Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପଦ୍ମପୁରରେ ବିଧାନସଭା ଚାଲିଛି: ଜୟନାରାୟଣ ମିଶ୍ର
ସମ୍ବଲପୁର: ଏବେ ବିଧାନସଭା ତ ପଦ୍ମପୁରରେ ଆଗାମୀ ୫ ତାରିଖ ପର୍ଯ୍ୟନ୍ତ ବୋଧହୁଏ ଚାଲିବ ଏବଂ ଏହା ପରେ କଣ ହେବ ଦେଖାଯିବ ବୋଲି ରାଜ୍ୟ ସରକାରଙ୍କୁ କଟାକ୍ଷକରି ବିଧାନସଭାରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି । ପଶ୍ଚିମ ଓଡିଶା ହାଇକୋର୍ଟ ବେଞ୍ଚ ସ୍ଥାପନ!-->…
ଶେଷ ହେଲା ମାଟ୍ରିକ ସମେଟିଭ-୧ ପରୀକ୍ଷା, ଡିସେମ୍ବର ୯ରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର: ଶେଷ ହେଲା ମାଟ୍ରିକ ସମେଟିଭ-୧ ପରୀକ୍ଷା। ଡିସେମ୍ବର ୯ ତାରିଖରୁ ଆରମ୍ଭ ହେବ ମୂଲ୍ୟାୟନ ପ୍ରକ୍ରିୟା। ପ୍ରାୟ ୧୨ ହଜାର ୨୫୦ ଜଣ ଶିକ୍ଷକ ପରୀକ୍ଷା ଖାତା ମୂଲ୍ୟାୟନ କରିବେ। ୫୬ଟି କେନ୍ଦ୍ରରେ ଖାତା ଦେଖାଯିବ।
୧୦ ଦିନ ଧରି ଚାଲିବ ପରୀକ୍ଷା ଖାତା ମୂଲ୍ୟାୟନ। ସକାଳ ୯ଟାରୁ!-->!-->!-->…
ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଗୁରୁତର
ଉମରକୋଟ: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଗୁରୁତର । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାନାକୋଟ ପଞ୍ଚାୟତର ପୁର୍ଲା ଗାଁରେ ଅଭାବନୀୟ ଘଟଣା । ଗୁରୁତର ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ।
ଚିକିତ୍ସିତଙ୍କ ମଧ୍ୟରେ ଦୁଇ ଜଣ ମହିଳା, ୩ ଜଣ ପୁରୁଷ ଏବଂ ୨ଜଣ ଶିଶୁ!-->!-->!-->…
ସଠିକ୍ ସରକାରୀ ଦସ୍ତାବିଜ ନଥିବାରୁ ୯୯୮ଗାଁର ରାଜସ୍ୱ ମାନ୍ୟତା ରଦ୍ଦ
ଭୁବନେଶ୍ଵର: ରାଜ୍ୟରେ ସମୁଦାୟ ୫୧୭୨୩ ଗାଁ ଅଛି। ଏଥିରୁ ୫୫୧୫ ପଡା ହେଉଛି ଗାଁ। ଯେଉଁଥିରୁ ୬୬୫ ଗାଁକୁ ରାଜସ୍ୱ ଗାଁର ମାନ୍ୟତା ଦିଆଯାଇଛି। ୯୯୮ଗାଁର ସଠିକ ସରକାରୀ ଦସ୍ତାବିଜ ନଥିବାରୁ ରାଜସ୍ୱ ମାନ୍ୟତା ରଦ୍ଦ କରାଯାଇଛି। ବିଧାନସଭାରେ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ରାଜସ୍ୱ!-->…
ବେପାରୁଆ ବସ୍ ଚାଳନା ନେଲା ମହିଳାଙ୍କ ଜୀବନ
ଢେଙ୍କାନାଳ ୦୧।୧୨ : ବେପାରୁଆ ବସ୍ ଚାଳନା ନେଲା ମହିଳାଙ୍କ ଜୀବନ । ଢେଙ୍କାନାଳ କୁରୁଣ୍ଟି ଛକରେ ଜଣେ ମହିଳାଙ୍କ ଉପରେ ଚଢିଗଲା ଯାତ୍ରୀବାହୀ ବସ୍ । ଯାହାଫଳରେ ମହିଳାଙ୍କ ମୃତ୍ୟୁ ହୋଇଛି । କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରି ବସିଛନ୍ତି!-->…
ଟାଟା ମ୍ୟାଜିକ୍-କାର୍ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର
ଜଗତସିଂହପୁର ୦୧।୧୨ : ଟାଟା ମ୍ୟାଜିକ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଯେଉଁଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ଜଗତସିଂହପୁର ଜିଲ୍ଲା କଟକ-ପାରାଦୀପ ତର୍ଜଙ୍ଗା ଠାରେ!-->!-->!-->…
ଉପରକୋର୍ଟରେ ଜାମିନ୍ ଆବେଦନ କଲେ ଅର୍ଚ୍ଚନା
ଭୁବନେଶ୍ୱର ୦୧।୧୨ : ଜାମିନ ଆବେଦନ କଲେ ଅର୍ଚ୍ଚନା । ତଳକୋର୍ଟରେ ଜାମିନ୍ ଆବେଦନ ଖାରଜ ପରେ ଉପରକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ । ବୁଧବାର ଜାମିନ ଆବେଦନର ଶୁଣାଣି କରିବେ ଭୁବନେଶ୍ୱର ଜେଏମ୍ଏଫ୍ସି (୩) କୋର୍ଟ ।
ଖବର ଅନୁଯାୟୀ, ବୁଧବାର ଦିନ ଅର୍ଚ୍ଚନାଙ୍କ ଜାମିନ!-->!-->!-->…
ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
ଭୁବନେଶ୍ୱର ୦୧।୧୨ : ଅର୍ଚ୍ଚନା ନାଗ ଗିରଫ ମାମଲା । ଇଡିରେ ହାଜର ହେଲେ ହୋଟେଲ ମାଲିକ ଶିବ ପ୍ରସାଦ ଦାସ । ମାଷ୍ଟରକ୍ୟାଣ୍ଟିନ ଠାରେ ଥିବା ତାଜ ହୋଟେଲରେ ହୋଇଥିଲା ଡିଲ୍ । ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳୀ ଉଭୟ ସେହି ହୋଟେଲରେ ଜଣେ ବ୍ୟକ୍ତିଙ୍କୁ କରିଥିଲେ ବ୍ଲାକମେଲର ଶିକାର । ଯାହାର ଛାନଭିନ୍!-->…
ଆଖିବୁଜିଲା ଅସୁସ୍ଥ ଦନ୍ତା, ଡାହାଣ ଗୋଡରେ ହୋଇଥିଲା ଗଭୀର କ୍ଷତ
ବଡ଼ବିଲ ୦୧।୧୨ : ପୁଣି ଏକ ଦନ୍ତାର ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଚମକପୁର ଜଙ୍ଗଲରେ ଆହତ ଦନ୍ତାହାତୀର ମୃତ୍ୟୁ ହୋଇଛି । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, କୌଣସି କାରଣରୁ ଦନ୍ତା ହାତୀଟି ଅସୁସ୍ଥ ହୋଇଥିଲା । ଏହାପରେ ଗତ ଗତ!-->!-->!-->…
ଆରମ୍ଭ ହେଉଛି କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ
କୋଣାର୍କ ୦୧।୧୨ : ଗୁରୁବାରଠୁ ଆରମ୍ଭ ହେଉଛି କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ । ଏଥିଲାଗି ଉତ୍ସବମୁଖର ହୋଇଉଠିଛି ପର୍ଯ୍ୟଟନସ୍ଥଳୀ କୋଣାର୍କ ଓ ଚନ୍ଦ୍ରଭାଗା ବେଳାଭୂମି । ପର୍ଯ୍ୟଟନ ବିଭାଗ, ପର୍ଯ୍ୟଟନ ଉନ୍ନୟନ ନିଗମ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ!-->…