Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପଦ୍ମପୁର ଉପନିର୍ବାଚନ ନେଇ ସୋମବାର ବସିବ ସର୍ବଦଳୀୟ ବୈଠକ
ଭୁବନେଶ୍ୱର ୧୪।୧୧ : ସୋମବାର ବସିବ ସର୍ବଦଳୀୟ ବୈଠକ । ପଦ୍ମପୁର ଉପ-ନିର୍ବାଚନ ନେଇ ସୋମବାର ବସିବ ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ସୁରୁଖୁରୁରେ ଉପନିର୍ବାଚନ ନେଇ ବୈଠକରେ ହେବ ଆଲୋଚନା ।
ସୂଚନାଯୋଗ୍ୟ ଯେ, ଡିସେମ୍ବର ୫ରେ ହେବାକୁ!-->!-->!-->…
ମିଥ୍ୟା ଏନ୍କାଉଣ୍ଟର ଘଟଣା, ୨୪ ଆନ୍ଦୋଳନାକାରୀଙ୍କୁ ଗିରଫ କଲା ପୋଲିସ
ମାଲକାନଗିରି ୧୪।୧୧ : କୋରାପୁଟ ଜିଲ୍ଲା ମାଳିପଦର ମିଥ୍ୟା ଏନ୍କାଉଣ୍ଟର ଘଟଣା । ୨୪ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କଲା ମାଲକାନଗିରି ପୋଲିସ । ସହାୟତା ଦାବିରେ ଆନ୍ଦୋଳନ କରୁଥିବା ଗାଁବାସୀଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ ।
ଖବର ଅନୁଯାୟୀ, ରବିବାର ୩୨୬ ନମ୍ବର ଜାତୀୟ ରାଜପଥ!-->!-->!-->…
କଟୁରୀ ଚୋଟରେ ଯୁବକ ଗୁରୁତର
ଭୁବନ ୧୪/୧୧: ରବିବାର ବିଳମ୍ବିତ ରାତିରେ ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା କୈବର୍ତ୍ତ ସାହିରେ ହୋଇଛି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । କଟୁରୀ ଚୋଟରେ କୈବର୍ତ୍ତ ସାହିର ମୋହନ ବେହେରାଙ୍କ ପୁଅ ଚତୁର୍ଭୁଜ ବେହେରା ଗୁରୁତର ହୋଇଛନ୍ତି । ତାଙ୍କର ଡାହାଣ ଜଙ୍ଘ ପାଖରୁ ଗୋଡ ପର୍ଯ୍ୟନ୍ତ!-->…
ଗୋଟିଏ ଦିନରେ ୭ଟି ବସରେ କଳା କନା ବୁଲାଇଲେ ଚୋର
କଣ୍ଟାବାଞ୍ଜି: ଗୋଟିଏ ଦିନରେ ୭ଟି ବସରେ କଳା କନା ବୁଲାଇଲେ ଚୋର । କିଛି ଲୋକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କଲା ପୋଲିସ । ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ବସ ଷ୍ଟାଣ୍ଡରେ ରହୁଥିବା ୭ ଟି ବସରୁ ଚୋରି ହୋଇଛି ।
ଗାଡିରୁ ଟଙ୍କା, କପଡା, ସାଇକେଲ ଟାୟାର, ଟ୍ୟୁବ,ମୋବାଇଲ ଆଦି ଚୋରି ହୋଇଥିବା!-->!-->!-->…
ଭିଜିଲାନ୍ସ ଜାଲରେ RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ, ଭୁବନେଶ୍ୱରର ୪ଟି ଜାଗା ସମେତ ମୋଟ ୮ଟି ସ୍ଥାନରେ ଚାଲିଛି ରେଡ୍
ଉଦଳା: ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ। ଭୁବନେଶ୍ୱରର ୪ଟି ସ୍ଥାନ ସମେତ ମୋଟ ୮ଟି ସ୍ଥାନରେ ରେଡ୍ ।
କେନ୍ଦ୍ରାପଡା ଓ ମୟୂରଭଞ୍ଜର ୨ଟି ଲେଖାଏ!-->!-->!-->…
ମିଛ ମାଓବାଦୀ ଧନ ଖମାରଙ୍କ ହତ୍ୟାକୁ ନେଇ ରାସ୍ତା ରୋକ୍ ଘଟଣାରେ ୪ ଜଣଙ୍କୁ ଉଠାଇଲା ପୋଲିସ…
ହତ୍ୟାକାରୀଙ୍କୁ ଘଣ୍ଟ ଘୋଡ଼ାଇ ସୁରକ୍ଷା ଦେବାକୁ ପ୍ରାୟସ..!
ପୋଲିସ ଗୁଳି ରେ ପ୍ରାଣ ହରାଇଲେ ୨ ନିରୀହ ଆଦିବାସୀ : ରୂପ ଦିଆଗଲା ମାଓବାଦୀ ଦମନ..!
ଏସ୍.ଓ.ଜି. ଓ ବି.ଏସ୍.ଏଫ୍. ଙ୍କ ମାଓ ଅପରେସନ ନାଆଁରେ ଦମନ ଲୀଳାକୁ ବିରୋଧ କରି NH-୩୨୬ ରାସ୍ତା ରୋକ୍
ମାଲକାନଗିରି: କଥାରେ ଅଛି,"ପେଟ ପୋଷ ନାହିଁ ଦୋଷ" । ତା'ମାନେ ଆଦୌ ଏକଥା ଉପରେ ଜୋର୍ ଦିଆଯାଉନାହିଁ ଯେ କୌଣସି ଅସାମାଜିକ କାର୍ଯ୍ୟରେ ଲିପ୍ତ ରହି ଉପାର୍ଜନ କରିବା କିମ୍ବା ପରିବାର!-->!-->!-->…
ନୀଳଗିରି ଡାକ୍ତରଖାନାରେ ବ୍ଲଡ଼ ପ୍ରେସର ଓ ଅକ୍ସିଜେନ ମାପୁଛନ୍ତି ସୁରକ୍ଷାକର୍ମୀ
ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ହସ୍ପିଟାଲକୁ ନେଇ ବିବାଦ ଥମୁନି।ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ନେଇ ବାରମ୍ବାର ଅଭିଯୋଗ ପରେ ବି ସ୍ଥିତି ସୁଧାରିବା ନା ଗନ୍ଧ ନାହିଁ। ପୂର୍ବରୁ ସୁରକ୍ଷାକର୍ମୀ ନିଜ କାମ କରିବା ପରିବର୍ତ୍ତେ ଶ୍ରମିକ ଭାବେ ରଙ୍ଗ ମାରୁଥିବାର ଦୃଶ୍ୟ!-->…
କୋଣାର୍କ ମନ୍ଦିର ପ୍ରବେଶ ଟିକେଟ୍ ନପାଇ ତାତିଲେ ପର୍ଯ୍ୟଟକ
କୋଣାର୍କ: ଆଗକୁ ପିକନିକ ଋତୁ ଆସୁଥିବା ହେତୁ ଏବେଠୁଁ କୋଣାର୍କରେ ହଜାର ହଜାର ପର୍ଯ୍ୟଟକ ଭିଡ଼ ଦେଖିବାକୁ ମିଳିଛି । ପ୍ରତିଦିନ ପରି ମାତ୍ର ୨ହଜାର ଟିକେଟ ରହୁ ଥିବାରୁ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଟିକେଟ ମିଳୁନାହିଁ। ଫଳରେ ହଜାର ହଜାର ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ଦେଖିବାରୁ!-->…
ଅର୍ଚ୍ଚନା ନାଗ ମାମଲା: ଏସ୍ଆଇଟିର ବୈଠକ, ୨ ଦିନରେ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କଲା ଇଡି
କଟକ, ୧୩/୧୧: ମାତ୍ର ଦୁଇ ଦିନର ତଦନ୍ତରୁ ଧରାପଡ଼ିଲାଣି ୧୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତ୍ତି । ଏହିଭଳି କଳା ସମ୍ରାଜ୍ୟର ମାଲିକାଣୀ ସାଜିଥିଲେ ଅର୍ଚ୍ଚନା ନାଗ । ଖୋଳତାଡ଼ ଜାରି ରହିଛି । ଆଗକୁ ଆହୁରି ଅଧିକ ବେଆଇନ ସମ୍ପତ୍ତି ମିଳିବାର ସମ୍ଭାବନା ଅଛି ବୋଲି ଆଜି ନୂଆଦିଲ୍ଲୀରେ ବସିଥିବା!-->…