Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଓଡ଼ିଶାରେ ପ୍ରଥମ: ସମ୍ ହସ୍ପିଟାଲ୍ରେ ରୋବୋଟ ସାହାଯ୍ୟରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ସମ୍ପାଦିତ…
ଭୁବନେଶ୍ୱର,: ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଶନିବାର ରୋବୋଟ ସାହାଯ୍ୟରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରାଯାଇଛି । ରୋବୋଟିକ୍ ପ୍ରକ୍ରିୟାରେ ଏଭଳି ଅସ୍ତ୍ରୋପଚାର ଖୁବ୍ ଉନ୍ନତମାନର ହୋଇଥିବା ବେଳେ ଅଧିକ ସଫଳତା!-->…
ଜମିବାଡିକୁ କେନ୍ଦ୍ର କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା…
ଭବାନୀପାଟଣା : କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଦେଉଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ସାମାନାକୁ ଆସିଛି।ସାମାନ୍ୟ ଜମି ବାଡିକୁ କେନ୍ଦ୍ର କରି ସ୍ଥାନୀୟ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଅବସରପ୍ରାପ୍ତ ଶିକ୍ଷକଙ୍କ ନାମ କାହ୍ନୁ ଠାକୁର(୭୫) ବୋଲି!-->…
ସାହିତ୍ୟିକ ହୁସେନ୍ ରବି ଗାନ୍ଧୀଙ୍କ ମୃତ୍ୟୁ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଭେଟେରାନ ନେତା ତଥା ଲେଖକ ହୁସେନ୍ ରବି ଗାନ୍ଧୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ଗାନ୍ଧୀ ଦୀର୍ଘ ଦିନରୁ ବିଜୁ ବାବୁ ଏବଂ ପରେ ବିଜୁ ଜନତା ଦଳ ସହ ଜଡିତ ଜଣେ ଭେଟେରାନ ନେତା!-->…
ବିଜେଡି ଛାଡିଲେ, ଭବିଷ୍ୟତ ଅନ୍ଧାର: ପିନାକୀ ମିଶ୍ର
ଭୁବନେଶ୍ୱର: କିଛି ନେତା ବିବିଏସରେ ମିଶିବା ପରେ ସାଂସଦ ପିନାକୀ ମିଶ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି । ଯେଉଁମାନେ ବିଆରଏସ ଯାଇଛନ୍ତି ସେମାନେ ବିଜେପିରୁ ଯାଇଛନ୍ତି । ଗମାଙ୍ଗଙ୍କୁ ଦଳରେ ମିଶାଇ କଂଗ୍ରେସ ଭୋଟ ବିଜେପି ନେଇଥିଲା । ଏବେ ସେ ବିଆରଏସ ଯାଇଛନ୍ତି ମାନେ ତାଙ୍କ ପକେଟ ଭୋଟ!-->…
କୁଆଖାଇ ନଦୀରୁ ମିଳିଥିବା ମୃତ ଯୁବକଙ୍କ ମିଳିଲା ପରିଚୟ…
ଭୁବନେଶ୍ବର: କୁଆଖାଇ ନଦୀରୁ ମିଳିଥିବା ମୃତଦେହର ମିଳିଲା ପରିଚୟ । ମାଳିସାହିର ସେଖ ମୁସିଫ, ବୟସ ୨୫ । ଘରେ ଗଣ୍ଡଗୋଳ କରି ରାଗରେ ଆତ୍ମହତ୍ୟା କରିବାକୁ ଯାଇଥିଲେ ମୁଷିଫ ।
ପରିବାର ଲୋକେ ଚିହ୍ନଟ କଲେ ମୁସିଫଙ୍କ ମୃତଦେହ । ଗତକାଲି ଅପରାହ୍ନରେ କୁଆଖାଇ ନଦୀରେ ଭାସୁଥିଲା ମୃତଦେହ।!-->!-->!-->…
ବିଜେପି ସଂଗଠନ ଏବେ ଭାଗଭାଗ: ଜୟଦେବ ଜେନା…
ଭୁବନେଶ୍ବର: ବି.ଆର.ଏସ.ରେ ଓଡ଼ିଶା ନେତା ମିଶିବା ନେଇ ପିସିସିର ପୂର୍ବତନ ସଭାପତି ଜୟଦେବ ଜେନା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ପୂର୍ବରୁ ବହୁ ଦଳ ଏପରି ଚେଷ୍ଟା କରିଛନ୍ତି । କିନ୍ତୁ କୌଣସି ପ୍ରଭାବ ପଡ଼ିନାହିଁ l ସେହିପରି ବିଜେପି ଉପରେ ବର୍ଷିଛନ୍ତି ଜୟଦେବ l ସେ!-->…
ହଷ୍ଟେଲରେ ରହି ସନ୍ତାନ ପ୍ରସବ କଲେ ନବମ ଶ୍ରେଣୀ ଛାତ୍ରୀ…
କେନ୍ଦୁଝର : ନବମ ଶ୍ରେଣୀ ଛାତ୍ରୀଙ୍କ କନ୍ୟା ସନ୍ତାନ ପ୍ରସବ ଅଭିଯୋଗ ହୋଇଛି । କେନ୍ଦୁଝର ସଦର ବ୍ଲକ ଏକ ଜନଜାତି ଆବାସିକ ବିଦ୍ୟାଳୟର ଛାତ୍ରୀ ବୋଲି ସୂଚନା ମିଳିଛି । ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି ରହିଛି ।
ଖବର ଅନୁଯାୟୀ ଏକ ଆବାସିକ ବିଦ୍ୟାଳୟ ଛାତ୍ରୀ ନିବାସରେ!-->!-->!-->…
ପୂର୍ବତନ ସାଂସଦ ବାଲଗୋପାଲ ମିଶ୍ରଙ୍କ ପୁଅର ମୃତ୍ୟୁ, ମର୍ଣ୍ଣିଙ୍ଗ ୱାକ୍ ବେଳେ ଧକ୍କା ଦେଲା ଟ୍ରେନ
ସୁବର୍ଣ୍ଣପୁର: ଟ୍ରେନ ଦୁର୍ଘଟଣାରେ ଯୁବକ ମୃତ। ଘଟଣା ଘଟିଛି ଡୁଙ୍ଗୁରିପାଲି ରେଲୱେ କ୍ରସିଙ୍ଗରେ। ଯୁବକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ସାଲେଭଟା ଗାଁର ବାଲଗୋପାଲ ମିଶ୍ରଙ୍କ ପୁଅ ଅବିନାସ ମିଶ୍ର। ଆଜି ସକାଳେ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ତାଙ୍କୁ ଟ୍ରେନ ଧକ୍କା ଦେଇଥିଲା।
ଘଟଣା!-->!-->!-->…
ଶ୍ରୀମନ୍ଦିର ଭିତରେ ଦୀପ ନିଆଁ ଲାଗି ମହିଳା ଆହତ…
ପୁରୀ: ଶ୍ରୀମନ୍ଦିରଭିତରେ ଅଭାବନୀୟ ଘଟଣା । ମହାପ୍ରଭୁଙ୍କ ଦର୍ଶନ କରିବା ସମୟରେ ଦୀପ ନିଆଁ ଲାଗି ମହିଳା ଆହତ। ମହିଳା ଜଣଙ୍କ ଭୁବନେଶ୍ୱରରୁ ଆସିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ମହିଳା ଜଣଙ୍କ ବାହାର କାଠ ନିକଟରେ ଦୀପ ଲଗାଇବା ସମୟରେ ହଠାତ ତାଙ୍କ ଶାଢ଼ୀରେ ନିଆଁ ଲାଗିଯାଇଥିଲା ।!-->!-->!-->…
ବିଲରୁ ରାଜମିସ୍ତ୍ରିଙ୍କ ମୃତଦେହ ଉଦ୍ଧାର…
ସୋର: ରାଜମିସ୍ତ୍ରିଙ୍କୁ ହତ୍ୟା ସନ୍ଦେହ l ବିଲରେ ପଡିଛି ରକ୍ତାକ୍ତ ମୃତଦେହ l ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଖଜିଡିହା ଗାଁରେ । ବିହାରର ରାଜମିସ୍ତ୍ରି ଧୀରେଶ ଜେନା ଖଜିଡିହା ଗାଁରେ ରହି ଆସୁଥିଲେ l ସେହି ଗାଁରେ ରଶ୍ମିତା ଦାସଙ୍କୁ ଭଲ ପାଇ ବିବାହ!-->…