Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପଦ୍ମପୁର ଉପନିର୍ବାଚନ : ପ୍ରଶାସନିକ ସ୍ତରରେ ପ୍ରସ୍ତୁତି, ଷ୍ଟ୍ରଙ୍ଗ ରୁମ୍ରେ ପହଞ୍ଚିଲା ଇଭିଏମ୍
ପଦ୍ମପୁର ୧୫।୧୧ : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି l ପଦ୍ମପୁର ଆରଏମସି ସ୍ଥିତ ଷ୍ଟ୍ରଙ୍ଗ ରୁମରେ ପହଞ୍ଚିଲା ଇଭିଏମ୍ l ସ୍ଵଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ୍ ରଖାଯାଇଛି lଡିସେମ୍ବର ୫ ରେ ଭୋଟ!-->…
ପ୍ରଥମାଷ୍ଟମୀ: ପୋଢ଼ୁଆଁ ହେବେ ବଡ଼ ଠାକୁର, ମହାପ୍ରଭୁଙ୍କ ପାଇଁ ମାମୁଁ ଘରୁ ଭାର
ନିଆଳି୧୫/୧୧: ବୁଧବାର ମାର୍ଗଶୀର ଅଷ୍ଟମୀ ତିଥିରେ । ଅର୍ଥାତ୍ ପ୍ରଥମାଷ୍ଟମୀ । ପୋଢ଼ୁଆଁ ହେବେ ବଡ଼ ଠାକୁର । ମହାପ୍ରଭୁଙ୍କ ପାଇଁ ମାମୁଁ ଘରୁ ଗଲା ଶ୍ରୀମନ୍ଦିର ଅଭିମୁଖେ ଯାଇଛି ପୋଢୁଆଁ ଭାର । ମାମୁଁଘର ନିଆଳି ମାଧବାନନ୍ଦ ଜିଉ ପୀଠରୁ ଏହି ପୋଢୁଆଁ ଭାର ଯାଇଛି । ରତ୍ନସିଂହାସନସ୍ଥ!-->…
୨କୋଟି ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ବାଲିଗୁଡା ପୋଲିସ
ବାଲିଗୁଡ଼ା ୧୫।୧୧ : ୨କୋଟି ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ବାଲିଗୁଡା ପୋଲିସ । କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ l ବାଲିଗୁଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ଚାଷ ନଷ୍ଟ!-->…
ଆନ୍ଦୋଳନକାରୀଙ୍କୁ ବାର୍ ଆସୋସିଏସନର ନୋଟିସ୍, ଆନ୍ଦୋଳନରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗ ଦିଅନ୍ତୁ
କଟକ ୧୫।୧୧ : ଆନ୍ଦୋଳନ ଚଳାଇଥିବା ୫ ବାର୍ ଆସୋସିଏସନ ଆନ୍ଦୋଳନରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଷ୍ଟେଟ ବାର କାଉନସିଲ୍ ର ନିର୍ଦ୍ଦେଶ। ନଚେତ ଆନ୍ଦୋଳନରେ ସାମିଲ ଥିବା ଆଇନଜୀବୀଙ୍କ ଲାଇସେନ୍ସ ବାତିଲ ହେବ ବୋଲି ଚିଠିରେ କୁହାଯାଇଛି । ବାର କାଉନସିଲ ଅଫ ଇଣ୍ଡିଆର ନିଷ୍ପତ୍ତି କ୍ରମେ!-->…
ଓଡ଼ିଆ RAW ଅଫିସରଙ୍କ ସୁଇସାଇଡ୍, ୧୦ ମହଲା ଉପରୁ ଡେଇଁପଡିଲେ
ନୂଆଦିଲ୍ଲୀ ୧୫।୧୧: ଓଡ଼ିଆ RAW ଅଫିସରଙ୍କ ଆତ୍ମହତ୍ୟା ଅଭିଯୋଗ। ଦିଲ୍ଲୀ ଲୋଦି କଲୋନୀ ସ୍ଥିତ ମୁଖ୍ୟାଳୟର ୧୦ମହଲାରୁ ଡେଇଁ ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ଜଣେ ଓଡିଆ ଅଫିସର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏବେ ଯାଏଁ ଆତ୍ମହତ୍ୟା କାରଣ ଅସ୍ପଷ୍ଟ!-->…
ରାଜ୍ୟର ୧୪ ସହରରେ ତାପମାତ୍ରା ୧୫ ଡିଗ୍ରୀ, ଜି ଉଦୟଗିରିରେ ୯. ୬ ଡିଗ୍ରୀ ତାପମାତ୍ରା ରେକର୍ଡ
ଭୁବନେଶ୍ୱର ୧୫।୧୧ : ଖସୁଛି ପାରଦ, ବଢୁଛି ଶୀତ । ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ରାଜ୍ୟର ୧୪ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜି ଉଦୟଗିରିରେ ରେକର୍ଡ ହୋଇଛି । ଜି ଉଦୟଗିରିରେ ୯. ୬ ଡିଗ୍ରୀ ତାପମାତ୍ରା!-->…
ବନ୍ଧୁକ ଦେଖାଇ ୧୪ ଲକ୍ଷ ଟଙ୍କା ଲୁଟିନେଲେ ୨ ଦୁର୍ବୃତ୍ତ
ରାଉରକେଲା ୧୪/୧୧: ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍ କରିବାକୁ ଗଲାବେଳେ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ନାଲି ପଲସର୍ପରେ ଆସି ବନ୍ଧୁକ ମୁନରେ ନେଇଗଲେ ୧୪ ଲକ୍ଷ ୯୩ ହଜାର ୪୦୦ ଟଙ୍କା। ରାଉରକେଲା ମହାନଗର ନିଗମ ପାଖ ରିଂ ରୋଡରେ ଏପରି ଘଟଣା ହୋଇଛି। ଖବର ଅନୁସାରେ, ସେଠାକାର!-->…
ବ୍ୟବସାୟୀଙ୍କୁ ହଇରାଣ ଏବଂ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପରେ କ୍ଷମା ମାଗିଲେ ଉପଜିଲ୍ଲାପାଳ
ଯାଜପୁର: ଯାଜପୁର କିଆନାଳୀ ଆରଏମସି ପରିବା ମାର୍କେଟ ଉଚ୍ଛେଦକୁ ନେଇ ଉତ୍ତେଜନା। ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ଆସିଥିବା ବେଳେ ଏହାକୁ ପରିବା ବ୍ୟବସାୟୀ ବିରୋଧ କରିବାରୁ ଉତ୍ତେଜନା ଦେଖାଦେଇଥିଲା। ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ କରିବାକୁ ଦାବି କରିଥିଲେ ପରିବା!-->…
ଆସନ୍ତା ୫ ତାରିଖରେ ସକାଳ ୭ ଟାରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ହେବ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ
ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଅବଧି ହ୍ରାସ ପାଇଛି। ଆସନ୍ତା ୫ ତାରିଖରେ ସକାଳ ୭ ଟାରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଭୋଟଦାନ କରାଯିବ। ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଶୀତ ଦିନ ଏବଂ ମାଓବାଦୀ ଅଞ୍ଚଳ ହୋଇଥିବାରୁ ଭୋଟିଂ ସମୟ ହ୍ରାସ!-->…
ଓମ୍ ନଗର ଅଞ୍ଚଳରେ ଯୁବତୀଙ୍କ ଆତ୍ମହତ୍ୟା
ବ୍ରହ୍ମପୁର, ୧୪/୧୧: ବଡ ବଜାର ଥାନା ଅନ୍ତର୍ଗତ ଓମ୍ ନଗର ଅଞ୍ଚଳରେ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଗତ ତିନି ଦିନ ପୂର୍ବେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ବେଳେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜରୁଛି ।
ମାଜିଷ୍ଟ୍ରେଟ୍ଙ୍କ!-->!-->!-->…