Browsing Category

ଓଡିଶା

ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ତରଫରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଗଣଧାରଣା

ଭୁବନେଶ୍ଵର : ଏକ ଦେଶର ମୂଳଭିତ୍ତି ହେଉଛି ଶିକ୍ଷା ବ୍ୟବସ୍ଥା ଏବଂ ସେ ଶିକ୍ଷାର ଆତ୍ମା ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଅଟେ । କିନ୍ତୁ ବିଡମ୍ବନାର ବିଷୟ ଯେ ସରକାର ଉକ୍ତ ବିଭାଗକୁ ଭୁଲିଯିବା ପରି ଅନୁମେୟ ହେଉଅଛି । ସୂଚନାଯୋଗ୍ୟ ଯେ ସରକାର ଦୀର୍ଘ 6 ବର୍ଷ ହେଲା ପ୍ରାଥମିକ ଶିକ୍ଷା

ଖୁବ୍‌ଶୀଘ୍ର ଶେଷ ହେବ ତାଳଚେର ରୋଡ୍‌-ଅନୁଗୁଳ ଦୋହରୀକରଣ କାମ

ଅନୁଗୁଳ : ପୂର୍ବତଟ ରେଳପଥର ଭୁବନେଶ୍ବର-କଟକ-ଅନୁଗୁଳ-ସମ୍ବଲପୁର ରେଳ ମାର୍ଗରେ ଅତି ଗୁରୁତ୍ୱପୂର୍ଣ୍ଣ ରେଳ ଲିଙ୍କ କାର୍ଯ୍ୟ ମଧ୍ୟରେ ଥିବା ତାଳଚେର ରୋଡ୍‌-ଅନୁଗୁଳ ଦୋହରୀକରଣ କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଓଡ଼ିଶାରେ ରେଳ ସଂଯୋଗ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ

ବିଳମ୍ବିତ ରାତିରେ ଦମ୍ପତିଙ୍କୁ ବୀଭତ୍ସ ହତ୍ୟା : ଗୁଣିଗାରେଡ଼ି ସନ୍ଦେହ…

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ ରାସୋଳ ଝିମିକିପାଟିଆ ଗ୍ରାମରେ ବିଳମ୍ବିତ ରାତିରେ ଦମ୍ପତିଙ୍କୁ ହତ୍ୟା କରାଯାଇଥିବାର ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଭୟଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ରାସୋଳ ଝିମିକିପାଟିଆ ଗ୍ରାମର ବାହାଡ଼ା

ଡିଏଫ୍‌ଓଙ୍କୁ ଖଣି ମାଫିଆଙ୍କ ସଂଘବଦ୍ଧ ଆକ୍ରମଣ

ଢେଙ୍କାନାଳ : ଖଣି ମାଫିଆମାନେ ସଂଘବଦ୍ଧ ହୋଇ ଢେଙ୍କାନାଳ ଡିଏଫଓ ପ୍ରକାଶ ଚନ୍ଦ୍ର ଗୋଗିନାନୀଙ୍କୁ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଢେଙ୍କାନାଳ ସଦର ଥାନା ପୁଲିସ୍ ୬ ଜଣଙ୍କୁ ଅଟକ ରଖିଛି। ଶନିବାର ରାତିରେ ଏହି ଘଟଣା ଘଟିଛି। ହାତୀଙ୍କ ଗତିବିଧି ଲକ୍ଷ୍ୟ କରିବାକୁ ଡିଏଫଓ ଗତକାଲି ରାତି

ଭୁଲ୍ ଇଞ୍ଜେକସନ୍‌ ଦେଇଦେଲେ ଡାକ୍ତର, ଯୁବକ ମୃତ !

ରାୟଗଡ଼ା : ଭୁଲ୍ ଇଞ୍ଜେକସନ୍‌ ଦେଇଦେଲେ ଡାକ୍ତର ! ଏହି ଇଞ୍ଜେକସନ୍ ନେଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ମୃତକ ହେଲେ ଚାନ୍ଦିଲି ଥାନା ଅନ୍ତର୍ଗତ ସାନ ଚାନ୍ଦିଲି ଗାଁର ପ୍ରଶାନ୍ତ କୌଶଲ୍ୟା। ଜ୍ୱର, ପେଟ ବ୍ୟଥା ଓ ମୁଣ୍ଡ ବିନ୍ଧା ହେବାରୁ ସେ ଏକ ଘୋରୋଇ କ୍ଲିନିକ୍‌କୁ ଡାକ୍ତରଙ୍କ ପରାମର୍ଶ

ପୋଖରୀରେ ବିଷ ପକାଇ ମାରିଦେଲେ ୨ କୁଇଣ୍ଟାଲ ମାଛ…

ଭଦ୍ରକ : ରାଜନୈତିକ ଆକ୍ରୋଶରୁ ଦୁଇଟି ମାଛ ଚାଷ ପୋଖରୀରେ ବିଷ ପକାଇଦେଲେ ଦୁର୍ବୃତ୍ତ। ଫଳରେ ପୋଖରୀରେ କୁଇଣ୍ଟାଲ୍ କୁଇଣ୍ଟାଲ୍ ମାଛ ମରି ଭାସୁଥିବାର ଦେଖିବାକୁ ମିଳିଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍ ଅନ୍ତର୍ଗତ ରଣଜିତ ପଞ୍ଚାୟତରେ ଏଭଳି ଘଟଣା ଘଟିଛି। ଏହି ପଞ୍ଚାୟତ ଅଧୀନରେ ଥିବା

ଧର୍ମଘଟକୁ ଓହ୍ଲାଇବ ଟ୍ରକ୍ ମାଲିକ ସଂଘ

କଟକ : ସ୍କ୍ରାପିଙ୍ଗ ପଲିସିକୁ ବିରୋଧ କରି ଟ୍ରକ୍ ମାଲିକ ସଂଘ ଧର୍ମଘଟକୁ ଓହ୍ଲାଇବ ବୋଲି ଆଜି କହିଛି। ଦାବି ପୂରଣ ନ ହେଲେ ଆସନ୍ତା ମାସ ୧୧ରୁ ଏଭଳି ଚରମ ପଦକ୍ଷେପ ନିଆଯିବ। ପ୍ରେସ୍‌ ମିଟ୍ କରି ସରକାରଙ୍କୁ ଏଭଳି ଚେତାବନୀ ଦେଇଛି ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ଫେଡେରେସନ୍।୨୦୨୩ରୁ ଲାଗୁ ହେବ

ସନ୍ତରଣ ପ୍ରଶିକ୍ଷଣ ବେଳେ ଅଘଟଣ: ମହାନଦୀରେ ବୁଡ଼ି ଛାତ୍ରଙ୍କର ମୃତ୍ୟୁ

କଟକ: କଟକର ଯୋବ୍ରା ଆନିକଟରେ ବୁଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଛାତ୍ର ଜଣକ ଜଗତପୁର ଥାନାର ପଶ୍ଚିମକଚ୍ଛ ଅଞ୍ଚଳର ସୋହେଲ ଖାନ ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ, ନିମପୁର ସ୍ପୋର୍ଟ୍ସ କ୍ଳବର ୫୦ରୁ ଅଧିକ ଛାତ୍ର ସନ୍ତରଣ ପ୍ରଶିକ୍ଷଣ ପାଇଁ ମହାନଦୀକୁ ଆସିଥିବା ବେଳେ ସୋହେଲ ବୁଡ଼ି

ସ୍କୁଲ ରୁମ ମଧ୍ୟରୁ ୧୦୪ ପେଟି ମଦ, ୨ ଜଣ ଗିରଫ…

ରାଉରକେଲା: ରାଉରକେଲା ନିକଟ ବିଶ୍ରା ଅଞ୍ଚଳରୁ ଜବତ ହୋଇଛି ବିପୁଳ ପରିମାଣର ନକଲି ବିଦେଶୀ ମଦ। ତା ପୁଣି ଏକ ସ୍କୁଲ କୋଠରୀରୁ। ସ୍କୁଲ ଘରେ ଏହି ମଦ ବାହାର ରାଜ୍ୟରୁ ଆଣି ଗଛିତ ରଖାଯାଇଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ବିଶ୍ରା ବ୍ଲକ ସ୍ଥିତ

କଟକ ମୁହାଁ ୧୬ଟିକିଆ ହାତୀପଲ, ଲୋକେ ଭୟଭୀତ

କଟକ: ସହର ମୁହାଁ ହାତୀପଲ। କଟକ ସହର ନିକଟ ମହାନଦୀ ପଠାରେ ୧୬ ଟିକିଆ ହାତୀପଲ ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟାରେ ଧବଳେଶ୍ବର ପଟୁ ମହାନଦୀ ପାର ହୋଇ ହାତୀପଲ ଆଗକୁ ବଢ଼ୁଛନ୍ତି। କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖ ପଠାରେ ହାତୀ ଦେଖିବାକୁ ମିଳୁଛି। ହାତୀଙ୍କ ଗତିବିଧି ଉପରେ ବନ ବିଭାଗ ନଜର