Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କୋରେଇ ଟ୍ରେନ ଦୁର୍ଘଟଣା: ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କଲା ରେଳ ବିଭାଗ
ଯାଜପୁର,୨୦/୧୧: ଯାଜପୁର କୋରେଇ ରେଳଷ୍ଟେସନରେ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ୧୦ ହଜାର ଟଙ୍କା ଲେଖାଏଁ ରେଳ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ କାର୍ଯ୍ୟ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି। ରେଳ ବିଭାଗର ବରିଷ୍ଠ ଅଧିକାରୀ ଏହି!-->…
ଚାକିରିଦେବାକୁ କହି କଲେଜ ଛାତ୍ରକୁ ଅପହରଣ ଘଟଣା: ନାବାଳକ ଉଦ୍ଧାର, ଜଣେ ଗିରଫ
କୋରାପୁଟ ୨୧/୧୧: ଚାକିରି କରାଇଦେବାକୁ କହି ନାବାଳକ କଲେଜ ଛାତ୍ରକୁ ଅପହରଣ ଘଟଣା । ଗଞ୍ଜେଇ ବ୍ୟବସାୟୀ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଗ୍ରାମର ଜିତେନ୍ଦ୍ରିୟ ବାଗ ଗିରଫ । ରାଉକେଲାର ସେକ୍ଟର ୭ ରୁ ଗିରଫ କରିଛି କୋରାପୁଟ ଟାଉନଥାନା ପୋଲିସ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା!-->…
ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣା : ଜଗନ୍ନାଥ ସେନାର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି
ପୁରୀ ୨୧।୧୧ : ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡ଼ିଓ ଭାଇରାଲ ଘଟଣାରେ ଆକ୍ସନ ମୋଡକୁ ଆସିଛି ପୁରୀ ପୋଲିସ । ଫଟୋ ଭାଇରାଲ କରିଥିବା ଅଭିଯୁକ୍ତ ଆକାଶ ଚୌଧୁରୀ ନାଁରେ ପୁରୀ ସିଂହଦ୍ଵାର ଥାନାରେ ମାମଲା ରୁଜୁ ପରେ ତଦନ୍ତକୁ ଜୋରଦାର କରାଯାଇଛି।
ତେବେ ଅଭିଯୁକ୍ତ ଆକାଶ!-->!-->!-->…
କୋରେଇ ଷ୍ଟେସନରେ ଦୁର୍ଘଟଣା ପରେ ୧୬ ଟ୍ରେନ୍ର ରୁଟ୍ ପରିବର୍ତ୍ତନ, ୮ଟି ଟ୍ରେନ୍ ବାତିଲ
ଯାଜପୁର ୨୧।୧୧ : କୋରେଇ ଷ୍ଟେସନରେ ଦୁର୍ଘଟଣା ପରେ ଏହି ରୁଟ୍ ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୮ଟି ଟ୍ରେନ୍କୁ ବାତିଲ କରାଯାଇଥିବା ବେଳେ ୫ଟି ଟ୍ରେନ୍କୁ ଆଂଶିକ ବାତିଲ କରାଯାଇଛି । ବାକି ୧୬ଟି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି । ହାୱଡା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ୍,!-->…
ଅବକାରୀ ବିଭାଗର ଚଢ଼ାଉ,୧୩୫ ଗ୍ରାମ ଡ୍ରଗ୍ସ ଜବତ, ମହିଳା ଗିରଫ
ନୀଳଗିରି,୨୧/୧୧: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ରାଜନଗର ଅଞ୍ଚଳରେ ଚଢାଉ । ବାଲେଶ୍ଵର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି ।
ଡ୍ରଗ୍ସ ବିକ୍ରି ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖାଯାଇ ଥିବା ସୁଚନା ମିଳିଛି । ତାଙ୍କ ପାଖରୁ ୧୩୫ ଗ୍ରାମ ଡ୍ରଗ୍ସ ଜବତ!-->!-->!-->…
ବିଧାନସଭାରୁ ହଟିଲା କୋଭିଡ଼ କଟକଣା
ଭୁବନେଶ୍ୱର ୨୧।୧୧ : ବିଧାନସଭାରୁ ହଟିଲା କୋଭିଡ଼ କଟକଣା । ବିଧାୟକ, ମନ୍ତ୍ରୀ, ଷ୍ଟାପ୍ଙ୍କ ପାଇଁ କୋଭିଡ଼ ମୁକ୍ତ ହେଲା ବିଧାନସଭା । ପ୍ରେସ୍ ଗ୍ୟାଲେରୀକୁ ଯାଇପାରିବେ ସାମ୍ବାଦିକ । ଏଣିକି ବିନା କୋଭିଡ଼ କଟକଣାରେ ସ୍ୱାଭାବିକ ଭାବେ ଚାଲିବ ବିଧାନସଭା ।
ଖବର ଅନୁଯାୟୀ, ରାଜ୍ୟରେ!-->!-->!-->…
କଟକରେ ଜୁଆ ଆଡ୍ଡାରେ ରେଡ୍ : ୩୦ ଗିରଫ, ଲକ୍ଷାଧିକ ଟଙ୍କା ଜବତ
କଟକ ୨୧।୧୧ : ଜୁଆ ଆଡ୍ଡାରେ ଅତର୍କିତ ଚଢାଉ । ଘଟଣାରେ ୩୦ଜଣଙ୍କୁ ବାନ୍ଧିଛି ପୋଲିସ ।କଟକ ଜିଲ୍ଲା ଆଇବି ରୋଡରେ ଜୁଆ ଆଡ୍ଡା ଚାଲିଥିବା ବେଳେ ଚଢାଉ କରିଛି ଜଗତପୁର ଥାନା ପୋଲିସ ।
ଖବର ଅନୁଯାୟୀ, ଦୀର୍ଘ ଦିନ ଧରେ ଆଇବି ରୋଡ୍ରେ ଜୁଆ ଆଡ୍ଡା ଚାଲିଥିଲା । ଯାହାର ଗୁଇନ୍ଦା ସୂଚନା ପାଇଥିଲା!-->!-->!-->…
ଯାଜପୁର ଟ୍ରେନ୍ ଦୁର୍ଘଟଣା : ମୃତାହତଙ୍କ ଲାଗି ସହାୟତା ଘୋଷଣା କଲେ ରାଜ୍ୟ ସରକାର ଓ ରେଳବାଇ
ଭୁବନେଶ୍ୱର ୨୧।୧୧ : ଯାଜପୁର ଟ୍ରେନ୍ ଟ୍ରାଜେଡି ଘଟଣାରେ ସହାୟତା ଘୋଷଣା । ରାଜ୍ୟ ସରକାର ଓ ରେଳ ବିଭାଗ ପକ୍ଷରୁ ମୃତାହତଙ୍କ ପାଇଁ ସହାୟତା ଘୋଷଣା କରାଯାଇଛି । ଏହାସହ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଖବର ଅନୁଯାୟୀ, ଯାଜପୁର କୋରେଇ ଷ୍ଟେସନରେ ଟ୍ରେନ୍!-->!-->!-->…
ଖଲ୍ଲିକୋଟ ଜୁନିଅର କଲେଜ ଛାତ୍ରୀ ରାଗିଙ୍ଗ ଘଟଣା, ୯ ଛାତ୍ରଙ୍କୁ ନିଲମ୍ବିତ
ବ୍ରହ୍ମପୁର ୨୧/୧୧: ବ୍ରହ୍ମପୁର ଖଲ୍ଲିକୋଟ ଜୁନିଅର କଲେଜ ଛାତ୍ରୀ ରାଗିଙ୍ଗ ଘଟଣା । ୯ ଜଣ ଛାତ୍ରଙ୍କୁ ଆଜି କଲେଜରୁ ନିଲମ୍ବିତ କରିଛନ୍ତି କଲେଜ କର୍ତ୍ତୃପକ୍ଷ । ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଲମ୍ବିତ କାଏମ ରହିବ । ଏ ନେଇ ପୋଲିସକୁ ଅବଗତ କରାଇଛନ୍ତି କଲେଜ କର୍ତ୍ତୃପକ୍ଷ ।
!-->!-->!-->…
ଖୋର୍ଦ୍ଧା ଗସ୍ତରେ 5T ସଚିବ, ୨ଟି ଶକ୍ତି ପୀଠ ପରିଦର୍ଶନ ସହ ଉନ୍ନୟନ କାମର କଲେ ସମୀକ୍ଷା
ଭୁବନେଶ୍ୱର ୨୧।୧୧ : ଖୋର୍ଦ୍ଧା ଜିଲ୍ଲାର ଦୁଇଟି ଐତିହାସିକ ଶକ୍ତି ପୀଠ ପରିଦର୍ଶନରେ 5T ସଚିବ ଭି.କେ ପାଣ୍ଡିଆନ୍। ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କରିଛନ୍ତି । ଏହାସହ ସଠିକ୍ ସମୟରେ କିପରି ସବୁ କାମ ସରିବ । ସେଦିଗରେ ଆଲୋଚନା କରିଛନ୍ତି ।
ଖବର ଅନୁଯାୟୀ, ସୋମବାର!-->!-->!-->…