Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୧୯ଟି ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ସମସ୍ତଙ୍କ ମୁହଁରେ ହସ, ପାଣି ପାଇଁ ଅପେକ୍ଷାରୁ ମୁକ୍ତି । 5T ଉପକ୍ରମ ରେ ରାଜ୍ୟର ୧୯ଟି ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଉପଭୋକ୍ତାମାନେ ସେମାନଙ୍କ ଖୁସି ବ୍ୟକ୍ତ କରି କହିଲେ ଯେ ପାଣି ପାଇଁ ଘଣ୍ଟା!-->…
ପାଞ୍ଚ ଘଣ୍ଟା ହୋର୍ଡିଂ ଉପରେ ବସି ରହିବା ପରେ ଉଦ୍ଧାର ହେଲେ ମୁକ୍ତିକାନ୍ତ
ଭୁବନେଶ୍ୱର : ଦୀର୍ଘ ୫ ଘଣ୍ଟାର ହାଇଡ୍ରାମା ପରେ ହୋର୍ଡିଂ ଉପରୁ ଓହ୍ଲାଇଲେ ମୁକ୍ତିକାନ୍ତ । ହୋର୍ଡିଂ ଉପରକୁ ଚଢି ପ୍ରତିବାଦ କରୁଥିବା ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ।
ଭୁବନେଶ୍ୱର ଶିଶୁ ଭବନ ଛକ ବିଜ୍ଞାପନ ହୋର୍ଡିଂ ଉପରେ ଚଢିଥିଲେ ରାଉରକେଲାର!-->!-->!-->…
ଚୀନ୍ରେ ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା କୋଭିଡ୍ ଭାରିଆଣ୍ଟ ଓଡ଼ିଶାରେ ଚିହ୍ନଟ
ଭୁବନେଶ୍ୱର: ଚୀନ୍ରେ ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା କୋଭିଡ୍ ଭାରିଆଣ୍ଟ ଓଡ଼ିଶାରେ । ଏବେ ଚିହ୍ନଟ ହୋଇଛି ଚୀନର ଆତଙ୍କୀ ଭାରିଏଣ୍ଟ । ଚୀନରେ ବର୍ତ୍ତମାନ ଆତଙ୍କ ଖେଳାଇଛି BF.7 କୋଭିଡ ଭାରିଆଣ୍ଟ । ଏହା ଓମିକ୍ରନର ଏକ ପ୍ରଜାତି । ଭାରତରେ BF.7 ଭାରିଆଣ୍ଟର ୩ଟି କେସ ଚିହ୍ନଟ!-->…
ପୁରୀରେ ଶତାୟୁ ମଣିଷ ସ୍ୱାମୀ ଶିବାନନ୍ଦ
ପୁରୀ: ପୁରୀରେ ଶତାୟୁ ମଣିଷ। ଏଭଳି ଜଣେ ମଣିଷ ହେଉଛନ୍ତି ୧୨୬ ବର୍ଷୀୟ ସ୍ୱାମୀ ଶିବାନନ୍ଦ। ପୁରୀ ସୁନ୍ଦରା ଜାଗା ନିକଟରେ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସେ ତାଙ୍କର ଜୀବନକୁ ମାନବ ସେବାରେ ଉତ୍ସର୍ଗ କରିଛନ୍ତି । ତାଙ୍କର ଜୀବନ ଶୈଳୀ ଶୃଙ୍ଖଳିତ ଏବଂ ସଙ୍ଗଠିତ। ପ୍ରତିଦିନ!-->…
ଗାଡ଼ି ଚେକିଂ ବେଳେ ଅଟକାଇବାରୁ ହୋମଗାର୍ଡଙ୍କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଚାଲିଗଲା ପ୍ରାଣବାୟୁ
କେନ୍ଦ୍ରାପଡ଼ା: ଗାଡ଼ି ଚେକିଂ ବେଳେ ଅଟକାଇବାରୁ ହୋମଗାର୍ଡଙ୍କ ଉପରେ ଚଢ଼ାଇ ଦେଲେ ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ହୋମଗାର୍ଡ ମୃତ୍ୟୁବରଣ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ବଳଭଦ୍ରପୁର ଛକରେ ଏବହି ଘଟଣା ଘଟିଛି । ମୃତକ ହେଲେ ପ୍ରବୀର ମହାପାତ୍ର । ଆରଟିଓ ଏନଫୋର୍ସମେଣ୍ଟ ସ୍କ୍ଵାଡ୍!-->…
ରାନୀ ପଣ୍ଡାଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସୁକାନ୍ତଙ୍କ ୨ ବର୍ଷ ପୁଅର ଦେହାନ୍ତ
କଟକ: ଦାଉ ସାଜିଲା ଦଇବ। ଗତ କିଛି ଦିନ ତଳେ ସ୍ୱାମୀ ଚାଲିଯାଇଥିଲେ। ଆଉ ଏବେ ପର କରି ଚାଲିଗଲା ୨ବର୍ଷର ପୁଅ। ସୂଚନ ମୁତାବକ, ଗତ କିଛି ଦିନ ତଳେ ରାନୀ ପଣ୍ଡାଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସୁକାନ୍ତ ବେହେରାଙ୍କ ୨ ବର୍ଷର ପୁଅ ଆଜି ସକାଳ ଆଖିବୁଜିଛି। କଟକ ବଡ!-->…
ବଡ ଧରଣର ଲୁଟେରା ଗ୍ୟାଙ୍ଗକୁ ଧରିଲା ନୟାଗଡ଼ ପୋଲିସ୍
ନୟାଗଡ଼: ଧରାପଡିଲା ବଡ ଧରଣର ଲୁଟେରା ଗ୍ୟାଙ୍ଗ୍ । ଏମାନଙ୍କୁ ଧରିବାରେ ସଫଳ ହୋଇଛି ନୟାଗଡ଼ ପୋଲିସ୍। ଲୁଟ୍ ହୋଇଥିବା କାର୍ , ମୋବାଇଲ ଫୋନ୍ ଓ ଟଙ୍କା ଜବତ କରିଛି ପୋଲିସ୍ । କୋଡିଏକାହାଣିଆ ଗାଁର ଦେବାଶିଷ ମହାପାତ୍ରଙ୍କ କାର୍କୁ ତାଙ୍କର ଜଣେ ସାଙ୍ଗ ସୁଧୀର ଗଉଡ ମାଗି ନେଇଥିଲେ।
!-->!-->!-->…
ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ଗତକାଲି ଘରୁ ଟଙ୍କା ନେଇ କୁଆଡେ ଚାଲିଯାଇଥିଲେ
ଯାଜପୁର: ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ପଲେଇ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ସୂଚନା ମୁତାବକ, ଗତକାଲି ପଲେଇ ଗ୍ରାମର ଚୈତନ୍ୟ ନାୟକଙ୍କ ଝିଅ ଶୁଭଶ୍ରୀ ନାୟକଙ୍କୁ ଘରୁ ଦୁଇ ଜଣ ଯୁବକ ଆସି କେଉଁ ଆଡେ ନେଇ ଯାଇଥିଲେ। ପରିବାର ଲୋକେ!-->…
ଭିଜିଲାନ୍ସ ଜାଲରେ କଳାହାଣ୍ଡି କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍
କଳାହାଣ୍ଡି: ଭିଜିଲାନ୍ସ ଜାଲରେ କଳାହାଣ୍ଡି କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । କଳାହାଣ୍ଡି କେ. ଗାଁ ଫରେଷ୍ଟ ରେଞ୍ଜ ଅଫିସର କେଶବ ମାଝୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ଏକକାଳୀନ ଚାରୋଟି!-->…
ଆଜିଠୁ ୩ ଦିନ ଧରି ଚିଲିକାରେ ଡଲଫିନ୍ ଗଣନା
ଟାଙ୍ଗି: ଆଜିଠୁ ୩ ଦିନ ଧରି ଚିଲିକାରେ ଡଲଫିନ୍ ଗଣନା । ସକାଳ ୬ଟାରୁ ଇରାୱାଡି ଡଲଫିନ ଗଣନା ଚାଲିଛି। ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନରେ ୧୦ଟି ଟିମ୍ ଓ ସାତପଡ଼ାରେ ୮ଟି ଟିମ୍ ଡଲଫିନ୍ ଗଣନା ପାଇଁ ନିୟୋଜିତ ହୋଇଛନ୍ତି। ପ୍ରତି ଟିମ୍ରେ ୮ଜଣ ସଦସ୍ୟ ରହିଛନ୍ତି। ୨ଟି ରେଂଜକୁ ୩ଟି!-->…