Browsing Category

ଓଡିଶା

ଜନ୍ମଦିନରେ ପତ୍ନୀଙ୍କ ହାତରେ ହାତ ଧରି ନାଚିଲେ ଜୟପୁର ବିଧାୟକ ତାରା ବାହିନୀପତି…

କୋରାପୁଟ: ନାଚୁଛନ୍ତି ଉଭୟ ପତି-ପତ୍ନୀ। ଜୟପୁର ବିଧାୟକ ତାରା ବାହିନୀପତି ନାଚୁଥିବା ବେଳେ ତାଙ୍କ ସହ ନାଚୁଛନ୍ତି ତାଙ୍କ ପତ୍ନୀ ମୀନାକ୍ଷୀ ବାହିନୀ ପତି। ହାତକୁ ହାତ ଧରି ତାରା ବାହିନୀ ପତି ନାଚୁଛନ୍ତି। ତାରା ବାହିନୀଙ୍କ ଜନ୍ମ ଦିନ ପାଳନ ଅବସରରେ କୋରାପୁଟ ପ୍ରେସକ୍ଲବ୍‌ ଠାରେ

ରୁଷ୍‌ ସାଂସଦ ପାଭେଲ୍‌ଙ୍କ ମୃତ୍ୟୁ ଘଟଣା: ହୋଟେଲରେ କ୍ରାଇମବ୍ରାଞ୍ଚର ଛାନବିନ୍‌, ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କଲା…

ରାୟଗଡା: ରୁଷ୍‌ର କୋଟିପତି ସାଂସଦ ଆଣ୍ଟୋଭ ପାଭେଲ୍‌ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବେଦନଭଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା ? ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ କରିଛି। ଫରେନସିକ ଟିମ୍‌ ସହ ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ତଥ୍ୟ ସଂଗ୍ରହ କରିଛନ୍ତି। ପାଭେଲ ଆଣ୍ଟୋଭଙ୍କ ମୃତଦେହ

କୋରାପୁଟରେ ପୁରୁଷ ହକି ବିଶ୍ଵ କପ ଟ୍ରଫି…

କୋରାପୁଟ: କୋରାପୁଟରେ ପହଞ୍ଚିଲା ପୁରୁଷ ହକି ବିଶ୍ଵ କପ ଟ୍ରଫି। ରାୟଗଡ ଦେଇ ଆସିଥିବା ଟ୍ରଫିକୁ କୋରାପୁଟର ପ୍ରବେଶ ପଥରେ ବିପୁଳ ଭବ୍ୟ ସ୍ୱାଗତ କରାଯାଇଥିଲା । ବାଜା ବାଜେଣା ସହ ଡେମସା ନାଚର ତାଳେ ତାଳେ ଟ୍ରଫିକୁ କୋରାପୁଟ ସହର ପରିକ୍ରମା କରାଯାଇଥିଲା । ଜଗନ୍ନାଥ ମନ୍ଦିର ଛକରେ ସ୍ୱାଗତ

ଖେଳାଳିମାନେ ରହିବାକୁ ଥିବା ବିଭିନ୍ନ ହୋଟେଲ ବୁଲି ଦେଖିଲେ ଡିସିପି ପ୍ରତୀକ ସିଂ…

ଭୁବନେଶ୍ୱର: ହକି ବିଶ୍ୱକପ ପୂର୍ବରୁ ଖେଳାଳିମାନେ ରହିବାକୁ ଥିବା ବିଭିନ୍ନ ହୋଟେଲ ବୁଲି ଯାଞ୍ଚ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳ ରାଜଧାନୀ ଭୁବନେଶ୍ୱରର ନଅଟି ହୋଟେଲରେ ରହିବେ ଏବଂ ସମସ୍ତ ହୋଟେଲ ଗୁଡିକରେ ସ୍ୱତନ୍ତ୍ର ସୁରକ୍ଷା

ଓଏଏସ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞାପନ…

ଓଏଏସ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞାପନ । ୬୮୩ ସିଭିଲ ସର୍ଭିସ ପରୀକ୍ଷା ପାଇଁ ବିଜ୍ଞାପନ ବାହାରିଛି । ଜାନୁଆରୀ ୧୭ରୁ ଫେବ୍ରୁଆରୀ ୧୬ ଯାଏ କରିପାରିବେ ଆବେଦନ । ୬୮୩ଟି ପଦବୀ ମଧ୍ୟରେ ୨୨୭ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏନେଇ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ…

ଭୁବନେଶ୍ବର: ନୂଆବର୍ଷ-୨୦୨୩ ପୂର୍ବରୁ ଆଇପିଏସ୍‌ ସ୍ତରରେ ରାଜ୍ୟ ସରକାର ବଡ଼ଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ବ୍ରିଜେଶ କୁମାର ରାୟଙ୍କୁ ଅନୁଗୁଳ ରେଂଜ ଡିଆଇଜି ଭାବେ ନିଯୁକ୍ତି ମିଳିଛି। ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି

ହାଜର ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ କୋର୍ଟଙ୍କ ସମନ…

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଜର ପାଇଁ ସମନ ଜାରି କରିଛନ୍ତି ଦିଲ୍ଲୀ ପଟିଆଲା କୋର୍ଟ । ଜାନୁଆରୀ ୪ ତାରିଖରେ ହାଜର ପାଇଁ କୋର୍ଟ ସମନ କରିଛନ୍ତି । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଷ୍ଟାଫଙ୍କ ପ୍ରତି ବର୍ଷା ଦେଇଥିବା ଜାତିଆଣ ଆକ୍ଷେପ

କଟକରେ ଜିରୋ ନାଇଟ ପାଇଁ କ୍ଲବ, ପବ ଓ ହୋଟେଲଗୁଡିକ ସେଲିବ୍ରେସନ ପାଇଁ ପୋଲିସ ଠାରୁ ନେବେ ଅନୁମତି…

କଟକ ; ଜିରୋ ନାଇଟ ପାଇଁ କଟକ କମିଶନରେଟର ପ୍ରସ୍ତୁତି। କ୍ଳବ,ପବ, ହୋଟେଲଗୁଡିକ ସେଲିବ୍ରେସନ ପାଇଁ ପୋଲିସ ଠାରୁ ଅନୁମତି ନେବାକୁ ପଡିବ ବୋଲି ଡିସିପି ପିନାକ ମିଶ୍ରଙ୍କ ସୂଚନା ଦେଇଛନ୍ତି । ଏଥିସହିତ ରାତି ୧୨ ଟା ପର୍ଯ୍ୟନ୍ତ ଇନଡୋର ସେଲିବ୍ରେସନ ଓ ଆଉଟ ଡୋର ବା ବାହାରେ ମୁକ୍ତା

ନୂଆବର୍ଷରେ କୋଭିଡ ନିୟମ ନ ମାନିଲେ ଆସିପାରେ ବିପଦ: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ…

ଭୁବନେଶ୍ୱର: କୋଭିଡ ନିୟମ ନ ମାନିଲେ ଆସିପାରେ ବିପଦ । ଗହଳିରେ ମାସ୍କ ପିନ୍ଧିବାକୁ ପରାମର୍ଶ । ନୂଆବର୍ଷ ପାଇଁ ପୁଣି ଥରେ ସତର୍କ କରାଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । କୋଭିଡ ନେଇ କେନ୍ଦ୍ର ସରକାରଙ୍କ ଗାଇଡ ଲାଇନକୁ ରାଜ୍ୟରେ ଅନୁପାଳନ କରାଯାଉଛି । ଯେଉଁଠାକୁ ଆନ୍ତର୍ଜାତୀୟ ବିମାନ

ଗାଁ ଦାଣ୍ଡରେ ପ୍ରେମିକର ଘର ଆଗରେ ଶଙ୍ଖା ସିନ୍ଦୁର ପିନ୍ଧିଲା ପ୍ରେମିକା…

ଗଞ୍ଜାମ: ପ୍ରତିଶ୍ରୁତି ଏବଂ ପ୍ରେମର ଅଧିକାର ମାଗିଲା କିନ୍ତୁ ମିଳିଲାନି । କିଛି ଉପାୟ ନପାଇ ଧାରଣାରେ ବସିଲା, ଅଡିବସିଲା ବିବାହ ପାଇଁ । ଶେଷରେ ପ୍ରେମିକର ଘର ଆଗରେ ଏବଂ ଗାଁ ଦାଣ୍ଡରେ ବାହା ମୁକୁଟ ବାନ୍ଧି ଶଙ୍ଖା ସିନ୍ଦୂର ପିନ୍ଧିଲା । ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା