Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଦୁଷ୍କର୍ମ ମାମଲାରେ ୨୦ ବର୍ଷ କାରାଦଣ୍ଡ ଘୋଷଣା କଲେ ପୋକ୍ସୋ କୋର୍ଟ
ସାନଖେମୁଣ୍ଡି ୨୨/୧୧: ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରଦଣ୍ଡ ସହ ଜୋରିମାନା ଘୋଷଣା କଲେ ପୋକ୍ସୋ କୋର୍ଟ। ଖବର ଅନୁସାରେ, ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଗଣେଶ୍ୱର ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବାବୁ ମଲ୍ଲିକଙ୍କୁ ୨୦ ବର୍ଷ କାରାଦଣ୍ଡ!-->…
ବିରଜା ମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପରେ ମା’ଙ୍କର ହେଲା ମହାସ୍ନାନ, ଥାନାରେ ମାମଲା
ଯାଜପୁର ୨୨/୧୧: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ନେଇ ବିରଜା ବାହିନୀ ପକ୍ଷରୁ ଯାଜପୁର ଥାନାରେ ଅଭିଯୋଗ । ବଂଚିତ ହେଲେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ।
ଗତ ୨୦ ତାରିଖରେ ଯାଜପୁରକୁ ଏକ ମେଲୋଡି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା!-->!-->!-->…
ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ କିରାଣୀ
ଝାରସୁଗୁଡ଼ା ୨୨/୧୧: ଲାଞ୍ଚ ନେଇ ରେଡ୍ ହ୍ୟାଣ୍ଡରେ ଧରାପଡ଼ିଲେ କନିଷ୍ଠ କିରାଣୀ। ଏପରି ଘଟଣା ଝାରସୁଗୁଡ଼ା କୃଷି ବିଭାଗ କାର୍ଯ୍ୟାଳୟରୁ ସାମ୍ନାକୁ ଆସିଛି। l ଭିଜିଲାନ୍ସ ଜାଲରେ ପଡ଼ିଥିବା କିରାଣୀଙ୍କ ପରିଚୟ ଅଜୟ ପାଣ୍ଡେ।
ଖବର ଅନୁସାରେ, ମଙ୍ଗଳବାର ଝାରସୁଗୁଡ଼ା କୃଷି!-->!-->!-->…
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣା: ଇଡିରେ ହାଜର ହେଲେ ଅକ୍ଷୟ ପରିଜା
ଭୁବନେଶ୍ବର ୨୨।୧୧ : ଇଡିରେ ହାଜର ହେଲେ ଅକ୍ଷୟ ପରିଜା । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଇଡିରେ ହାଜର ହେବା ପାଇଁ ହୋଇଥିଲା ନୋଟିସ୍ ।
ଖବର ଅନୁଯାୟୀ, ଅର୍ଚ୍ଚନା ନାଗ ଅର୍ଥ ହେରଫେର ମାମଲାରେ ଖୋଲତାଡ଼ କରୁଛି ପ୍ରବର୍ତ୍ତନ!-->!-->!-->…
ଶତାୟୁଙ୍କୁ ନିଆରା ଢ଼ଙ୍ଗରେ ବିଦାୟ; ବାଜିଲା ଡିଜେ, ନାଚିଲେ ସମ୍ପର୍କୀୟ
ରାଉରକେଲା/କୁତ୍ରା : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଅନ୍ତର୍ଗତ ପଞ୍ଚରା ବସ୍ତିପଡ଼ାରେ ଆଜି ଏକ ଶବଯାତ୍ରାରେ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥିଲା। ପଞ୍ଚରା ଗାଁର ମାଙ୍ଗରୀ ସୁରିନ ନାମକ ଜଣେ ବୃଦ୍ଧା ୧୧୫ ବର୍ଷ ବୟସରେ ଗତକାଲି ରାତିରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପରଲୋକରେ!-->…
କାର୍ରୁ ମିଳିଲା ପେଟି ପେଟି ଟଙ୍କା
ଖୋର୍ଦ୍ଧା ୨୨/୧୧: କାର୍କୁ ପିଛା କରି ଏକ ଟଙ୍କା ଭର୍ତ୍ତି କାର୍ଟୁନ୍ ଜବତ କଲା ପୋଲିସ। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ଆରକ୍ଷି ଅଧିକ୍ଷକଙ୍କ କାର୍ଯ୍ୟାଳୟ ପାଖ ସିଆଳିଆ ରାସ୍ତାରେ ଦେଖିବାକୁ ମିଳିଛି। ଚଳିତ ବର୍ଷ ଅକ୍ଟୋବରେ ଏକ ବ୍ରାଉନ୍ସୁଗାର୍ କାରବାର ମାମଲାରେ ମୋଷ୍ଟ!-->…
ଇଡିରେ ହାଜର ହେଲେ ବ୍ୟବସାୟୀ ଅମୀୟକାନ୍ତ ଦାସ, ଅର୍ଚ୍ଚନାଙ୍କୁ ଦେଇଥିଲେ ମୋଟା ଅଙ୍କର ଟଙ୍କା
ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଇଡିର ଖୋଳତାଡ । ଭୁବନେଶ୍ୱର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ଜଣେ ବ୍ୟବସାୟୀ । ତାଙ୍କ ନାଁ ଅମୀୟକାନ୍ତ ଦାସ । ସେ ଅର୍ଚ୍ଚନାଙ୍କୁ ମୋଟା ଅଙ୍କର ଟଙ୍କା ଦେଇଥିଲେ । ତାଙ୍କୁ ହାଜର ହେବାକୁ ନୋଟିସ୍ ଜାରି କରିଥିଲା ଇଡି । ପ୍ରଥମ ପର୍ଯ୍ୟାୟରେ!-->…
ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ସମେଟିଭ୍ ଆସେସମେଣ୍ଟ ପରୀକ୍ଷା-୧
କଟକ ୨୨।୧୧ : ବୁଧବାରଠୁ ଦଶମ ସମେଟିଭ ପରୀକ୍ଷା ଏକ ଆରମ୍ଭ । ସେଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସମସ୍ତ ନୋଡାଲ ସେଣ୍ଟର ମାନଙ୍କୁ ପ୍ରଶ୍ନ ପତ୍ର ପଠାଯାଇଛି । କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି । ବୋର୍ଡସ୍ତରୀୟ ଜିଲ୍ଲା ଶିକ୍ଷା!-->…
ମାଟିରେ ମିଶିଲା ଦୀର୍ଘ ୭୮ବର୍ଷର ମହିମା ଗାଦୀ ସାଧନାସ୍ଥଳୀ
ଢେଙ୍କାନାଳ ୨୨/୧୧: ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦା ମହିମାଗାଦୀର ତୃତୀୟ ବେଢାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଯାହାକୁ ନେଇ ମହିମା ଗାଦିରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ!-->…
ASO ପରୀକ୍ଷାରେ ତ୍ରୁଟି ନାହିଁ, ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପଦକ୍ଷେପ ନିଆଯିବ- OPSC ଅଧ୍ୟକ୍ଷ
କଟକ ୨୨।୧୧ : ଏଏସ୍ଓ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପଦକ୍ଷେପ ନିଆଯିବ । ପ୍ରେସ୍ମିଟ୍ କରି ସ୍ପଷ୍ଟୀକରଣ ରଖିଲେ ଓପିଏସ୍ସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ୭୯୦ ପଦବୀ ପାଇଁ ପରୀକ୍ଷା ହୋଇଥିଲା । ସ୍କିଲ୍!-->!-->!-->…