Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୁରୀ ଗଜପତି ମହାରାଜାଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ଗ୍ରହଣ କଲେ ନୂଆ ମୁଦିରସ୍ତ…
ପୁରୀ : ପୌଷପୂର୍ଣ୍ଣିମା ଅବସରରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିନିଧି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ନୂତନ ମୁଦିରସ୍ତ। ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ନୂତନ ମୁଦିରସ୍ତଙ୍କ ଶାଢ଼ୀ ବନ୍ଧା ନୀତି ଅନୁଷ୍ଠିତ ହୋଇଛି। ମୁଦିରସ୍ତ ଭାବରେ ନାରାୟଣ ମୁଦିରସ୍ତ!-->…
ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଏବେ ୫ କେଜି ଲେଖାଏ ଚାଉଳ କାଟିଛି କେନ୍ଦ୍ର : ସସ୍ମିତ ପାତ୍ର
ଭୁବନେଶ୍ଵର: ଚାଉଳ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କଲା ରାଜ୍ୟ । ମୁଣ୍ଡପିଛା ୫ କେଜି ଚାଉଳ କାଟୁଛି କେନ୍ଦ୍ର । ଗରିବ ଲୋକଙ୍କୁ ମିଳୁଥିବା ଚାଉଳ କାଟିଛି କେନ୍ଦ୍ର ସରକାର । ପୂର୍ବରୁ ମୁଣ୍ଡ ପିଛା ୧୦ କେଜି ଚାଉଳ ଦେଉଥିଲେ ସରକାର । ଡିସେମ୍ବରରୁ ମୁଣ୍ଡପିଛା ୫ କେଜି ଚାଉଳ କାଟୁଛି!-->…
୨୪ ଶିକ୍ଷକଙ୍କୁ ଚାକିରିରୁ ବିଦା କଲେ ନବରଙ୍ଗପୁର ଜିଲ୍ଲାପାଳ…
ନବରଙ୍ଗପୁର : ବିନା ଛୁଟିରେ ବହୁ ବର୍ଷ ଧରି ଅନୁପସ୍ଥିତି ଥିବାରୁ ୨୪ ଶିକ୍ଷକଙ୍କୁ ନିଲମ୍ବିତ । ନବରଙ୍ଗପୁର ଜିଲ୍ଲାରେ ୨୦୧୦ ମସିହାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍ ଦୀର୍ଘ ୧୨ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ୨୪ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ନବରଙ୍ଗପୁର!-->…
ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲା: ଆକାଶ ପାଠକଙ୍କ BMW ଗାଡ଼ି ଉଠାଇନେଲା ED…
ଭୁବନେଶ୍ୱର : ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ । ରାଜ୍ୟ ବାହାରୁ ଆକାଶ ପାଠକଙ୍କ BMW ଗାଡ଼ି ଉଠାଇନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୨୦୨୦ ମସିହା ଅକ୍ଟୋବର ୫ରେ ଏହି କାରକୁ କିଣାଯାଇଥିଲା । ଗଞ୍ଜାମ ଆରଟିଓରେ ଗାଡିର ରେଜିଷ୍ଟ୍ରେସନ!-->…
ଶିମିଳିପାଳରେ ଆଜିଠାରୁ ଆରମ୍ଭ ହେଲା କୁମ୍ଭୀର ଗଣନା…
କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଓ ଶିମିଳିପାଳ ପାଦ ଦେଶରେ ଥିବା ନଦୀ ଓ ନାଳ ଗୁଡିକ ରେ ଆଜିଠାରୁ ଆରମ୍ଭ ହେଇଛି କୁମ୍ଭୀର ଗଣନା । ବିଶେଷ କରି ଶିମିଳିପାଳ ରୁ ବାହାରି ଥିବା ନଦୀ ଖଇରି, ବୁଢାବଳଙ୍ଗ, ଖଡ଼ଖାଇ ପ୍ରଭୁତି ୫ ଟି ନଦୀକୂଳରେ କୁମ୍ଭୀର ଗଣନା ଚାଲିଛି । ଏହା!-->…
ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଭାଇର ଜୀବନ ନେଲା ଭାଇ…
ଭୁବନେଶ୍ୱର: କାନ୍ଦ ବୋବାଳିରେ ଫାଟି ପଡ଼ୁଥାଏ ସାରା ପରିବେଶ। ଗାଁଟା ସାରା ଶୋକର ଛାୟା। ସମସ୍ତେ ସ୍ତବ୍ଧ ହୋଇ ଯାଇଥାନ୍ତି। କ୍ଷଣଙ୍କ ଭିତରେ ଘଟିଗଲା ଅଘଟଣ। ଦେଖୁ ଦେଖୁ ଚାଲି ଗଲା ଭେଣ୍ଡିଆ ପୁଅର ଜୀବନ।
ସତରେ କେତେ ଖଟି ଖଟି ପୁଅ/ଝିଅକୁ ଏଡ଼େ ରୁ ଏଡିକି ଟିଏ କରେ ବାପା, ତାକୁ ଯେ କେତେ!-->!-->!-->…
ରାସ୍ତାରେ ଝିଅକୁ କମେଣ୍ଟ ମାରିଲେ, ଅଭିଯୋଗ ପରେ ବାପାକୁ ଭୁଜାଲିରେ ଆକ୍ରମଣ କଲେ ଯୁବକ…
ଆନନ୍ଦପୁର: ରାସ୍ତାରେ ଅଟକାଇ ଝିଅକୁ କରୁଥିଲେ ହଇରାଣ। ଥାନାରେ ଅଭିଯୋଗ କରିବାରୁ ବାପାକୁ ଭୁଜାଲିରେ ଆକ୍ରମଣ । ନିଜ ଝିଅକୁ ବାଟରେ ଅଟକାଇ କମେଣ୍ଟ ମାରିବା ସହ ଅଶ୍ଳିଳ ଇଙ୍ଗିତ କରୁଥିବା ଯୁବକ ବିରୋଧରେ ବାପା ଥାନାରେ ଅଭିଯୋଗ କରିବାରୁ ଅଭିଯୁକ୍ତ ଯୁବକଙ୍କ ଭୁଜାଲି ଆକ୍ରମଣର ଶିକାର!-->…
ଆଜି ସରୁଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା…
ବରଗଡ : ଆଜି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ପଡିବ ଯବନିକା । କୃଷ୍ଣଙ୍କ ହାତରେ ବଧ ହେବେ ମାମୁଁ କଂସ । ଦଶମ ଦିବସରେ ମଥୁରାରେ ପହଞ୍ଚିଛନ୍ତି ବନବିହାରୀ । ପ୍ରଭୁଙ୍କୁ ଦର୍ଶନ ପାଇ ଭକ୍ତଙ୍କ ଭିତରେ ଆନନ୍ଦ, ଉତ୍ସାହ ଲାଗି ରହିଛି । ଆଜି କୃଷ୍ଣ ବଳରାମଙ୍କ ସହ ଗୋପାଳ ବାଳକଙ୍କ ମଥୁରା!-->…
ଭାରତ ଯୋଡ଼ ଯାତ୍ରାରେ ଓଡ଼ିଶା ସମେତ ମାଲକାନଗିରି ଜିଲ୍ଲା କଂଗ୍ରେସ କର୍ମୀ ସାମିଲ୍…
ମାଲକାନଗିରି : ବିଗତ କିଛି ମାସ ଧରି ଅନେକ ଘାତ ପ୍ରତିଘାତ , ବାଦ ବିବାଦ , ଶାସକ ଦଳର ଅପପ୍ରଚାର ମଧ୍ୟ ଦେଇ ୨୦୧୪ ମସିହା ପରେ ପରେ ଦେଶରେ ତିଆରି ହୋଇଥିବା ସାମ୍ପ୍ରଦାୟିକ ଶକ୍ତି ବିରୋଧରେ 'ଭାରତ ଯୋଡ଼' ନାଁ ରେ ଭାରତର ଧର୍ମନିରପେକ୍ଷତା , ସ୍ୱତନ୍ତ୍ରତା , ଭାଇଚାରାର ବାର୍ତ୍ତା ବହନ କରି!-->…
ରାଉରକେଲାରେ ମୋ ବସ୍ ସେବାର ଶୁଭାରମ୍ଭ…
ରାଉରକେଲା: ବିଗତ ୪ ବର୍ଷ ଧରି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ଓଡ଼ିଶାର ରାଜଧାନୀ ଅଞ୍ଚଳରେ ମୋ ବସ୍ ସେବା ପ୍ରଦାନ କରାଯାଉଛି । ଯେଉଁଥିରେ ସାମିଲ ରହିଛି ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପିପିଲି, ପୁରୀ ଓ କୋଣାର୍କ । ଏହା ନାଗରିକମାନଙ୍କ ଦୈନନ୍ଦିନ!-->…