Browsing Category

ଓଡିଶା

ଦୁର୍ବଳ ହେଉଛି ଗରୁଡ଼ ସ୍ତମ୍ଭ ! ଚିଠି ଲେଖିଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ

ପୁରୀ ୧୯।୧୧ : ଶ୍ରୀମନ୍ଦିର ନାଟମଣ୍ଡପ ସ୍ଥିତ ଗରୁଡ ସ୍ତମ୍ବ ଦିନକୁଦିନ କ୍ଷୟ ହେବାରେ ଲାଗିଛି । ଯାହାର ସୁରକ୍ଷାକୁ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଏକ ଚିଠି ଲେଖିଛନ୍ତି। ତେବେ ଆଗାମୀ ଦିନରେ ଗରୁଡ ସ୍ତମ୍ଭକୁ ଛୁଇଁ ପାରିବେ କି ନାହିଁ ଭକ୍ତ ସେ ନେଇ ପ୍ରଶ୍ନବାଚୀ

ବ୍ୟାସନଗର ଫାଇଲ ଫିଙ୍ଗା ଘଟଣାରେ ନୂଆ ମୋଡ, ଦ୍ୱିତୀୟ ଥର ଅଭିଯୋଗ କଲେ ପୂର୍ବତନ ପୌର ଅଧିକାରୀ

ଯାଜପୁର ୧୯/୧୧: ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିଷଦରେ ଲାଗିରହିଛି ଅସ୍ଥିରତା । ବ୍ୟାସନଗର ପୌରପରିଷଦରେ ପୋୖର ନିର୍ବାହୀ ଅଧିକାରୀଙ୍କୁ ଅଧକ୍ଷା ଙ୍କ ଫାଇଲ ଫୋପାଡିବା ଓ ଅଶାଳୀନ ବ୍ୟବହାର ର ଭିଡିଓ ଭାଇରାଲ ଘଟଣା ପୁଣି ନୂଆ ମୋଡ଼ ନେଇଛି । ଶୁକ୍ରବାର ରାତିରେ ଯାଜପୁର ରୋଡ଼ ଥାନାରେ

ଅସାବଧାନତା କାରଣରୁ ଟ୍ରେନରୁ ଖସିପଡ଼ି ଦୁଇ ଆହତ: ଡାକ୍ତରଖାନାରେ ଭର୍ତ୍ତି

ଯାଜପୁର: ଦୁଲାଖାପାଟଣା ରେଳ ଷ୍ଟେସନରେ ପଲାସା DMU ପାସେଞ୍ଜର ଟ୍ରେନରେ ଚଢୁଥିବା ବେଳେ ଗଳିପଡି ୨ ଆହାତ। ଦୀର୍ଘ ସମୟ ଧରି ଟ୍ରେନକୁ ଅଟକାଇ ରଖିଲେ ସ୍ଥାନୀୟ ଲୋକେ । ଅତ୍ୟଧିକ ଭିଡ଼ ଯୋଗୁ ଟ୍ରେନରେ ଚଢିବା ବେଳେ ଅସାବଧାନତା ବଶତଃ ଘଟିଛି ଏହି ଅଘଟଣ । କିଛିଦିନ ତଳେ ଟ୍ରେନଭଡା,

ସିମକାର୍ଡ ଜାଲିଆତି ମାମଲା, ଭଦ୍ରକରୁ ଜଣକୁ ଉଠାଇନେଲା ଦିଲ୍ଲୀ ପୋଲିସ

ଭଦ୍ରକ ୧୯/୧୧: ସିମକାର୍ଡ ଜାଲିଆତି ମାମଲାରେ ଭଦ୍ରକରୁ ଜଣକୁ ଉଠାଇଲା ନେଲା ଦିଲ୍ଲୀ ପୋଲିସର ସାଇବର ଟିମ୍ । ସୂଚନା ଅନୁଯାୟୀ ଦିଲ୍ଲୀ ସାଇବର ସେଲର ଏକ ସ୍ୱତନ୍ତ୍ର ଟିମ ଦୁଇ ଦିନ ହେଲା ଭଦ୍ରକରେ ରହି ମୋବାଇଲ ଫୋନରେ ବ୍ୟବହୃତ ହେଉଥିବା ସିମକାର୍ଡ ଜାଲିଆତିର ତଦନ୍ତ କରିଥିଲେ । ଚରମ୍ପା

୨୪ ଟିକିଆ ହାତୀପଲ ନଷ୍ଟ କଲେ ଧାନ ଫସଲ

ପାଟଣା୧୯/୧୧: ପାଟଣା ରେଞ୍ଜକୁ ପୁଣି ଫେରିଛନ୍ତି ୨୪ ଟିକିଆ ହାତୀପଲ । ବିଳମ୍ବିତ ରାତିରେ ହାତୀପଲ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜରୁ ଆସି ବନବିର ନିକଟରେ ବୈତରଣୀ ନଦୀ ପାର ହୋଇ ପାଟଣା ରେଞ୍ଜକୁ ପ୍ରବେଶ କରିଛନ୍ତି । ହାତୀପଲ ଆସିବା ବାଟରେ ସାହାରପଡା ସେକ୍ସନ ଅଞ୍ଚଳରେ ବ୍ୟାପକ ଧାନ

OAS ସ୍ତରରେ ଅଦଳବଦଳ

ଭୁବନେଶ୍ୱର ୧୯।୧୧ : ଓଡ଼ିଶା ପ୍ରାଶାସନିକ ସେବା (ଓଏଏସ୍‌)ର ୫ଜଣ ଅଧିକାରୀଙ୍କ ବଦଳି କରାଯାଇଛି । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ ସଚିବ ତଥା ଏବେ ସାଧାରଣ ପ୍ରଶାସନ ବିଭାଗର ଯୋଗ ଦେଇଥିବା ଅନନ୍ତ ବିଜୟ ପଟ୍ଟନାୟକଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି

କଟକ ବାରବାଟୀ ଷ୍ଟାଡିୟମ ସମେତ ୫ଟି ସହରରେ ହେବ ହକି ବିଶ୍ବକପ୍‌ ଉତ୍ସବ, ରାଉରକେଲାରେ ଗଡ଼ିବ ମୋ ବସ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରୁଷ ହକି ବିଶ୍ବକପ୍ ପ୍ରତିଯୋଗିତା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରାଯାଇଥିଲା। ପୁରୁଷ ବିଶ୍ବକପ୍‌ ହକି-୨୦୨୩ ଭୁବନେଶ୍ବର ଓ ରାଉରକେଲାରେ

ରାଜ୍ୟ କ୍ୟାବିନେଟ୍‌ରେ ୧୭ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି; ଓଡ଼ିଶା ବନ୍ଦର ନୀତିକୁ ମିଳିଲା ଅନୁମୋଦନ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ ବୈଠକରେରେ ଶୁକ୍ରବାର ୧୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଓଡ଼ିଶା ବନ୍ଦର ନୀତିକୁ ଅନୁମୋଦନ ମିଳିଛି। ସାମୁଦ୍ରିକ ସଂରଚନାର ସର୍ବାଙ୍ଗୀନ

‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନକୁ ଟିକସ ମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି। ବାସ୍ତବ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଜଣେ ଯୁବ

ବାଲିଯାତ୍ରାକୁ ନେଇ ଉଠିଲା ବିବାଦ, ଯାତ୍ରାର ସଂପୂର୍ଣ୍ଣ ଆୟବ୍ୟୟର ସ୍ପେଶାଲ ଅଡିଟ କରାଯାଉ: ପ୍ରଭାତ ତ୍ରିପାଠୀ

କଟକ: ଗତକାଲି ଶେଷ ହୋଇଥିବା ଐତିହାସିକ ବାଲିଯାତ୍ରାରେ ଜିଲ୍ଲା ପ୍ରଶାସନର ମନମୁଖୀ କାର୍ଯ୍ଯକ୍ରମ କରିଥିବା ନେଇ ଅଭିଯୋଗ । ଏହି ପ୍ରଶ୍ନ ଉଠାଇଛି ଉଭୟ ମହାନଗର ପୂଜା କମିଟି ଓ ଶାନ୍ତି କମିଟି। ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ କହିଛନ୍ତି, ସମ୍ପୂର୍ଣ୍ଣ ବାଲିଯାତ୍ରାକୁ