Browsing Category

ଓଡିଶା

ମାର୍କେଟ ବିଲ୍‌ଡିଂ ଭେଣ୍ଡିଂ ଜୋନରେ ମାଙ୍କଡ଼ ଆତଙ୍କ

ଭୁବନେଶ୍ବର଼:ରାଜଧାନୀ ଭୁବନେଶ୍ୱରରେ ମାଙ୍କଡ଼ ଦୌରାତ୍ମ୍ୟ। ମାର୍କେଟ ବିଲ୍‌ଡିଂର ବଜରଙ୍ଗ ଭେଣ୍ଡିଂ ଜୋନରେ ମାଙ୍କଡ଼ ଆତଙ୍କ । ବିଭିନ୍ନ ଦୋକାନରେ ପଶି ସାମଗ୍ରୀ ଛିନ୍‌ଛତ୍ର କରିବା ସହ ବ୍ୟାପକ ନଷ୍ଟ କରିଛି । ଶେଷରେ କାବୁ ହୋଇଛି ମାଙ୍କଡ଼ । ସକାଳେ ଜଣେ ବ୍ୟବସାୟୀ ଦୋକାନ ଖୋଲିବା ସମୟରେ

ଓଡ଼ିଶା ଚିଟ୍ ଫଣ୍ଡ ଦୁର୍ନୀତି ମାମଲା: ଆମିକସ କ୍ୟୁରି ନିଯୁକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଓଡ଼ିଶା ଚିଟ୍ ଫଣ୍ଡ ଦୁର୍ନୀତି ମାମଲାରେ ସୁପ୍ରମକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ବେଳେ କାଉଣ୍ଟର ଆଫିଡେଭିଡ୍ ଦାଖଲ କରିବା ପାଇଁ ଦୁଇ ସପ୍ତାହର ସମୟ ମାଗିଛି ସିବିଆଇ । ଆସନ୍ତା ନଭେମ୍ୱର ୨୫ ମଧ୍ୟରେ କାଉଣ୍ଟର ଆଫିଡେଭିଡ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ

ପଦ୍ମପୁର ଉପନିର୍ବାଚନ: ନାମାଙ୍କନ ନଭରି ଫେରିଆସିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

ଭୁବନେଶ୍ୱର ୧୪।୧୧ : ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ହୋଇଥିବା ପ୍ରଦୀପ ନାମାଙ୍କନ ପତ୍ର ନଭରି ଫେରି ଆସିଥିବା ଜଣାପଡ଼ିଛି । ଚାଷୀଙ୍କୁ ସମର୍ଥନ ଜଣାଇ ନାମାଙ୍କନ ପତ୍ର ଭରି ନାହାନ୍ତି ପ୍ରଦୀପ ପୁରୋହିତ । ଚାଷୀଙ୍କ ସମସ୍ୟା ସରକାର ବୁଝିନଥିବାରୁ ସେ ଏହାକୁ ବିରୋଧ କରି

ଟାଟାଷ୍ଟିଲ ନିକଟରେ ଗୁଳିକାଣ୍ଡ, ଜଣେ ଗୁରୁତର

ଢେଙ୍କାନାଳ ୧୪।୧୧ : ବଚସାରୁ ଗୁଳିମାଡ଼ । ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ତାଲବାହାଳ ଗାଁରେ ଗୁଳିକାଣ୍ଡ । ଏଥିରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ବିହାରର ରବି କୁମାର ବୋଲି ଜଣାପଡିଛି । ତାଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଟାଟା

ପଦ୍ମପୁର ଉପନିର୍ବାଚନରେ ବିଜେଡିରୁ ଲଢ଼ିବେ ବର୍ଷା ସିଂ ବରିହା

ଭୁବନେଶ୍ୱର ୧୪।୧୧ : ସରିଲା ଅଙ୍କକଷା । ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ସ୍ୱର୍ଗତ ବରିହାଙ୍କ ବଡ଼ ଝିଅ ବର୍ଷା ସିଂହ ବରିହାଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ଖବର ଅନୁଯାୟୀ, ବିଜୟ ସିଂହ ବରିହାଙ୍କ

ASO ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ, ୨୦୧୬ ପଲିସି ଅନୁଯାୟୀ ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ

କଟକ:ASO ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ । ୨୦୧୬ ପଲିସି ଅନୁଯାୟୀ ରେଜଲ୍ଟ ପ୍ରକାଶ କରିବାକୁ ଓପିଏସ୍‌ସିକୁ ନିର୍ଦ୍ଦେଶ ଦେଇଛନ୍ତି । ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ହୋଇଥିବା ନେଇ ରୁଜୁ ହୋଇଥିଲା ମାମଲା । ଚୟନ ପ୍ରକ୍ରିୟାରୁ ବଞ୍ଚିତ ଆଶାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ରୁଜୁ

ଶ୍ରୀମାଧବଙ୍କ ପୀଠରୁ ଶ୍ରୀକ୍ଷେତ୍ର ଯିବ ପୋଢୁଆଁ ଭାର

ଭୁବନେଶ୍ୱର ୧୪।୧୦ : ନଭେମ୍ବର ୧୬ ତାରିଖ ୨୦୨୨ ମାନେ ଆସନ୍ତା ବୁଧବାର ମାର୍ଗଶୀର ଅଷ୍ଟମୀ ତିଥିରେ କାଳିଆର ପୋଢୁଆଁ । ଏନେଇ ଠାକୁରଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ପ୍ରାଚୀର ଅଧିଷ୍ଠାତା ଦେବତା ଶ୍ରୀମାଧବଙ୍କ ପୀଠରୁ ପୋଢୁଆଁ ଭାର ଶ୍ରୀକ୍ଷେତ୍ର ପଠାଯିବ । ରତ୍ନସିଂହାସନସ୍ଥ ମହାପ୍ରଭୁ

ଚୂମନଙ୍କ ପରିବାରକୁ ସାହା ହେଲା ପ୍ରଶାସନ

ବଲାଙ୍ଗୀର ୧୪/୧୧: ପେପର ବୟ ଚୁମନ ରାଓଙ୍କ ପରିବାରକୁ ଫେରିବ ଖିୁସି । ସତରେ ବଡ ହୋଇ ଡାକ୍ତର ହେବ ଚୂମନ । ଏକଥା ଆମେ କହୁନି ବରଂ ଜିଲ୍ଲା ପ୍ରଶାସନର ସହଯୋଗରେ ଏପରି କିଛି ହେବାକୁ ଯାଉଛି ଚୂମନ କ୍ଷେତ୍ରରେ । ଅସହାୟ ପରିବାରକୁ ସାହା ହୋଇଛି ଜିଲ୍ଲା ପ୍ରଶାସନ । ଗଣମାଧ୍ୟମରେ ଚୂମନ ବିଷୟରେ

ରାଉରକେଲା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଗିରଫ, ଗୁଳି ଓ ବନ୍ଧୁକ ଜବତ

ରାଉରକେଲା:ରାଉରକେଲା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଗିରଫ । ଗୁଳି ଓ ବନ୍ଧୁକ ଜବତ । ଅଭିଯୁକ୍ତ ଅଜିତ୍‌ ଓରାମଙ୍କୁ ଗିରଫ କରିଛି ପୋଲିସ୍‌ । ଆଜି ସକାଳେ ଜଲଦା ଫାଣ୍ଡି ଏରିଆରେ ଅଜିତ୍‌ ଲୁଚିଥିବା ଖବର ପାଇବା ପରେ ଚଢାଉ କରିଥିଲା ପୋଲିସ୍‌ । ପୋଲିସ ସହ ଗୁଳି ବିନିମୟ ବେଳେ ଅଜିତ୍‌ର ଗୋଡରେ

ଶୌଚାଳୟରେ ନବ ବିବାହିତାଙ୍କୁ ଅସଦାଚରଣ ଅଭିଯୋଗ, ବଙ୍ଗାଳୀ ଯୁବକଙ୍କୁ ନିସ୍ତୁକ ମାଡ…

ବ୍ରହ୍ମପୁର ୧୪/୧୧: ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ସିଙ୍ଗି ବନ୍ଧ ନିକଟସ୍ଥ ଶୌଚାଳୟରେ ନବ ବିବାହିତାଙ୍କୁ ଅସଦାଚରଣ ଅଭିଯୋଗ । ଅସଦାଚରଣ ବେଳେ ଆକ୍ରମଣ କରିଥିବା ଜଣେ ବଙ୍ଗାଳୀ ଯୁବକଙ୍କୁ ନିସ୍ତୁକ ମାଡ ମାରିଛନ୍ତି ସ୍ଥାନୀୟ ଲୋକେ । ପରବର୍ତ୍ତୀ ସମୟରେ ସେହି ଯୁବକଙ୍କୁ ଲୋକମାନେ ପୋଲିସରେ