Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜଧାନୀରେ ପୁଣି କୃଷକ ଆନ୍ଦୋଳନ: ନବୀନ ନିବାସ ଆଡ଼କୁ ଯିବା ବାଟରେ ଚାଷୀଙ୍କୁ ଉଠାଇନେଲା ପୁଲିସ…
ଭୁବନେଶ୍ବର: ରାଜଧାନୀରେ ଆଜି ସକାଳେ ପୁଣି କୃଷକ ଆନ୍ଦୋଳନ ଦେଖିବାକୁ ମିଳିଛି। ଆଜି ଶତାଧିକ ଚାଷୀ ଦୁଇଟି ଟ୍ରାକ୍ଟରରେ ଧାନ ବସ୍ତା ଆଣି ନବୀନ ନିବାସ ଆଡ଼କୁ ଯିବାକୁ ଉଦ୍ୟମ କରିଥିଲେ। ହେଲେ ନବୀନ ନିବାସକୁ ଯିବା ବାଟରେ ନବନିର୍ମାଣ କୃଷକ ସଂଗଠନର କର୍ମୀମାନଙ୍କୁ ଉଠାଇ ନେବାରେ ସଫଳ ହୋଇଥିଲା!-->…
ନିଯୁକ୍ତି ନାଁରେ ଠକେଇ ଅଭିଯୋଗ, ୩ ଯୁବତୀ ଗିରଫ
କଟକ: ନିଯୁକ୍ତି ନାଁରେ ଠକେଇ ଅଭିଯୋଗ । ମାମଲାରେ ୩ ଜଣ ଯୁବତୀ ଗିରଫ । କଟକ ଜିଲ୍ଲା ବାଦାମବାଡି ହାଇକୋର୍ଟ କଲୋନି ଅଞ୍ଚଳର A ଟୁ Z ସଲ୍ୟୁସନ କମ୍ପାନିର ୩ କର୍ମଚାରୀଙ୍କୁ ଗିରଫ କରିଛି ବାଦାମବାଡି ଥାନା ପୋଲିସ ।
ପୂର୍ବରୁ କମ୍ପାନିର ମାଲିକ ବିନୟ କୁମାର ଦାସକୁ ଗିରଫ କରାଯାଇଥିଲା ।!-->!-->!-->…
ଚନ୍ଦନପୁର ପୁରୁଷୋତ୍ତମପୁରରେ ବୁଲୁଛି ହାତୀ…
ପୁରୀ: ପୁରୀରେ ହାତୀ। ସଦର ବ୍ଲକ ଚନ୍ଦନପୁର ପ୍ରତାପ ପୁରୁଷୋତ୍ତମପୁରରେ ବୁଲୁଛି ହାତୀ। ଗାଁରେ ହାତୀ ପଶିବା ଦେଖି ଲୋକେ ଆତଙ୍କିତ ହୋଇ ରହିଛନ୍ତି। ହାତୀକୁ ଘଉଡାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ତେବେ ହାତୀଟି କାହାର କିଛି କ୍ଷତି କରିନାହିଁ। ଗୋଟିଏ ହାତୀ କି ହାତୀ ପଲ!-->…
ଆଉ ଦୁଇ ଦିନ ଜାରି ରହିବ ଶୀତ…
ଭୁବନେଶ୍ୱର : ହାଡ଼ ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ । ପ୍ରବଳ ଶୀତ ସାଙ୍ଗକୁ କୁହୁଡ଼ି ଜନଜୀବନ କଲବଲ କରିପକାଉଛି । ଶିମିଳିପାଳ, ବଣାଇ, ଦାରିଙ୍ଗିବାଡ଼ ଓ କୋରାପୁଟର କିଛି ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି । ଆଜି ପାଇଁ ୩ ଜିଲ୍ଲା ଝାରସୁଗୁଡ଼ା, ଦେବଗଡ଼ ଓ ଅନୁଗୋଳକୁ ୟେଲୋ!-->…
ହକି ବିଶ୍ବକପ ପାଇଁ ସୁନ୍ଦରଗଡ଼ରେ କ୍ରୀଡ଼ା ଉତ୍ସବ
ଜିଲ୍ଲାସ୍ତରୀୟ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ
ସୁନ୍ଦରଗଡ଼: ହକି ପୁରୁଷ ବିଶ୍ୱକପ ଅବସରରେ ସୁନ୍ଦରଗଡ଼ରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ଏ.ଏଲ୍ ନାୟାର ଷ୍ଟାଡିୟମରେ ଚାଲିଥିବା ଜିଲ୍ଲାସ୍ତରୀୟ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ!-->!-->!-->!-->!-->…
କ୍ରିକେଟ୍ ଖେଳିସାରି ଘରକୁ ଫେରିବା ବାଟରେ ଦୁର୍ଘଟଣା : ଟ୍ରକ୍ ଧକ୍କାରେ ୩ ଖେଳାଳି ମୃତ…
ଭବାନୀପାଟଣା: ତିନି ଜଣ କ୍ରିକେଟ୍ ଖେଳାଳିଙ୍କ ଉପରେ ଦ୍ରୁତଗାମୀ ଗ୍ୟାସ୍ ଟ୍ୟାଙ୍କର ମାଡ଼ିଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ରବିବାର ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୩ ଜଣ କ୍ରିକେଟ୍ ଖେଳାଳି!-->…
ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଉଛି: ଧର୍ମେନ୍ଦ୍ର
ଭୁବନେଶ୍ବର: ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଉଛି ବୋଲି ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ମୋଦୀଙ୍କ ହାତମୁଠାକୁ ଟାଣ କରିବା ପାଇଁ କାର୍ଯ୍ୟକର୍ତ୍ତାମାନେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ସମାଜର!-->…
ମହାନଦୀ ବିବାଦ: ୧୬ରେ ଓଡ଼ିଶା ଓ ଛତିଶଗଡ଼ ବୈଷୟିକ ଟିମ୍ ସହ ବୈଠକ
ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ ଟିମ୍ ସହ ପୁଣିଥରେ କ୍ଷମତାସମ୍ପନ୍ନ କମିଟିକୁ ବୈଠକ କରିବା ନିମନ୍ତେ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଆସନ୍ତା ୧୬ ତାରିଖରେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ବୈଷୟିକ ଟିମ୍ ସହ ତାଙ୍କ!-->…
ଭିତରକନିକାରେ ବଢ଼ିଲା ପକ୍ଷୀଙ୍କ ସଂଖ୍ୟା…
ଭୁବନେଶ୍ୱର: ଭିତରକନିକାରେ ବଢ଼ିଲା ପକ୍ଷୀଙ୍କ ସଂଖ୍ୟା । ଗତ ବର୍ଷ ତୁଳନାରେ ଭିତରକନିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢ଼ିଛି । ଭିତରକନିକାରେ ୧ଲକ୍ଷ ୩୯ହଜାର ୯୫୯ ବିଦେଶୀ ପକ୍ଷୀ ଚିହ୍ନଟ ହୋଇଛନ୍ତି । ଏନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ୧୪ ପ୍ରଜାତିର ପକ୍ଷୀ ଚିହ୍ନଟ!-->…
ହକି ବିଶ୍ବକପ୍; ପହଞ୍ଚୁଛନ୍ତି ଗୋଟିଏ ପରେ ଗୋଟିଏ ବିଦେଶୀ ଦଳ, ଆଜି ପହଞ୍ଚିଲେ ସ୍ପେନ୍ ଦଳ…
ଭୁବନେଶ୍ବର : ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ ୧୫ତମ ସଂସ୍କରଣ ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୋଟିଏ ପରେ ଗୋଟିଏ ବିଦେଶୀ ଦଳ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବାରେ ଲାଗିଛନ୍ତି । ଏହି କ୍ରମରେ ରବିବାର ସ୍ପେନ୍ ଦଳ ଭୁବନେଶ୍ବରରେ!-->…