Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗାଡ଼ିରେ ଗାରେଇ ଦେବାରୁ ୫ ବର୍ଷର ଶିଶୁକୁ ବିଦ୍ୟୁତ୍ ଖୁଣ୍ଟିରେ ବାନ୍ଧି ନିସ୍ତୁକ ମାଡ଼!
ଗଜପତି: ଗାଡ଼ିରେ ଗାରେଇ ଦେବାରୁ ୫ ବର୍ଷର ଶିଶୁକୁ ନିସ୍ତୁକ ମାଡ଼ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ରେଖନା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗତକାଲି ରାତିରେ ଟୁନା ସାହୁଙ୍କ ପୁଅ ସୋହନ ତାଙ୍କ ଘର ଆଗରେ ରହୁଥିବା ପ୍ରସାଦ ରାଓଙ୍କ କାର୍ରେ ଗାରେଇଥିବା ଅଭିଯୋଗରେ କାର୍!-->…
ରୁଷ ସାଂସଦ ଓ ବନ୍ଧୁଙ୍କ ମୃତ୍ୟୁ ଘଟଣା: ହୋଟେଲ୍ ମାଲିକଙ୍କୁ ପଚରାଉଚରା, ଅନ୍ୟ କର୍ମଚାରୀଙ୍କ ବୟାନ ରେକର୍ଡ
ରାୟଗଡ଼ା: ରାୟଗଡ଼ାରେ ରୁଷ ସାଂସଦ ପାଭେଲ୍ ଆଣ୍ଟୋଭ ଓ ବନ୍ଧୁଙ୍କ ମୃତ୍ୟୁର ସରଜମିନ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ରାୟଗଡ଼ାରେ ତିନି ଦିନ ହେବ ତନାଘନା ଜାରି ରହିଛି । ରୁଷ ନାଗରିକ ରହୁଥିବା ହୋଟେଲରେ ଖୋଳତାଡ ହୋଇଛି । ଗତକାଲି ହୋଟେଲ୍ ମାଲିକଙ୍କୁ ୨୦ ମିନିଟ ଧରି ପଚରାଉଚରା ହୋଇଥିଲା ।!-->…
ନୂଆବର୍ଷରେ ପ୍ରେମିକାକୁ ଭେଟିବା ପାଇଁ ଆସିଥିଲେ ପ୍ରେମିକ, ହେଲେ ଝିଅ ଘର ସାମ୍ନାରୁ ମିଳିଲା ମୃତଦେହ
ବଲାଙ୍ଗିର: ପ୍ରେମିକା ଘର ଆଗରୁ ପ୍ରେମିକର ମୃତଦେହ ଉଦ୍ଧାର । ବଲାଙ୍ଗିର ଜିଲ୍ଲା ସଦର ଥାନା ଦୁଆନପାଲି ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ କୁମପଥର ଗାଁର ଗାନ୍ଧି ସାଣ୍ଢ ।
ନୂଆବର୍ଷରେ ପ୍ରେମିକାଙ୍କୁ ଭେଟିବା ପାଇଁ ତାଙ୍କ ଗାଁକୁ ଆସିଥିଲେ । ପ୍ରେମିକା ଘର ଆଗରେ ଆତ୍ମହତ୍ୟା!-->!-->!-->…
ରୁମରୁ ମୃତ ଅବସ୍ଥାରେ ମହିଳା ଡାକ୍ତରଙ୍କୁ ଉଦ୍ଧାର କଲା ପୋଲିସ
ଆନନ୍ଦପୁର : ମହିଳା ଡାକ୍ତରଙ୍କ ମୃତଦେହକୁ କବାଟ ଭାଙ୍ଗି ଉଦ୍ଧାର କଲା ପୋଲିସ।ନୂଆବର୍ଷ ସେଲିବ୍ରେସନ ପରେ ରୁମରୁ ମୃତ ଅବସ୍ଥାରେ ଠାବ ହୋଇଥିଲେ ଡାକ୍ତର। ଯୋଡା ଥାନା ଯୋଡା ପୌରପାଳିକା ଅନ୍ତର୍ଗତ ୨ ନଂ ୱାର୍ଡ ବନେଇକଳା ବସ୍ତି ଠାରେ ଥିବା ଯୋଡା ବ୍ଲକ ଅଧ୍ୟକ୍ଷ କବୀନ୍ଦ୍ର ନାଏକଙ୍କ ଘରେ!-->…
ମୋ ବସ୍ରେ ୬ ଯାତ୍ରୀଙ୍କ ପକେଟ ମାରୁ…
କଟକ: ସୁରକ୍ଷିତ ନୁହେଁ କି ସରକାରଙ୍କ ମୋ ବସ୍? କେତେବେଳେ ଅଧାରାସ୍ତାରେ ଧୋକା ଦେଉଛି ତ, ଆଉ କେତେବେଳେ ବସ୍ ଭିତରେ ହେଉଛି ପକେଟ୍ ମାରୁ। ଆଜି ପୁଣି ମୋ ବସ୍ ଭିତରେ ଭିଡର ଫାଇଦା ନେଇ ମୋବାଇଲ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ୧୮ ନମ୍ବର ମୋ ବସ୍ରେ ହୋଇଛି ମୋବାଇଲ୍ ଚୋରି।
ଗୋଟିଏ କି!-->!-->!-->…
ପିଅନର ଟାଙ୍ଗିଆ ଚୋଟରେ ଶିକ୍ଷକଙ୍କ ମୃତ୍ୟୁ…
ମାଲକାନଗିରି : ପିଅନର ଟାଙ୍ଗିଆ ଚୋଟରେ ଶିକ୍ଷକଙ୍କ ମୃତ୍ୟୁ। ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ। ମୃତ ଶିକ୍ଷକଙ୍କ ନାଁ ନିରାକାର ସେଠୀ।
ମିଳିଥିବା ସୂଚନା ଅନୁଯାୟୀ, କୌଣସି କଥାକୁ ନେଇ ଶିକ୍ଷକ ନିରାକାର ସେଠୀ ଓ ପିଅନ ନରେଶ!-->!-->!-->…
ବର୍ଷର ଶେଷ ଦିନରେ ଭୋଜି କରିବାକୁ ଡାକି ତଣ୍ଟିକାଟି ମାରିଦେଲେ…
ବଲାଙ୍ଗିର: ବର୍ଷର ଶେଷ ଦିନରେ ଭୋଜି କରିବାକୁ ଡାକି ଜଣେ ଟେଲରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ତଅଁଳା ଗାଁରେ।
ମୃତ ଟେଲରଙ୍କ ନାଁ ପୁରୁଷୋତ୍ତମ ବେହେରା। ଗତକାଲି ରାତିରେ ତାଙ୍କ ମୃତଦେହକୁ ତଅଁଳା ଗାଁ ନର୍ସରୀ!-->!-->!-->…
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ବସ୍, ନିଆଁ ଲଗାଇ ଦେଲେ ଲୋକେ…
ବାରିପଦା: ବାରିପଦା ଜୁବୁଲି ପେଟ୍ରୋଲ ପମ୍ପ ନିକଟରେ ବାଇକ କୁ ପିଟିଲା ବସ। ଫଳରେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ବସ ରେ ନିଆଁ ଲଗାଇ ଦେଇଛନ୍ତି।
ଦୁର୍ଘଟଣା ଘଟାଇଥିବା ବସଟି ହେଉଛି ରଞ୍ଜିତା ନାମରେ ଏକ ଘରୋଇ ବସ। ବସ ପୋଡି ପରେ ଘଟଣା ସ୍ଥଳରେ!-->!-->!-->…
ଆଜିଠାରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ବନ୍ଦ୍…
ପୁରୀ: ଆଜିଠାରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ନିଷିଦ୍ଧ ହୋଇଛି। ଏହା ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି। ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ଅର୍ଥାତ ନୂଆ ବର୍ଷ ଠାରୁ ଏହି ନୂଆ ନିୟମ ଲାଗୁ ହୋଇଛି।
ଶ୍ରୀମନ୍ଦିରକୁ!-->!-->!-->…
ଦେବଗଡରେ ପୁଅର ଛୁରା ମାଡରେ ବାପାର ମୃତ୍ୟୁ…
ଦେବଗଡ: ନୂଆ ବର୍ଷରେ ପୁଅର ଅମାନବୀୟ କାଣ୍ଡ l ସାମାନ୍ୟ ମଦ ପାଇଁ ବାପାକୁ କଲା ହତ୍ୟା । ଏଭଳି ଅଭାବନୀୟ ଅଘଟଣ ଦେଖିବାକୁ ମିଳିଛି ଦେବଗଡରେ । ନୂଆ ବର୍ଷ ପାଳନ ପାଇଁ ମଦ ପିଇବାକୁ ଟଙ୍କା ନ ଦେବାରୁ ବାପାକୁ ଛୁରୀରେ ଆକ୍ରମଣ କରି ହତ୍ୟା କଲା ପୁଅ l ଦେବଗଡ଼ ଥାନା ଅନ୍ତର୍ଗତ!-->…