Browsing Category

ଓଡିଶା

ଓଡିଶା ସଂଗୀତ ଜଗତର ବର୍ଷିୟାନ ଗୀତିକାର ନିମାଇଁ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ଆଉ ନାହାନ୍ତି ସୁନାମ ଧନ୍ୟ ଗୀତିକାର ନିମାଇଁ ମହାନ୍ତି। ଓଡିଶା ସଂଗୀତ ଜଗତର ବର୍ଷିୟାନ ଗୀତିକାର ନିମାଇଁ ମହାନ୍ତିଙ୍କ ପରଲୋକ । ବାରିପଦାର ପୁରୁଣା ହାଟସାହି ସ୍ଥିତ ବାସଭବନରେ ୭୦ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ସୁନାମଧନ୍ୟ ଗୀତିକାରଙ୍କୁ ଶେଷ ଦର୍ଶନ ପାଇଁ ବହୁ

ଜଳେଶ୍ବରରେ ୮ଟି କଣ୍ଟେନରରୁ ୮୦୦ରୁ ଊର୍ଦ୍ଧ୍ବ ଗୋରୁ ଜବତ, ୪ ବେପାରୀ ଅଟକ

ଜଳେଶ୍ବର: ଗୋରୁ ବୋଝେଇ କେଣ୍ଟନର ଜବତ। ଜଳେଶ୍ବର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରୁ ୫ ଟି ଗୋରୁ ବୋଝେଇ କେଣ୍ଟନର ଏବଂ ବେଲି ଗୋପୀନାଥପୁର ଗ୍ରାମରୁ ୩ ଟି କଣ୍ଟେନର ଜବତ କରିଛି ଜଳେଶ୍ବର ପୋଲିସ୍। ମୋଟ୍ ୮ଟି କଣ୍ଟେନର ରୁ ୮୦୦ ରୁ ଊର୍ଦ୍ଧ୍ବ ଗୋରୁ ଜବତ କରିବା ସହିତ ୪ଜଣ

ବାଇକ୍ ଧକ୍କାରେ ବାଳକର ମୃତ୍ୟୁ

କରଞ୍ଜିଆ: ଠାକୁରମୁଣ୍ଡା- କରଞ୍ଜିଆ ରାସ୍ତାର ଅଖାପଲାଣ ପୋଲ ନିକଟରେ ସଡକ ଦୁର୍ଘଟଣା। ଗତକାଲି ରାତିରେ ବାଇକ ଧକ୍କାରେ ସାଇକେଲ ଚାଳକର ମୃତ୍ୟୁ ଘଟିଛି। ମୃତ ବାଳକ ଜଣକ ହେଉଛନ୍ତି ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡ଼ା ଗ୍ରାମପଞ୍ଚୟତ ଚାଇଁବାଇଁଶି ଗ୍ରାମର ଲାଲମୋହନ ନାଏକଙ୍କ ପୁଅ

ଆସିକା ନଳବଣ୍ଟା ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଯାତ୍ରୀବାହୀ ବସ୍ ଧକ୍କାରେ ବୃଦ୍ଧ ମୃତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଘରୋଇ ଯାତ୍ରୀବାହୀ ବସ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଗଜପତି ପ୍ରଧାନ । ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ

ମିଳିଲାନି ଉପଯୁକ୍ତ ପ୍ରମାଣ: ଆଜୀବନ କାରାଦଣ୍ଡରେ ଦଣ୍ଡିତ ୨୮ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ହାଇକୋର୍ଟ

କଟକ: ନିମ୍ନ ଅଦାଲତରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ୨୮ଜଣ ଅଭିଯୁକ୍ତଙ୍କୁ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଖୋର୍ଦ୍ଧା ଅତିରିକ୍ତ

ଆଜି ପଞ୍ଚୁକର ଦ୍ବିତୀୟ ଦିନ: ଶ୍ରୀମନ୍ଦିରରେ ବାଙ୍କଚୁଡ଼ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଆଜି କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥି ତଥା ପଞ୍ଚୁକର ଦ୍ବିତୀୟ ଦିନ। ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ମହାପ୍ରଭୁ ଅତ୍ୟନ୍ତ ଚିତାକର୍ଷକ ବାଙ୍କଚୁଡ଼ ବେଶ ଅନୁଷ୍ଠିତ ହୋଇଛି । ଯେତେବେଳେ ଅକ୍ରୁର ଗୋପପୁରକୁ ଯାଇଥିଲେ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରାକୁ ଆଣିବାକୁ, ସେହି

ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର ଭୁବନେଶ୍ଵର ମୈତ୍ରୀ ସହ ଚୁକ୍ତିନାମା ସ୍ବାକ୍ଷରିତ…

ଗୋପାଳପୁର:ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ CSIR-IMMT ଭୁବନେଶ୍ୱର MAITRI ( Mentoring Academic Interventions for Technological Research & Innovation) କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଏକ ଏମ୍.ଓ.ୟୁ. ସ୍ୱାକ୍ଷରିତ ହୋଇଥିଲା । ଏହାର ସହଯୋଗର ପଦ୍ଧତି ଅନୁଯାୟୀ ଏହା

ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ରୂପେ ଦାୟିତ୍ବ ଗ୍ରହଣ କଲେ ପ୍ରଦୀପ ମାଝୀ

ଭୁବନେଶ୍ୱର: ନବରଙ୍ଗପୁରର ପୂର୍ବତନ ସାଂସଦ, ଦକ୍ଷିଣ ଓଡ଼ିଶାର ଟାଣୁଆ ଆଦିବାସୀ ନେତା ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ଉନ୍ନୟନ, ସଂଖ୍ୟାଲଘୁ

ନୂଆପଡ଼ା ଗସ୍ତରେ ପୁଲିସ ମହାନିର୍ଦ୍ଦେଶକ: ମାଓ ଦମନ ପାଇଁ ଛତିଶଗଡ଼- ଓଡ଼ିଶାକୁ ନେଇ ଟାସ୍କଫୋର୍ସ ଗଠନ

ନୂଆପଡ଼ା: ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି। ଆଜି ନୂଆପଡ଼ା ଜିଲ୍ଲା ଗୁଇନ୍ଦା ଏବ ଅପରେସନ କେନ୍ଦ୍ର ଉଦଘାଟନ ପରେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଜିଲ୍ଲା ସୀମାନ୍ତରେ ମାଓ ଦମନ ପାଇଁ ଜଏଣ୍ଟ ଟାସ୍କ ଫୋର୍ସ ଗଠନ ହେବ ଏବଂ ମାଓ ଦମନ

ଦିଅର ସହ କଥା ହେବାରୁ ଗର୍ଭବତୀ ପତ୍ନୀଙ୍କୁ ମାରିଦେଲା ସ୍ବାମୀ

କଳାବାଡ଼ିଆ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ବଡ଼ଗାଁ ପଞ୍ଚାୟତ ପଣସଡ଼ିହା ଗ୍ରାମ ଫାଗୁସାହିର ବିବାହିତା ମହିଳା ସୁରୁ ସିଂ(୨୫)ଙ୍କର ଗତକାଲି ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ସ୍ବାମୀ କିଶାନଙ୍କୁ ଅଟକ ରଖି ପୁଲିସ ଜେରା କରୁଥିଲା।