Browsing Category

ଓଡିଶା

ସମ୍ବଲପୁର ବୁଢାରାଜା ଜଙ୍ଗଲରେ ନିଆଁ…

ସମ୍ବଲପୁର: ସମ୍ବଲପୁର ଦାନୀପାଲି ସ୍ଥିତ ବୁଢାରାଜା ଜଙ୍ଗଲରେ ଲାଗିଛି ନିଆଁ । କେହି ଦୁର୍ବୃତ୍ତ ଏହି ନିଆଁ ଲଗାଇଥିବା ବନ ବିଭାଗ କହିଛି l ଆଜି ସନ୍ଧ୍ୟ୍ରା ପ୍ରାୟ ୫ଟା ୩୦ ରେ ଏହି ନିଆଁକୁ ସ୍ଥାନୀୟ ଯୁବକମାନେ ଦେଖିବାକୁ ପାଇଥିଲେ l ସ୍ଥାନୀୟ ଯୁବକମାନେ ତୁରନ୍ତ ବନ ବିଭାଗକୁ ସୂଚନା

OHRCରୁ ଇସ୍ତଫା ଦେଲେ ଜଷ୍ଟିସ ରଘୁବୀର ଦାଶ…

ଓଡ଼ିଶା ମାନବାଧିକାର କମିଶନ (OHRC) ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିସ ରଘୁବୀର ଦାଶ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷଙ୍କ ନିୟୁକ୍ତି ପ୍ରସଙ୍ଗ ନେଇ ଜଷ୍ଟିସ୍ ରଘୁବୀର ଦାଶ ତାଙ୍କ ପଦରୁ ଇସ୍ତଫା

ରାସ୍ତା ଉପରେ ଜଳିଗଲା କାର୍‌, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

କେନ୍ଦ୍ରାପଡା : ରାସ୍ତା ଉପରେ ଚଲୁଥିବା ସମୟରେ ହୁତୁହୁତୁ ହୋଇ ଜଳିଗଲା କାର୍‌ । ଅଳ୍ପକେ ବର୍ତ୍ତିଲେ ୪ ଜଣ ଯାତ୍ରୀ । କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଗୋପେଇ – ପଣସୁଆ ପଡା ରାସ୍ତାର ବନ୍ଧମୁଣ୍ଡା ନିକଟରେ ଚାଲୁଥିବା ବେଳେ କାରଟି ସମ୍ପୂର୍ଣ୍ଣ ଜଳିଯାଇଛି । ଭୋଜି

ବାଣୀବିହାରରେ ସେମିନାର ବେଳେ ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ…

ଭୁବନେଶ୍ୱର: ବାଣୀବିହାରରେ ଛାତ୍ର ଅସନ୍ତୋଷ। ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନା ଚକ୍ର ଚାଲିଥିବାବେଳେ ସେଠାରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ସିଟିଜେନ୍ସ ଫୋରମ ତରଫରୁ ଉତ୍କଳ ବିଶ୍ୱ ବିଦ୍ୟାଳୟ ପି.ଜି କାଉନସିଲ ଅଡ଼ିଟୋରିୟମ ଠାରେ ” ସମ୍ବିଧାନ ଏବଂ

ଥାନା ପରିସରରେ ହୃଦଘାତରେ ହୋଇଛି ବିଚିତ୍ର ପଲେଇଙ୍କ ମୃତ୍ୟୁ, ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗର ଥାନା ପରିସରରେ ହୃଦଘାତରେ ହୋଇଛି ବିଚିତ୍ର ପଲେଇଙ୍କ ମୃତ୍ୟୁ। ଶବ ବ୍ୟବଛେଦ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତେବେ ନିଶା କିମ୍ବା ବିଷକ୍ରିୟା

ବିଷ ପିଇ ଦେଇଥିବା ଜିପିଓଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବ୍ରହ୍ମପୁର: ଭଞ୍ଜନଗର ପିଇଓ ପ୍ରମୋଦ କୁମାର ପଟ୍ଟନାୟକଙ୍କ ଆତ୍ମହତ୍ୟା। ଚଳିତ ମାସ ୧ ତାରିଖରେ ଭଞ୍ଜନଗର ବ୍ଲକ ପରିସରରେ ବିଷ ପିଇଥିଲେ । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ୧୨ ଦିନ ଧରି

ବେଙ୍ଗ ତରକାରୀ ଖାଇ ଜଣେ ମୃତ, ଅନ୍ୟ ଜଣେ ସଙ୍କଟାପର୍ଣ୍ଣ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଅଭାବନୀୟ ଘଟଣା । ବାମେବାରୀ ଥାନା ଅନ୍ତର୍ଗତ ଗୁରୁଡ଼ା ଗ୍ରାମରେ ବେଙ୍ଗ ତରକାରୀ ଖାଇ ଜଣେ ବାଳିକାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଥିବା ଜଣାପଡ଼ିଛି। ମୃତକଙ୍କ ନାମ ସୁମିତ୍ରା

ବାଇକକୁ ପିଟି ଓଲଟି ପଡିଲା କାର, ଘଟଣା ସ୍ଥଳରେ ଜଣକର ମୃତ୍ୟୁ

ଆନନ୍ଦପୁର: ବାଇକ୍ ପଛକୁ ଧକ୍କା ଦେଲା କାର। ଦୁର୍ଘଟଣା ସ୍ଥଳରେ ବାଇକ୍ ଆରୋହୀ ମୃତ। ୨୦ ନମ୍ବର ଜାତୀୟ ରାଜପଥ ରାମଚନ୍ଦ୍ରପୁର ଥାନା ନୂଆଗାଁ ଛକ ନିକଟରେ କେନ୍ଦୁଝର ପଟୁ ଦ୍ରୃତ ଗତିରେ ଆସୁଥିବା ଏକ କାର ଗୋଟିଏ ବାଇକକୁ ପଛ ପଟୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟି ପଡିଥିଲା। ସ୍ଥାନୀୟ

ବାଇକ୍‌ ଓ ଟାଭେରା ଚକ ଫାଟି ଘଟିଲା ସିରିଜ୍ ଦୁର୍ଘଟଣା: ଦୁଇ ମୃତ

ପୁରୀ: ଫାଟିଲା ବାଇକ୍‌ ଓ ଟାଭେରା ଚକ । ଅଟୋ ସହ ବାଡେଇ ହେବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି। ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ର ଏକ ଇଞ୍ଜିନିୟରିଂ କଲେଜ ନିକଟରେ ଦୁର୍ଘଟଣା ଘଟିଛି । ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଦେବଗଡ଼ ପୌର ପରିଷଦ କାର୍ଯ୍ୟାଳୟରେ ନିଆଁ: ଜଳିଗଲା ଅଡିଟ କାଗଜପତ୍ର…

ଦେବଗଡ଼: ଦେବଗଡ଼ ପୌର ପରିଷଦ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ଜଳିଗଲା ଗୁରୁତ୍ୱପୂ୍‌ର୍ଣ୍ଣ ଅଡିଟ କାଗଜପତ୍ର । ଆଜି ସକାଳୁ ନିଆଁ ଲାଗି ଅଡିଟ୍‌ କାଗଜପତ୍ର ସହ ୨ଟି ଏସି ପୋଡ଼ି ପାଉଁସ ହୋଇଯାଇଛି । ଗତ ଡିସେମ୍ବର ମାସରୁ ଲୋକାଲ ଅଡିଟ ଫଣ୍ଡରେ ଚାଲିଥିଲା ଅଡିଟ୍‌ କାମ । ସ୍ଥାନୀୟ