Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶିଶୁ ଭବନ ଓଭର ବ୍ରିଜ ଉପରେ ୨ଦିନରେ ୨ଦୁର୍ଘଟଣା
ଭୁବନେଶ୍ୱର: ଭୁବନେଶ୍ୱର ଶିଶୁ ଭବନ ଓଭର ବ୍ରିଜ ଉପରେ ଦୁଇ ଦିନରେ ଦୁଇଟି ଦୁର୍ଘଟଣା । ରାସ୍ତା ମଝିରେ ନୂଆ କରି ବସାଯାଇଥିବା ଡିଭାଇଡର୍ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି । ଗତକାଲି ଏକ ଆମ୍ବୁଲାନ୍ସ ରୋଡ୍ ଡିଭାଇଡରରେ ପିଟି ହୋଇଯାଇଥିବା ବେଳେ ଆଜି ଭୋର ସମୟରେ ଏକ କାର୍ ମଧ୍ୟ!-->…
ଥରାଇବ ଶୀତ, ଦକ୍ଷିଣ ଓଡ଼ିଶାରେ ୨କୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ
ରାଜ୍ୟକୁ ପୁଣି ଫେରିଲା ଶୀତ। ଆଜିଠୁ ପୁଣି ଥରାଇବ। ଗତକାଲି ରାତିରେ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୦.୪ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି କେନ୍ଦୁଝରରେ ୧୧.୬, ସୁନ୍ଦରଗଡ଼ରେ ୧୨ ଓ ବାଲେଶ୍ୱରରେ ୧୨.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଦକ୍ଷିଣ ଓଡ଼ିଶାରେ ପାରଦ ୨କୁ ୩!-->!-->!-->…
ରାଜ୍ୟ ସରକାର ବିରୁଦ୍ଧରେ ନିର୍ଣ୍ଣାୟକ ଲଢ଼େଇ ହେବ : ବିଜେପି
ଭୁବନେଶ୍ୱର : ରାଜ୍ୟରେ ଚାଲିଥିବା ଜନବିରୋଧୀ ସରକାର ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ହେବ । ଲୋକଙ୍କ ସହ ଦଳକୁ ଯୋଡ଼ି ରଖିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରର ବିଫଳତା ବିରୁଦ୍ଧରେ କ୍ରମାଗତ ଆନ୍ଦୋଳନ ହେବ । ଆଉ ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରିବା ଉପରେ!-->…
ସ୍ଵାଭିମାନ ଅଞ୍ଚଳରୁ ଜୀବନ୍ତ ବୋମା ଉଦ୍ଧାର କରିଲେ ବିଏସଏଫ ବାହିନୀ…
ମାଲକାନଗିରି // ଚିତ୍ରକୋଣ୍ଡା:- ୧୭/୧୨ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରି ପଞ୍ଚାୟତର ତୋଟାଗୁଡା ନିକଟସ୍ଥ ଜଙ୍ଗଲ ରୁ ମାଟି ତଳେ ଖଞ୍ଜା ଯାଇଥିବା ଜୀବନ୍ତ ବୋମା କୁ ଉଦ୍ଧାର କରିଛନ୍ତି ବିଏସଏଫ। ମାର୍ଚ୍ଚ ୩୧ ତାରିଖରେ ଯନ୍ତ୍ରି ପଞ୍ଚାୟତରେ ବିଏସଏଫ ନବମ ବାଟାଲିୟନ ପକ୍ଷରୁ!-->!-->!-->…
ପାଚେରୀ ନିର୍ମାଣକୁ ନେଇ ଆର୍ସେଲର ସହ ଗ୍ରାମବାସୀ ମୁହାଁମୁହିଁ
ପାରାଦୀପ: ପୁଣି ଥରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କମ୍ପାନୀ ସହ ମୁହାଁମୁହିଁ ହାଣ୍ଡିଆ ଗ୍ରାମବାସୀ । କମ୍ପାନୀର ପାଚେରୀ ନିର୍ମାଣ କାର୍ଯ୍ୟକୁ ବିରୋଧ କଲେ । ୧୫ବର୍ଷରୁ ଏସାର କମ୍ପାନୀ ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ କରିବା ସମୟରେ ଗ୍ରାମବାସୀ ଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରି!-->…
ବାର୍ଷିକ କ୍ରୀଡ଼ାରେ ଅଘଟଣ: ଛାତ୍ରଙ୍କ ବେକରେ ପଶିଗଲା ଜାଭଲିନ୍
ବଲାଙ୍ଗିର: ବଲାଙ୍ଗିର ଜିଲା ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ବାର୍ଷିକ କ୍ରୀଡା ଚାଲିଥିବା ବେଳେ ଜଣେ ୯ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗଳିଗଲା ଜାଭଲିନ । ଗୁରୁତର ଛାତ୍ରଙ୍କୁ ଉଦ୍ଧାର କରାଯାଇ ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଗୁରୁତର ଛାତ୍ର ଜଣକ!-->!-->!-->…
ଖୋଲିବ ଲିଙ୍ଗରାଜ ମନ୍ଦିରର ସିଂହଦ୍ଵାର, ଖୁବଶୀଘ୍ର ଶେଷ ହେବ ମରାମତି କାର୍ଯ୍ୟ
ଭୁବନେଶ୍ବର: ଖୋଲିବ ଲିଙ୍ଗରାଜ ମନ୍ଦିରର ସିଂହଦ୍ଵାର। ଖୁବଶୀଘ୍ର ଶେଷ ହେବ ମରାମତି କାର୍ଯ୍ୟ। 25ତାରିଖ ସୁଦ୍ଧା ସିଂହଦ୍ଵାର ସମେତ ଅନ୍ୟାନ୍ୟ ମରାମତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଚି ଭାରତୀୟ ପ୍ରତ୍ନତତ୍ୱ ବିଭାଗ। ସୂଚନା ଦେଲେ ଏ ଏସ ଆଇ ଅଧିକାରୀ ମାନସ କୁମାର ସାହୁ, ଖୁବଶୀଘ୍ର!-->…
ତୃତୀୟ ଥର ପାଇଁ ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର: ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ତୃତୀୟ ଥର ପାଇଁ ସେ ହାଜର ହୋଇଛନ୍ତି । ପୂର୍ବରୁ ଦୁଇ ଥରରେ ତାଙ୍କୁ ପାଖାପାଖି ୨୯ ଘଣ୍ଟା ଜେରା କରିଥିଲା । ଏବେ ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇ ଇଡି ଜେରା କରୁଛି ।
ଆଜି ଶ୍ରଦ୍ଧାଞ୍ଜଳିଙ୍କ ସହ!-->!-->!-->…
୧୭ରୁ ୨୬ ଯାଏ କଟକ-ପାରାଦୀପ ରେଳ ସେକ୍ସନରେ ଟ୍ରେନ ବାତିଲ୍
ଭୁବନେଶ୍ବର : ଆସନ୍ତା ୧୭ରୁ ୨୬ ତାରିଖ ମଧ୍ୟରେ ପାରାଦୀପ ଷ୍ଟେସନଠାରେ ନିରାପତ୍ତା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ କଟକ-ପାରାଦୀପ ରେଳ ସେକ୍ସନରେ ଟ୍ରେନ ସେବା ପ୍ରଭାବିତ ହେବ। ଏହି ସମୟ ମଧ୍ୟରେ ୫ଟି ଟ୍ରେନ୍କୁ ବାତିଲ୍ କରାଯାଇଛି। ଡିସେମ୍ବର ୧୮ ଓ ୨୫ରେ ବିଶାଖାପାଟଣାରୁ!-->…
କୋରାପୁଟ ପଟାଙ୍ଗୀ ପଡାଲଗୁଡା ଛକ ନିକଟରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର
କୋରାପୁଟ: ଓଲଟିଲା ଗ୍ୟାସ ଟ୍ୟାଙ୍କର। କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର। ପଟାଙ୍ଗୀ ପଡାଲଗୁଡା ଛକ ନିକଟରେ ଗ୍ୟାସ୍ ଟ୍ୟାଙ୍କର ରାସ୍ତା କଡକୁ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର।
ଘଟଣାସ୍ଥଳରେ ପଟାଙ୍ଗୀ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି।!-->!-->!-->…