Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସର୍ଗିଫୁଲ ମହୋତ୍ସବର ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ: ଓଡିଶାର ପିଲାମାନେ କାହା ଠାରୁ କମ୍ ନୁହଁନ୍ତି
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସର୍ଗିଫୁଲ ମହୋତ୍ସବର ଉଦ୍ଯାପନ ଦିବସରେ ଉଦ୍ବୋଧନ ଦେଇ ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢିବାକୁ ପରାମର୍ଶ ଦେଇଛନ୍ତି। ଅନୁସୂଚିତ ଜାତି ଜନଜାତି ଉନ୍ନୟନ୍ ବିଭାଗ ଅନ୍ତର୍ଗତ ବିଦ୍ୟାଳୟ ସମୂହର ଏହି ଅନନ୍ୟ କାର୍ଯ୍ୟକ୍ରମରେ!-->…
ବୁଷ୍ଟର ଡୋଜ କୋଭିଡର ନୂଆ ଭାରିଆଣ୍ଟକୁ ପ୍ରତିହତ କରିପାରିବ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
ଭୁବନେଶ୍ବର: କିଛି ଦିନର ନିରବତା ପରେ ପୁଣି ଥରେ କୋଭିଡ୍ ସଂକ୍ରମଣ ଆଶଙ୍କା ଦେଖାଦେଇଛି। କରୋନାକୁ ପୁଣି ଥରେ ହରାଇବା ପାଇଁ ସସସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। ବୁଷ୍ଟର ଡୋଜ ନୂଆ ଭାରିଆଣ୍ଟକୁ ପ୍ରତିହତ କରିପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ!-->…
କୋର୍ଟରେ ହାଜର ପାଇଁ IAS ମନୀଷ ଅଗ୍ରୱାଲ୍ଙ୍କୁ ନିର୍ଦ୍ଦେଶ
ମାଲକାନଗିରି : ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ୍ଙ୍କ ଅଡୁଆ ବଢିଲା। ତାଙ୍କ ବିରୋଧରେ ପୁଣି ଥରେ ମାଲକାନଗିରି SDJM କୋର୍ଟରେ ମାମଲା ଚାଲୁ ହୋଇଛି। ତତ୍କାଳୀନ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ପରିବାର ପକ୍ଷରୁ ଏତଲା!-->…
ପୋଖରୀରେ ବୁଡ଼ି ୩ ନାବାଳକ ମୃତ
ପଟ୍ଟାମୁଣ୍ଡାଇ: ପୋଖରୀରରେ ବୁଡ଼ି ପ୍ରାଣ ହରାଇଛନ୍ତି ୩ ଜଣ ନାବାଳକ। ଏହି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍ ବାଗପାଟିଆ ଗାଁରେ।
ମୃତ ନାବାଳକ ମାନଙ୍କ ବୟସ ୧୦/୧୧ ବର୍ଷ ପାଖାପାଖି ହେବ। ଆଜି ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଏହି ଘଟଣା ଘଟିଛି। ଏହି ପିଲାମାନେ ଗାଁ!-->!-->!-->…
ଉଠା ଦୋକାନୀଙ୍କ ଆନ୍ଦୋଳନ ପରେ ନରମିଲା ବିଏମ୍ସି, କାଲିଠୁ ଉଚ୍ଛେଦ ବନ୍ଦ
ଭୁବନେଶ୍ୱର: ଉଠା ଦୋକାନୀଙ୍କ ଆନ୍ଦୋଳନ ପରେ ନରମିଲା ବିଏମ୍ସି। କାଲିଠୁ ଉଚ୍ଛେଦ ହେବ ନାହିଁ ବୋଲି କହିଲେ ବିଏମ୍ସିର ନର୍ଥ ଜୋନ୍ ଆସିଷ୍ଟାଣ୍ଟ କମିଶନର ସୁରେଶ ଲେଙ୍କା। ସେ କହିଛନ୍ତି, କିଛି ଦିନ ପାଇଁ ଉଚ୍ଛେଦ ବନ୍ଦ ରହିବ। ଉଚ୍ଛେଦ ପୂର୍ବରୁ ସଂଘ ସହ ଆଲୋଚନା ହେବ। ପରବର୍ତ୍ତୀ!-->…
ରିମାଣ୍ଡ ଅବଧି ସରିବା ପରେ ଜଗବନ୍ଧୁଙ୍କୁ ବାନ୍ଧିଲା ଇଡି
ଭୁବନେଶ୍ୱର: ରିମାଣ୍ଡ ଅବଧି ସରିବା ପରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ବାନ୍ଧିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇବା ପରେ ଜଗବନ୍ଧୁଙ୍କୁ ଆଜି ଗିରଫ କରିଛି ଇଡି। ଜଗବନ୍ଧୁଙ୍କ ରିମାଣ୍ଡ ଆଜି ସରିବା ପରେ!-->…
ମୃତ୍ୟୁ ପୂର୍ବରୁ ବଡ଼ ଝିଅ ଲିପିକାଙ୍କ ପାଖକୁ ଗୋବିନ୍ଦ ଲେଖିଥିଲେ ଚିଠି
ବଲାଙ୍ଗିର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲ୍ ଭିତରେ ପ୍ରାଣ ହରାଇବା ପୂର୍ବରୁ ତାଙ୍କ ଝିଅ ପାଖକୁ ଲେଖିଥିଲେ ଶେଷ ଚିଠି। ଗୋବିନ୍ଦଙ୍କ ଜ୍ୟାକେଟର ଭିତର ପକେଟରୁ ଏକ ମାଟିଆ ରଙ୍ଗର ଏନଭଲପ୍ ମିଳିଥିଲା। ଏହି ଏନଭଲପ୍ ଭିତରେ ଥିବା ଚିଠିଟି!-->…
ନବଜାତ ଶିଶୁପୁତ୍ରକୁ ଡଷ୍ଟବିନ୍ ପାଖରେ ପକାଇ ଦେଲା ସାବତ ମା’ !
କଟକ : ସାବତ ମା’ ସାଜିଲା ପିଶାଚୀ! ସ୍ୱାମୀଙ୍କ ଦ୍ୱିତୀୟ ସ୍ତ୍ରୀର ନବଜାତ ଶିଶୁପୁତ୍ରକୁ ଫୋପାଡ଼ି ଦେଲା! ଡଷ୍ଟବିନ ପାଖରୁ ପିଲାଟିକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି। ଏଭଳି ଏକ ଘଟଣା ଘଟିଛି କଟକ ବଡ଼ ଡାକ୍ତରଖାନାରେ।
ନବାଜାତ ଶିଶୁପୁତ୍ରଟି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା!-->!-->!-->…
ପୁଣି ନିରାଶ ହେଲେ ଗିରଫ ଆଇନଜୀବୀ, ମିଳିଲାନି ଜାମିନ
ସମ୍ବଲପୁର: ପୁଣି ନିରାଶ ହେଲେ ସମ୍ବଳପୁରର ଗିରଫ ଆଇନଜୀବୀ। ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଗିରଫ ହୋଇଥିବା ଏହି ଆଇନଜୀବୀଙ୍କ ଜାମିନ ଆବେଦନକୁ ପୁଣି ଖାରଜ ଦେଇଛନ୍ତି କୋର୍ଟ। ସମ୍ବଲପୁର ଜିଲ୍ଲା ଓ ଦୌରା ଜଜ୍ ଗୁରୁବାର ସେମାନଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।!-->…
ଆସନ୍ତା ୨୭ ତାରିଖରେ ବରଗଡ଼ ଧନୁଯାତ୍ରା
ବରଗଡ଼: ଆସନ୍ତା ୨୭ ତାରିଖରେ ବରଗଡ଼ ଧନୁଯାତ୍ରା। ଆଉ ଦିନ କେଇଟା ରହିଥିବା ବେଳେ, କଳାକାରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ। ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କଳାକାର ମାନେ ଦିନରାତି ଏକ କରିଦେଇ ରିହର୍ସାଲ କରୁଛନ୍ତି। ରିହର୍ସାଲର ଅନ୍ତିମ ପର୍ଯ୍ୟାୟରେ!-->…