍ଠା ଦିବସରୁ ବିଜେପି କରିବ ଘର ଘର ଚାଲ ଅଭିଯାନ…
ଭୁବନେଶ୍ୱର :ଓଡ଼ିଶାରେ ଓବିସି ବର୍ଗଙ୍କୁ ମିଳୁନି ଉଚିତ୍ ଅଧିକାର। ଏ ପର୍ଯ୍ୟନ୍ତ ଓବିସି ବର୍ଗଙ୍କ ସଠିକ୍ ଗଣନା କରାଗଲାନି। ସମସ୍ତ ପଛୁଆ ଜାତିଙ୍କୁ ଚିହ୍ନଟ କରି କେନ୍ଦ୍ରିୟ ସୂଚିରେ ସାମିଲ କରାଯାଉନି। ସେମାନଙ୍କୁ ଶିକ୍ଷା, ନିଯୁକ୍ତି, ନିର୍ବାଚନ କ୍ଷେତ୍ରରେ ଉପଯୁକ୍ତ ସଂରକ୍ଷଣ ମିଳୁନି।!-->…
ଅଶ୍ଳୀଳ ଭିଡିଓ ଭାଇରାଲ ହେବାରୁ ଜୀବନ ହାରିଲେ ଛାତ୍ରୀ…
ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ୯ମ ଶ୍ରେଣୀ ଛାତ୍ରୀର ଅଶ୍ଳୀଳ ଭିଡିଓ ଭାଇରାଲ ହେବାପରେ ନାବାଳିକା ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ହୋଇଛି । ୧୪ ବର୍ଷର ଏହି ଛାତ୍ରୀ ଜଣଙ୍କ ନିଜ ଘରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା!-->…
STF କବ୍ଜାରେ ବାଘ ଛାଲ ବେପାରୀ…
ବୌଦ୍ଧ : ଗ୍ରାହକ ବେଶରେ ମାଡିବସିଲା । STF କବ୍ଜାରେ ବାଘ ଛାଲ ବେପାରୀ। ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳରୁ ଏକ କଲରାପତାରିଆ ବାଘ ଛାଲ, ଗୋଟିଏ କୁଟୁରା ଓ ଗୋଟିଏ ହରିଣ ଚମଡା ଜବତ କରିଛି। ଚୋରା କାରବାର ଘଟଣାରେ ଜଣେ ଶିକାରୀକୁ ଗିରଫ କରିଛି ଏସଟିଫ।
ଖବର ଅନୁଯାୟୀ, ବୌଦ୍ଧ!-->!-->!-->…